Tag: Missing CMO Files

CMO File Theft Case: ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ ଫାଇଲ୍ ଗାୟବ ମାମଲା; କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ସିଏମ୍ ମାଝୀ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବହୁଚର୍ଚ୍ଚିତ ହତ୍ୟା ମାମଲା ସହିତ ଜଡିତ ତଦନ୍ତ କମିଶନ ଫାଇଲ୍ ଗାଏବ ହେବାର ଅଭିଯୋଗର ତଦନ୍ତ ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ କରିବ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଘଟଣାର ବିସ୍ତୃତ ତଦନ୍ତ କରିବାକୁ…