Tag: Mao camp

ବୌଦ୍ଧ ଜଙ୍ଗଲରେ ମାଓ କ୍ୟାମ୍ପ ଧ୍ବଂସ

କନ୍ଧମାଳ-ବୌଦ୍ଧ ସୀମାନ୍ତରେ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। କନ୍ଧମାଳ-ବୌଦ୍ଧ ସୀମାନ୍ତରେ ଗୁଳିବନିମୟ ହୋଇଛି। ଗୁଳିବିନିମୟରେ ବୁଢ଼ାଖୋଲ ଜଙ୍ଗଲରୁ ମାଓବାଦୀଙ୍କ ଛତ୍ରଭଙ୍ଗ କରାଯାଇଛି। ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି। ତିନିମାସ ମଧ୍ୟରେ ସୀମାନ୍ତରେ ୩ ମାଓ କ୍ୟାମ୍ପ ଧ୍ବଂସ ହୋଇଛି।