Tag: #manoj kumar#congress

ଯୌନ ଶୋଷଣ ଅଭିଯୋଗରେ କଂଗ୍ରେସ ପ୍ରାର୍ଥୀଙ୍କ ପୁଅ ଗିରଫ

ବିହାର; ବିବାଦ ଯେମିତି କଂଗ୍ରେସର ପିଛା ଛାଡ଼ୁନି । ନିର୍ବାଚନ ଯେତେ ପାଖେଇ ଆସୁଛି କଂଗ୍ରେସ ପ୍ରାର୍ଥୀମାନେ ଅଡୁଆ ସେତେ ପଚି ଚାଲିଛନ୍ତି । ବିହାର ସାସାରାମ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀଙ୍କ ଏବେ ବିବାଦ ଘେରରେ । ଏଠାକାର କଂଗ୍ରେସ…