ତାଜା ଖବର ରାଜନୀତି ରାଜ୍ୟ ଆସନ୍ତାକାଲି ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ନାଁ ସ୍ପଷ୍ଟ ହୋଇଯିବ: ମନମୋହନ June 10, 2024 Papirani ଓଡ଼ିଶାରେ ଆସନ୍ତାକାଲି ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ନାଁ ସ୍ପଷ୍ଟ ହୋଇଯିବ ବୋଲି ଦଳର ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି। ମନମୋହନ କହିଛନ୍ତି, ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା ତାହା ପରେ ସବୁ ସ୍ପଷ୍ଟ ହୋଇଯିବ। ୧୧ ତାରିଖରେ ବିଧାୟକ ଦଳ…
ତାଜା ଖବର ରାଜନୀତି ରାଜ୍ୟ ମନମୋହନ ସାମଲଙ୍କ ବଡ଼ ବୟାନ; ଓଡ଼ିଶାରେ ବନ୍ଦ ହୋଇଯିବ ବିଏସକେୱାଇ ଯୋଜନା June 5, 2024 Papirani ଓଡ଼ିଶାରେ ଚଳିତବର୍ଷ ନିର୍ବାଚନରେ ବିଜେପି ବିପୁଳ ବିଜୟ ପରେ ମନମୋହନ ସାମଲ ପ୍ରତିକ୍ରିୟା । ସେ କହିଛନ୍ତି, ଓଡ଼ିଶାରେ ପରିବର୍ତ୍ତନ ଆଣିବା ଲୋକଙ୍କ ମନରେ ଥିଲା। ଏ ନିର୍ବାଚନ ସାଧାରଣ ଲୋକଙ୍କ ଥିଲା, ସେମାନେ ଲଢୁଥିଲେ। ଭ୍ରଷ୍ଟ ଶାସନ ବିରୋଧରେ ଓ…
ରାଜନୀତି ରାଜ୍ୟ ହାରିଲେ ମନମୋହନ June 4, 2024 Nirvay ରାଜ୍ୟରେ ଭାଜପାର ପ୍ରଚଣ୍ଡ ବିଜୟ ସତ୍ତ୍ୱେ ଚାନ୍ଦବାଲିରେ ଦଳକୁ ପରାଜୟର ସାମନା କରିବାକୁ ପଡିଛି। ବିଜପିର ଜଣେ ହେଭି ୱେଟ ନେତାଙ୍କୁ ବିଫଳତାର ସ୍ୱାଦ ଚାଖିବାକୁ ପଡିଛି । ଭାଜପା ପ୍ରାର୍ଥୀ ତଥା ରାଜ୍ୟ ସଭାପତି ମନମୋହନ ସାମଲ ବିଜେଡି ପ୍ରାର୍ଥୀ…
ରାଜନୀତି ରାଜ୍ୟ ରାଜ୍ୟ କାର୍ଯ୍ୟାଳୟରେ ଜେପି ନଡ୍ଡାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ May 24, 2024 Nirvay ଆଜି ଭୁବନେଶ୍ୱର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ବିଜେପି ଶୀର୍ଷ ନେତୃତ୍ବଙ୍କୁ ନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି ବୈଠକ କରିଛନ୍ତି। ମିଟିଂରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ପ୍ରଭାରୀ ସୁନୀଲ ବଂଶଲ, ନିର୍ବାଚନ ପ୍ରଭାରୀ…
ରାଜନୀତି ରାଜ୍ୟ ବିଜୟ ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଲେ ମୋଦି May 19, 2024 Nirvay ଆଜି ଓଡ଼ିଶା ପହଞ୍ଚିବା ପରେ ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ବୈଠକରେ ୱାର ରୁମ୍, ପ୍ରଚାର, ବୁଥ୍ ମ୍ୟାନେଜମେଣ୍ଟ ଆଦିର ସମୀକ୍ଷା କରିଛନ୍ତି ମୋଦୀ। ନିର୍ବାଚନ ପରିଚାଳନା…
ରାଜନୀତି ରାଜ୍ୟ ହାରିବା ଭୟରେ ହିଂସାକୁ ଆପଣାଇ ଭୋଟରଙ୍କୁ ଭୟଭୀତ କରୁଛି ବିଜେଡି : ମନମୋହନ ସାମଲ May 17, 2024 Nirvay ନିର୍ବାଚନ ହାରିବା ଭୟରେ ବିଜେଡିର ନେତା ଓ କର୍ମୀମାନେ ଏବେ ରକ୍ତମୁଖା ହୋଇଯାଇଛନ୍ତି । ନିର୍ବାଚନ ଯେତେ ପାଖେଇ ଆସୁଛି ବିଜେଡି ବିଜେପି ନେତା ଓ କର୍ମୀମାନଙ୍କୁ ଆକ୍ରମଣ କରିବା ସହ ଭୋଟରଙ୍କୁ ମଧ୍ୟ ଭୟଭୀତ କରୁଛି ବୋଲି ସାଙ୍ଘାତିକ ଅଭିଯୋଗ…
ରାଜନୀତି ରାଜ୍ୟ ୧୯ ତାରିଖ ସନ୍ଧ୍ୟାରେ ଓଡ଼ିଶା ପହଞ୍ଚିବେ ମୋଦି May 17, 2024 Nirvay ୧୯ ତାରିଖ ସନ୍ଧ୍ୟାରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେହିଦିନ ସନ୍ଧ୍ୟା ୭ଟାରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସମୀକ୍ଷା ବୈଠକ ହେବ । ନିର୍ବାଚନକୁ ନେଇ…
ରାଜନୀତି ରାଜ୍ୟ ବିଜେପିର ପ୍ରଶ୍ନରେ ଘାଇଲା ବିଜେଡି May 13, 2024 Nirvay ବିଜେଡିକୁ ବିଜେପିର ପଞ୍ଚମୁଖୀ ଆକ୍ରମଣ। ବିଜେପି ପକ୍ଷରୁ ଭୁବନେଶ୍ବରର ଏକ ହୋଟେଲରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ସାଂସଦ ପ୍ରତାପ ଷଡ଼ଙ୍ଗୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ମନମୋହନ ସାମଲ ଏକା ସଙ୍ଗେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି।…
ରାଜନୀତି ରାଜ୍ୟ ‘୨୫ ବର୍ଷର ପାପ ପେଡି’ ନାଁରେ ଭାଜପାର ଚାର୍ଜସିଟ୍ : ତାମିଲନାଡୁକୁ କାହିଁକି ଶସ୍ତା ବିଜୁଳି?: ଭୂପେନ୍ଦ୍ର April 24, 2024 Nirvay ନିର୍ଭୟ ମିଡ଼ିଆ : ଭୁବନେଶ୍ୱର, ପ୍ରତିଶ୍ରୁତି ଦେଇ ପ୍ରତାରଣା, ବିକାଶ ନାଁରେ ବିନାଶ, ସେବା ନାଁରେ ଶୋଷଣ । ଆଉ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ସହ ଓଡ଼ିଶାକୁ ଉପେକ୍ଷା ଓ ଧୋକା ଦେଇଛି ବିଜୁ ଜନତା ଦଳ ସରକାର ।…
ରାଜନୀତି ରାଜ୍ୟ ଓଡ଼ିଶା ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା ପାଇଁ କସରତ ଜାରି; ଘୋଷଣା ଶୀଘ୍ର March 28, 2024 Nirvay ଖୁବ୍ ଶୀଘ୍ର ସାମ୍ନାକୁ ଆସିବ ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା। ଏଥିପାଇଁ ବୈଠକ ହୋଇ ଆଲୋଚନା ଚାଲିଛି। ସୂଚନା ଅନୁଯାୟୀ ଦିଲ୍ଲୀରେ ଆଜି ସିଇସିର ବୈଠକ ବସିବା ଅବସରରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପୁଣି ଥରେ ଦିଲ୍ଲୀ ଗସ୍ତରେ…