ବ୍ୟବସାୟ Asian Para Games 2026: ଏସୀୟ ପାରା ଗେମ୍ସ: ୪୦୦ ମିଟର ଦୌଡ଼ରେ ରୌପ୍ୟ ଜିତିଲେ ଓଡ଼ିଆ ଝିଅ ଜୟନ୍ତୀ ବେହେରା October 22, 2026 Papirani ଆନ୍ତର୍ଜାତୀୟ କ୍ରୀଡ଼ା ମଞ୍ଚରେ ଆଉ ଏକ ସଫଳତା ସାଉଣ୍ଟିଛନ୍ତି ଓଡ଼ିଶାର ଗୌରବ ପାରା ଆଥଲେଟ୍ ଜୟନ୍ତୀ ବେହେରା। ପ୍ରତିଷ୍ଠିତ ଏସୀୟ ପାରା ଗେମ୍ସର ମହିଳା ୪୦୦ ମିଟର T47 ବର୍ଗରେ ସେ ଚମତ୍କାର ପ୍ରଦର୍ଶନ କରି ରୌପ୍ୟ ପଦକ ହାସଲ କରିଛନ୍ତି।…