Tag: Mahanadi

Cuttack Flood Alert: ବଢୁଛି ମହାନଦୀ ଜଳସ୍ତର: କଟକଣା ଜାରି କଲେ ଜିଲ୍ଲାପାଳ

ବଢୁଛି ମହାନଦୀ ଜଳସ୍ତର । ଉପର ଜଳଭଣ୍ଡାରରେ ପ୍ରବଳ ବର୍ଷା ଯୋଗୁଁ ମୁଣ୍ଡଳି ବ୍ୟାରେଜରେ ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ, ଆସନ୍ତାକାଲି ରାତି ସୁଦ୍ଧା ନଦୀ ଏହାର ସର୍ବୋଚ୍ଚ ସ୍ତରକୁ ପହଞ୍ଚିପାରେ ବୋଲି ଜଣାପଡ଼ିଛି । ମହାନଦୀରେ ବନ୍ୟା ଜଳ…

Bhakta Das Targets BJP Govt: ମହାନଦୀ ଜଳକୁ ଛତିଶଗଡକୁ ଦାନକରି ପ୍ରଧାନମନ୍ତ୍ରୀ ଓଡିଶାରେ ପାଳିବେ ଉତ୍ସବ: ଭକ୍ତ

ଦଶନ୍ଧି ଦଶନ୍ଧିର ଛତିଶଗଡ ସହ ଆମ ରାଜ୍ୟ ଓଡ଼ିଶାର ବୃହତ ସ୍ୱାର୍ଥ ସମ୍ବଳିତ ମହାନଦୀ ଜଳବିବାଦ ବିଷୟ ଓ ଏହି ନଦୀର ଜଳକୁ ବେସରକାରୀ କମ୍ପାନୀମାନଙ୍କ ହାତରେ ସମ୍ପୂର୍ଣ ଟେକି ଦେବାକୁ ନେଇ ପିସିସି ଗଣମାଧ୍ୟମ ବିଭାଗ ତରଫରୁ ବିଭାଗୀୟ ଅଧ୍ୟକ୍ଷ…

Mahanadi Water Disputes: ମହାନଦୀ ବିବାଦ ଏବେ ସମାଧାନ ଆଡ଼କୁ ଯାଉଛି: AG ପୀତାମ୍ବର

ବର୍ଷ ବର୍ଷ ଧରି ମହାନଦୀ ଜଳ ବିବାଦ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଦ୍ୱନ୍ଦ୍ୱର ଏକ ପ୍ରମୁଖ ବିନ୍ଦୁ ହୋଇ ରହିଛି। ଏହାରି ମଧ୍ୟରେ ମହାନଦୀ ବିବାଦ ଆଉ ଜଟିଳ ନାହିଁ, ସମାଧାନ ଆଡ଼କୁ ଯାଉଛି ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ…

ମହାନଦୀରେ ଅଘଟଣ; ଗାଧୋଉଥିବା ବେଳେ ଭାସିଗଲେ ୪ ଜଣ ପିଲା

ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ୪ ଜଣ ପିଲା । ୩ ଜଣ ଉଦ୍ଧାର ହୋଇଥିବା ବେଳେ ଜଣେ ନାବାଳିକା ନିଖୋଜ । ବଡ଼ବାପାଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ । ଉଦ୍ଧାର ୩ ଜଣଙ୍କୁ ଚିକିତ୍ସା ପାଇଁ…

ମହାନଦୀ ଅବବାହିକାରେ ହେବ ୭ଟି ବ୍ୟାରେଜ

ମହାନଦୀ ଅବବାହିକାରେ ୭ଟି ବ୍ୟାରେଜ ନିର୍ମାଣ ହେବ । ଏ ନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାୟକ । ସେ କହିଛନ୍ତି ମହାନଦୀ ଅବବାହିକାରେ ୭ଟି ବ୍ୟାରେଜ କରିବାକୁ ମୁଖ୍ୟମନ୍ତ୍ରୀ…

ମହାନଦୀରୁ ୨ଟି ପୂରାତନ ମୂର୍ତ୍ତି ଉଦ୍ଧାର

ମହାନଦୀରୁ ମିଳିଲା ପ୍ରାଚୀନ ମୂର୍ତ୍ତି । ମତ୍ସ୍ୟଜୀବୀଙ୍କ ଜାଲରେ ଲାଗିଲା ଶନିଦେବ ଓ ମହାବୀରଙ୍କ ମୂର୍ତ୍ତି । ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ପଦ୍ମାବତୀ ଗାଁ ପାଖ ମହାନଦୀରୁ ଉଦ୍ଧାର ୪ ଫୁଟର ଶନିଦେବ ଓ ହନୁମାନଙ୍କ ମୂର୍ତ୍ତି ଉଦ୍ଧାର କରିଛନ୍ତି…

ଫୁଲୁଛି ମହାନଦୀ; ୧୦ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସଆରସି

ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳସ୍ତର ବଢୁଛି। ଆଜି ଆଉ ୬ଟି ଗେଟ ଖୋଲିଥିବା ବେଳେ ମୋଟ ୧୪ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି। ମୁଣ୍ଡୁଳିଠାରେ ୫.୭୮ ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ମହାନଦୀ ଫୁଲୁଛି।…

ଛତିଶଗଡ଼ରୁ ଭାସି ଆସି ଓଡ଼ିଶାରେ ଉଦ୍ଧାର ହେଲେ ମହିଳା

ମହାନଦୀରେ ପ୍ରାୟ ୫୦ କିଲୋମିଟର ଭାସି ଆସିଲେ ମହିଳା। ଛତିଶଗଡ଼ ପୁରଥରୁ ମହାନଦୀ ପାଣିରେ ଭାସି ଆସି ସୁରକ୍ଷିତ ଅବସ୍ଥାରେ ଝାରସୁଗୁଡ଼ା ପଲସଦାରୁ ଉଦ୍ଧାର ହେଇଛନ୍ତି। ପଲସଦାଠାରେ ମତ୍ସ୍ୟଜୀବୀମାନଙ୍କ ଦ୍ୱାରା ମହିଳାଙ୍କୁ ଉଦ୍ଧାର କରାଯାଇଛି। ତେବେ ମହିଳା ଜଣଙ୍କ କିଏ ଓ…

ମହାନଦୀ ଜଳ ବିବାଦକୁ ନେଇ ବିଜେଡିର ପ୍ରେସମିଟ୍‌

ମହାନଦୀ ଜଳ ବିବାଦକୁ ନେଇ ଆଜି ବିଜେଡିର ବରିଷ୍ଠ ନେତା ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ମହାନଦୀ ଜଳ ବିବାଦକୁ ନେଇ ରାଜସ୍ୱ ମନ୍ତ୍ରୀଙ୍କ କଡ଼ା ସମାଲୋଚନା ପରେ ଆଜି ସ୍ପଷ୍ଟୀକରଣ ରଖିବା ସହ କାଉଣ୍ଟର କରିଛି ବିଜେଡି। ଦେବୀ ମିଶ୍ର,…

ଖୁବ୍‌ଶୀଘ୍ର ମହାନଦୀ ବିବାଦର ସମାଧାନ: ରାଜସ୍ବ ମନ୍ତ୍ରୀ

ଆଜି ମହାନଦୀ ଜଳ ବିବାଦ ମାମଲାକୁ ନେଇ ମନ୍ତବ୍ୟ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ଖୁବଶିଘ୍ର ମହାନଦୀ ଜଳ ବିବାଦର ସମାଧାନ ହେବ ସମାଧାନ। ପୂର୍ବ ସରକାର କୌଣସି ସମାଧାନ ପାଇଁ ବିଶେଷ ଉଦ୍ୟମ…