ତାଜା ଖବର ରାଜ୍ୟ Banpur Mob Assault Death: ବାଣପୁରରେ ଭିଡ଼ ହିଂସା; ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ପିଟି ପିଟି ହତ୍ୟା ଅଭିଯୋଗ June 30, 2026 Papirani ବାଣପୁରରେ ଭିଡ଼ ହିଂସା । ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରି ମାରି ହତ୍ୟା କରାଯାଇଥିବା ଅଭିଯୋଗ ଏବେ ସାମ୍ନାକୁ ଆସିଛି। ଚୋରି କରୁଥିବା ଅଭିଯୋଗରେ ଖଣତ ଗାଁ ଦାଣ୍ଡରେ ତୋଫାନ ନାୟକ ନାମକ ଯୁବକଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି…
ତାଜା ଖବର ରାଜ୍ୟ Morning School in Khordha district: ଖୋର୍ଦ୍ଧା ଜିଲ୍ଲାରେ ୧୯ରୁ ୨୫ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ୍ ନିର୍ଦ୍ଦେଶ June 18, 2026 Papirani ରାଜ୍ୟର ଅଧିକାଂଶ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାରେ ୧୯ରୁ ୨୫ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ୍ ଖୋଲା ହେବା ନେଇ ନିର୍ଦ୍ଦେଶ ଦିଆଯାଇଛି । ସକାଳ ସାଢ଼େ ୬ରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ…
ତାଜା ଖବର ରାଜ୍ୟ IPS Reshuffle In Odisha: ବଦଳିଲେ ଖୋର୍ଦ୍ଧା ଓ ନୟାଗଡ଼ ଏସ୍ପି May 25, 2026 Papirani ବଦଳିଲେ ଖୋର୍ଦ୍ଧା ଓ ନୟାଗଡ଼ ଏସ୍ପି । ଓଡ଼ିଶା ସରକାର ସୋମବାର ଦୁଇ ଜଣ ଏସ୍ପିଙ୍କ ପୋଷ୍ଟିଂରେ ପରିବର୍ତ୍ତନ କରିଛନ୍ତି ୨୦୧୩ ବ୍ୟାଚ୍ ଆଇପିଏସ୍ ଅଧିକାରୀ ପରମାର ସ୍ମିତ ପୁରୁଷୋତ୍ତମଦାସ ହେଲେ ଖୋର୍ଦ୍ଧା ଏସ୍ପି । ସେହିପରି, ଗଞ୍ଜାମ ଏସ୍ପି ଶୁଭେନ୍ଦୁ…
ତାଜା ଖବର ରାଜ୍ୟ CM Majhi Visits Industrial Units In Khordha: ଖୋର୍ଦ୍ଧାରେ ପ୍ରମୁଖ ଶିଳ୍ପ ସଂସ୍ଥା ପରିଦର୍ଶନ କରି ବ୍ଲୁ-ପ୍ରିଣ୍ଟ ଦେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ May 24, 2026 Papirani ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଖୋର୍ଦ୍ଧା ଜିଲ୍ଲାର ଦୁଇଟି ପ୍ରମୁଖ ଶିଳ୍ପ ସଂସ୍ଥା ପରିଦର୍ଶନ କରିଛନ୍ତି । ଏହି ସମୟରେ ସେ କହିଛନ୍ତି ଓଡ଼ିଶାରେ ଶିଳ୍ପାୟନର ପ୍ରସାର, ସ୍ଥାନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ଅଭିବୃଦ୍ଧିକୁ ତ୍ୱରାନ୍ୱିତ…
ତାଜା ଖବର ରାଜ୍ୟ Sex Racket Busted In Khordha: ଖୋର୍ଦ୍ଧା ବିକାଶ ନଗରରେ ସେକ୍ସ ରାକେଟ ଠାବ February 12, 2026 Papirani ଖୋର୍ଦ୍ଧା ବିକାଶ ନଗରରୁ ସେକ୍ସ ରାକେଟ୍ ଠାବ ହୋଇଛି । ଏକ ଭଡା ଘରେ ଚାଲିଥିବା ସେକ୍ସ ସ୍କାଣ୍ଡାଲର ପର୍ଦ୍ଦାଫାଶ କରିଛି ପୋଲିସ । ଏକ ଭଡ଼ା ଘରେ ଚାଲିଥିଲା ସେକ୍ସ ସ୍କାଣ୍ଡାଲ । କୌଣସି ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚ…
ତାଜା ଖବର ରାଜ୍ୟ Jaundice Outbreak: ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍ ବ୍ୟାପିବା ଘଟଣା: ସ୍କୁଲ ପରିସରର ୨ଟି ସ୍ଥାନର ପାଣି ନମୁନା ପଜିଟିଭ January 8, 2026 Nirvay ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗସ୍ଥିତ ପିଏମ୍ଶ୍ରୀ ସ୍କୁଲ ଜବାହର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍ ବ୍ୟାପିବା ଘଟଣାରେ ଖୋର୍ଦ୍ଧା ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଆଜି ଆସିଛି । ସ୍କୁଲ ପରିସରର ୨ଟି ସ୍ଥାନ – ସ୍କୁଲ ପରିସରରେ ଥିବା ରୋଷେଇ ଘର ଏବଂ…
ତାଜା ଖବର ରାଜ୍ୟ Jaundice Outbreak At Navodaya Vidyalaya: ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍ ବ୍ୟାପିବା ଘଟଣା; ଆସନ୍ତା ୧୪ ପର୍ଯ୍ୟନ୍ତ ପିଲାଙ୍କୁ ଘରକୁ ନେଇଯିବାକୁ ନିର୍ଦ୍ଦେଶ January 7, 2026 Papirani ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗଠାରେ ଥିବା ଜବାହାର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍ ବ୍ୟାପିବା ଘଟଣାରେ ଆଜି ସ୍ଥିତି ପରଖିଛନ୍ତି ନବୋଦୟ ସମିତି କମିଶନର । ଏହା ପରେ ଆସନ୍ତା ୧୪ ପର୍ଯ୍ୟନ୍ତ ପିଲାଙ୍କୁ ଘରକୁ ନେଇଯିବାକୁ ନିର୍ଦ୍ଦେଶ ନିଆଯାଇଛି । ଏନେଇ ନିର୍ଦ୍ଦେଶ…
ରାଜ୍ୟ Khordha Mahotsav 2025: ଖୋର୍ଦ୍ଧା ମହୋତ୍ସବ ୨୦୨୫ରେ ପ୍ରାୟ ୫୧୬ କୋଟି ଟଙ୍କାର ବ୍ୟୟ ବରାଦରେ ୩୯ଟି ପ୍ରକଳ୍ପର ଶୁଭରମ୍ଭ କଲେ ମୁଖ୍ୟମନ୍ତ୍ରୀ December 26, 2025 Papirani ଖୋର୍ଦ୍ଧା ମହୋତ୍ସବ ୨୦୨୫ ଆଜି ଏକ ଉତ୍ସବ କିମ୍ବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଞ୍ଚ ହୋଇ ରହିନି, ଏହା ଆଜି ପାଲଟିଛି ବିକାଶର ମଞ୍ଚ, ଏହା କହି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲାର ବିକାଶ ପାଇଁ ପ୍ରାୟ ୫୧୬ କୋଟି ଟଙ୍କାର…
ରାଜ୍ୟ ଭିଜିଲାନ୍ସ ଜାଲରେ ପୋଲିସ ଏଏସଆଇ ଓ ହୋମ୍ଗାର୍ଡ May 24, 2025 Nirvay ଖୋର୍ଦ୍ଧା ଭିଜିଲାନ୍ସ ଜାଲରେ ବାଙ୍କୋଇ ଫାଣ୍ଡି ଏଏସଆଇ ତୁଷାର ନାୟକ ଓ ହୋମ୍ଗାର୍ଡ ପି.କେ ସୁନ୍ଦରାୟ । କେସ୍ ଡାଏରୀରୁ ନାଁ ହଟାଇବାକୁ ଅଧରାତିରେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଉଭୟ ଧରାପଡ଼ିଥିଲେ । ଉଭୟଙ୍କୁ ଭିଜିଲାନ୍ସ…
ରାଜ୍ୟ ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ଶିଳ୍ପ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ April 3, 2025 Nirvay ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଯାଇ ହଳଦୀପଦାଠାରେ ବିଭିନ୍ନ ଶିଳ୍ପ ପ୍ରକଳ୍ପଗୁଡିକର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଖୋର୍ଦ୍ଧା ଅଞ୍ଚଳର ଦୁଇଟି ସ୍ଥାନରେ ୧୪ ଟି ଶିଳ୍ପପ୍ରକଳ୍ପର…