ତାଜା ଖବର ରାଜ୍ୟ କୋଭିଡ୍ ନେଇଛି ୫୦ ସାମ୍ବାଦିକଙ୍କ ଜୀବନ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ March 20, 2025 Papirani ଆଜି ବିଧାନସଭା ଗୃହରେ ଉଠିଲା କରୋନାରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପ୍ରସଙ୍ଗ । କୋଭିଡ୍ ସମୟରେ ହୋଇଥିବା ଲକ୍ଡାଉନ୍ ବେଳେ ଘରେ ଭିତରେ ଲୋକେ ବନ୍ଦ ହୋଇ ରହୁଥିବା ବେଳେ ଲୋକଙ୍କ ପାଖରେ ଖବର ପହଞ୍ଚାଇବା ପାଇଁ ବାହାରି ପଡ଼ୁଥିଲେ ସାମ୍ୱାଦିକ…
ତାଜା ଖବର ରାଜ୍ୟ ବିଧାନସଭାରେ ସାମ୍ବାଦିକଙ୍କୁ ମୋବାଇଲ୍ ମନା March 12, 2025 Papirani ବିଧାନସଭା ପ୍ରେସ୍ ଗ୍ୟାଲେରୀରେ ସାମ୍ବାଦିକଙ୍କୁ ମୋବାଇଲ୍ ମନା । ଗତକାଲି ବିଧାନସଭା ଭିତରେ ବିଧାୟକମାନଙ୍କର ମାରପିଟ୍ ଘଟଣାର ଭିଡିଓ ଭାଇରାଲ ହେବା ପରେ ସାମ୍ବାଦିକଙ୍କୁ ମୋବାଇଲ୍ ବାରଣ କରାଯାଇଥିବା ସୂଚନା । ସୂଚନା ଯୋଗ୍ୟ; ସାମ୍ବାଦିକମାନେ ଯେତେବେଳେ ବିଧାନସଭା ପ୍ରଶ୍ନକାଳକୁ ପ୍ରସାରଣ…
ରାଜ୍ୟ ସାନଖେମୁଣ୍ଡି ବ୍ଲକ ଅଫିସକୁ ସାମ୍ବାଦିକଙ୍କୁ ପ୍ରବେଶ ନିଷେଧ January 21, 2025 Nirvay ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟକୁ ସାମ୍ବାଦିକଙ୍କୁ ପ୍ରବେଶ ନିଷେଧ କରାଯାଇଛି । ବ୍ଲକ କାର୍ଯ୍ୟାଳୟରେ ଥିବା ହିସାବ ଅଧିକାରୀଙ୍କ ପ୍ରକୋଷ୍ଠ ସମ୍ମୁଖରେ ବଡ଼ ବଡ଼ ଅକ୍ଷରରେ ସାମ୍ବାଦିକଙ୍କୁ ପ୍ରବେଶ ନିଷେଧ ଲେଖାଯାଇଛି । ପୋଷ୍ଟରରେ ବ୍ଲକ ଉନ୍ନୟନ ଅଧିକାରୀଙ୍କ ସ୍ଵାକ୍ଷର…
ଦେଶ ଛତିଶଗଡ ବିଜାପୁରରେ ସାମ୍ୱାଦିକଙ୍କୁ ନିର୍ମମ ହତ୍ୟା; ରାସ୍ତା ନିର୍ମାଣ ଦୁର୍ନୀତି ଖବର ପ୍ରସାରଣ ନେଇ ହତ୍ୟା ଅଭିଯୋଗ January 4, 2025 Nirvay ଛତିଶଗଡ ବିଜାପୁରରେ ଜଣାଶୁଣା ଏନଡିଟିଭି ସାମ୍ୱାଦିକ ମୁକେଶ ଚନ୍ଦ୍ରାକରଙ୍କୁ ନିର୍ମମ ହତ୍ୟା କରାଯାଇଛି । ଜଣେ ଠିକାଦାରଙ୍କ ପାଇଖାନା ଟାଙ୍କିରୁ ସାମ୍ବାଦିକଙ୍କ ମୃତ ଦେହ ଉଦ୍ଧାର କରିଛି ପୁଲିସ । ଗତ ୧ ତାରିଖରୁ ନିଖୋଜ ଥିଲେ ମୁକେଶ । ତାଙ୍କର…
ରାଜ୍ୟ ସାମ୍ବାଦିକଙ୍କ ଲୋକସେବା ଭବନ ପ୍ରବେଶ ପାଇଁ ନୂଆ ଅଧିସୂଚନା December 31, 2024 Papirani ସାମ୍ବାଦିକଙ୍କ ପାଇଁ ହଟିଲା କଟକଣା । ଲୋକସଭା ଭବନରେ ପ୍ରବେଶ କରିବା ପାଇଁ ସାମ୍ବାଦିକଙ୍କୁ ମିଳିଲା ଅନୁମତି । ସ୍ବୀକୃତି ଓ ଅଣସ୍ବୀକୃତିପ୍ରାପ୍ତ ସାମ୍ବାଦିକଙ୍କୁ ଅନୁମତି ମିଳିଛି । ଏନେଇ ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ…
ତାଜା ଖବର ରାଜ୍ୟ ଘରୋଇ ହସ୍ପିଟାଲରେ ଉତ୍ତେଜନା; ପୋର୍ଟାଲ ସାମ୍ବାଦିକ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହାତାହାତି October 14, 2024 Papirani ଭୁବନେଶ୍ବର ଆଚାର୍ଯ୍ୟବିହାର ଅଞ୍ଚଳରେ ଆପୋଲୋ ହସ୍ପିଟାଲରେ ଉତ୍ତେଜନା । ଜଣେ ଚିକିତ୍ସାଧୀନ ରୋଗୀଙ୍କ ଅତ୍ୟଧିକ ବିଲ୍ ନେଇ ଉତ୍ତେଜନା ଦେଖିବାକୁ ମିଳିଛି । ରୋଗୀଙ୍କ ବିଲ୍ ଅଧିକ ହୋଇଥିବା ଅଭିଯୋଗ କରିଥିଲେ ପରିବାର । ଖବର ପାଇ ଘଟଣା ସ୍ଥଳରେ କିଛି…
ତାଜା ଖବର ରାଜ୍ୟ ସାମ୍ବାଦିକ ଦେବାଶିଷଙ୍କ ଅକାଳ ବିୟୋଗ September 14, 2024 Papirani ସାମ୍ବାଦିକ ଦେବାଶିଷ ରାଉତଙ୍କ ୩୫ବର୍ଷ ବୟସରେ ହୃଦଘାତରେ ଅକାଳ ବିୟୋଗ ଘଟିଛି। ସାମ୍ବାଦିକ ଦେବାଶିଷ ଗତ ୧୪ ବର୍ଷ ଧରି ଦୈନିକ ସମ୍ବାଦପତ୍ର ‘ସୂର୍ଯ୍ୟପ୍ରଭା’ରେ କାର୍ଯ୍ୟ କରି ଆସୁଥିଲେ । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପତ୍ନୀ, ଶିଶୁପୁତ୍ର ଓ କନ୍ୟା…
ତାଜା ଖବର ରାଜ୍ୟ ସାମ୍ୱାଦିକଙ୍କ ପାଇଁ ଆଉ ଏକ ବର୍ଷ ବଢ଼ିଲା ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନା August 29, 2024 Papirani ଓଡ଼ିଶାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ଉଦ୍ଦିଷ୍ଟ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନାକୁ ଆଉ ଏକ ବର୍ଷ ବୃଦ୍ଧି କଲେ ରାଜ୍ୟ ସରକାର । ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଏହାର ସମୟ ସୀମା ଥିବାବେଳେ ଏହାକୁ ରାଜ୍ୟ ସରକାର ଆଉ…
ତାଜା ଖବର ରାଜ୍ୟ ଗୋପବନ୍ଧୁ ସାମ୍ବାଦିକ ସ୍ଵାସ୍ଥ୍ଯ ବୀମା ୨୦ ଲକ୍ଷକୁ ବୃଦ୍ଧି ସହ ବାପା-ମା’ଙ୍କୁ ସାମିଲ ଦାବି August 20, 2024 Nirvay ବିଧାନସଭାରେ ସାମ୍ବାଦିକଙ୍କୁ ସୁରକ୍ଷା ଦେବା ପାଇଁ ଦାବି ଉଠାଇଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ସାମ୍ବାଦିଙ୍କ ପାଇଁ ଉଦ୍ଦିଷ୍ଟ ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ରାଶି ୨୦ ଲକ୍ଷ ଟଙ୍କା କରିବା ସହ ଏଥିରେ ବାପା-ମା’ଙ୍କୁ ସାମିଲ କରିବାକୁ ଦାବି କରିଛନ୍ତି।…
ତାଜା ଖବର ରାଜ୍ୟ ଆରପାରିରେ ବରିଷ୍ଠ ସାମ୍ବାଦିକ ପ୍ରଦୀପ ମହାପାତ୍ର August 2, 2024 Nirvay ଆରପାରିରେ ବରିଷ୍ଠ ସାମ୍ବାଦିକ ପ୍ରଦୀପ ମହାପାତ୍ର (୬୯) । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି । କିଛିଦିନ ତଳେ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପରେ ଭୁବନେଶ୍ୱରର ଏକ ଘରୋଇ…