Tag: Kendrapara

ଅଗଷ୍ଟ ୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ

ପ୍ରକୃତିକୁ ଭଲପାଉଥିବା ଲୋକଙ୍କ ପାଇଁ ଖୁସି ଖବର । ଆସନ୍ତାକାଲିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ଚଳିତବର୍ଷ ଭିତରକନିକା ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କୁ ବିଶେଷ ଭାବେ ଆକୃଷ୍ଟ କରିବ ସ୍କାଏ ୱାକ୍ ବା ୱାକ୍ ୱେ। ଚଳିତବର୍ଷ ମେ’…

ଦୁବାଇରେ ଫସିଥିବା ୮ଜଣ ଓଡ଼ିଆଙ୍କୁ ଫେରାଇ ଆଣିଲେ କେନ୍ଦ୍ରାପଡ଼ା ସାଂସଦ

କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିମାନ ବନ୍ଦରରେ ସମ୍ବର୍ଦ୍ଧନା । ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଦୁବାଇରେ ଫସିଥିବା ୮ ଜଣ ଓଡିଆ ଯୁବକ ଆଜି ନିଜ ଜନ୍ମମାଟିକୁ ଫେରିଛନ୍ତି । ଦୁବାଇରେ ଫସିଥିବା…

କେନ୍ଦ୍ରାପଡ଼ା ଘରୋଇ ସ୍କୁଲର ୭ ଛାତ୍ରଛାତ୍ରୀ ଅସୁସ୍ଥ

କେନ୍ଦ୍ରାପଡ଼ା ସଦର ଥାନା ଉଦୟନଗର ସ୍ଥିତ ଏକ ଘରୋଇ ସ୍କୁଲର ୭ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି। ସଙ୍ଗେ ସଙ୍ଗ ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ମେଡିକାଲରେ ଭର୍ତ୍ତି କରାଯାଇଛି। ସ୍କୁଲରେ ଲାଇଟ୍ ନଥିବାରୁ ଗୁଳଗୁଳିରେ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା କୁହାଯାଇଥିବା ବେଳେ…

ଆଳି ବିଧାନସଭାରୁ ବିଜେଡି ପ୍ରାର୍ଥୀ ପ୍ରତାପ କେଶରୀ ବିଜୟୀ

ରାଜ୍ୟରେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପାଇଁ ଭୋଟ ଗଣତି ଚାଲିଛି। ଏହି ପରିପ୍ରେକ୍ଷୀରେ ଆଳି ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ବିଜୟୀ ହେଇଛନ୍ତି । ଆଳି ବିଧାନସଭାରୁ ବିଜେଡି ପ୍ରାର୍ଥୀ ପ୍ରତାପ କେଶରୀ ଦେବ ୧୯୫୫୪ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି।…

ପ୍ରଚାର ବେଳେ ଲୋକଙ୍କ ପ୍ରଶ୍ନର ଉତ୍ତର ଦେଇନପାରି ଡଙ୍ଗାରେ ଖସି ପଳାଇଲେ ଅତନୁ ସବ୍ୟସାଚୀ

ଶେଷ ନିର୍ବାଚନ ପର୍ଯ୍ୟାୟ ପ୍ରଚାର ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ବିଜେଡି ବିଧାୟକ ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକଙ୍କ ବିରୋଧ କଲେ ଗ୍ରାମବାସୀ । ଅତନୁ ସବ୍ୟସାଚୀ ପ୍ରଚାର ପାଇଁ ଆସିବା ବେଳେ ଲୋକମାନେ ଗରାମାଠିଆ ନେଇ ଗାଁ ମୁଣ୍ଡରେ ଠିଆ…

ପଦ୍ମ ଧରିଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି

ଉତ୍କଳ ଦିବସରେ ବିଜେପିର ନୂଆଦିଲ୍ଲୀ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ପଦ୍ମ ଧରିଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ସେ ୨୦୧୯ ମସିହାରେ ବିଜେପିର ଟାଣୁଆ ନେତା ବୈଜୟନ୍ତ ପଣ୍ଡାଙ୍କ ବିରୁଦ୍ଧରେ ବିଜୟୀ ହୋଇଥିଲେ । ୨ ଦିନ ତଳେ ବିଜେଡି…