Tag: JMFC

Woman Attacks Inside Court Premises: କୋର୍ଟ ପରିସରରେ ମହିଳାଙ୍କ ଆକ୍ରମଣ; ଏପିପି ଓ ଜେଏମ୍‌ଏଫ୍‌ସି ଆହତ

ନବରଙ୍ଗପୁର ଜିଲ୍ଲାର ଝରିଗାଁ କୋର୍ଟ ପରିସରରେ ଜଣେ ମହିଳା ଲୁହା ରଡରେ ଆକ୍ରମଣ କରିବାରୁ ଜଣେ ଆସିଷ୍ଟାଣ୍ଟ ପବ୍ଲିକ୍ ପ୍ରସିକ୍ୟୁଟର (ଏପିପି), ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ଫାଷ୍ଟ କ୍ଲାସ୍ (ଜେଏମ୍‌ଏଫ୍‌ସି) ଓ ଜଣେ କୋର୍ଟ କର୍ମଚାରୀ ଆହତ ହୋଇଛନ୍ତି । ଶୁକ୍ରବାର ଅପରାହ୍ନ…