Tag: iran

Indian stranded In Iran: ଇରାନରେ ଫସି ରହିଛନ୍ତି ୯୦୦୦ ଭାରତୀୟ: ଏମଇଏ

ଇରାନରେ ଫସି ରହିଛନ୍ତି ଭାରତୀୟ। ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ଗୁରୁବାର ଦିନ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଭାରତ ଅନେକ ଭାରତୀୟ ଛାତ୍ରଙ୍କୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ କରିବାରେ ସାହାଯ୍ୟ କରୁଛି ଏବଂ ଇରାନରେ ଥିବା ଭାରତୀୟଙ୍କ ସୁରକ୍ଷା…

Middle East Tensions: ଦୁବାଇ ଅନ୍ତର୍ଜାତୀୟ ଏୟାରପୋର୍ଟ ନିକଟରେ ପୁଣି ଆକ୍ରମଣ କଲା ଇରାନ୍; ଜଣେ ଭାରତୀୟଙ୍କ ସମେତ ଚାରି ଆହତ

ଦୁବାଇ ଅନ୍ତର୍ଜାତୀୟ ଏୟାରପୋର୍ଟ ନିକଟରେ ପୁଣି ଆକ୍ରମଣ। ବିମାନବନ୍ଦର ନିକଟରେ ୨ଟି ଡ୍ରୋନ୍ ଆଟାକ୍ କଲା ଇରାନ୍। ଯେଉଁଥିରେ ଜଣେ ଭାରତୀୟ ନାଗରିକ ସମେତ ଚାରି ଜଣ ଆହତ ହୋଇଛନ୍ତି । ୨ ବାଂଲାଦେଶୀ ଓ ଜଣେ ଘାନା ନାଗରିକ ମଧ୍ୟ…

Khamenei Killed In US-Israel Strikes: ଇରାନର ସର୍ବୋଚ୍ଚ ନେତା ଖାମେନେଇ ନିହତ, ୪୦ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା

ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଛି ଇରାନ । ଆମେରିକା ଓ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଖାମେନେଇଙ୍କ ମୃତ୍ୟୁ ହୋଇଥିବା ଇରାନର ମିଡିଆ ପକ୍ଷରୁ କୁହାଯାଇଛି । ଇରାନରେ ୪୦ ଦିନିଆ ରାଷ୍ଟ୍ରୀୟ ଶୋକ…

ଇରାନ୍ ଉପରେ ବଡ଼ ଆଟାକ୍; ୩ଟି ପରମାଣୁ ଘାଟି ଉପରେ ବୋମାମାଡ଼ କଲା ଆମେରିକା

ଇରାନର ୩ଟି ପରମାଣୁ ଘାଟି ଉପରେ ବୋମାମାଡ଼ କଲା ଆମେରିକା । ଗତ ୧୩ ତାରିଖରେ ଆରମ୍ଭ ହୋଇଥିବା ଇସ୍ରାଏଲ୍ ଏବଂ ଇରାନ ମଧ୍ୟରେ ଉତ୍ତେଜନାରେ ଆମେରିକା ପ୍ରବେଶ କରିଛି। ଆମେରିକା ଇରାନର ପରମାଣୁ ସ୍ଥାନ ଉପରେ ବୋମା ପକାଇଛି। ଇରାନର…

ହେଲିକପ୍ଟର୍‌ ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ

ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ହେଲିକପ୍ଟର ମୃତ୍ୟୁ ଘଟିଛି । ତାଙ୍କ ସହ ବୈଦେଶିକ ମନ୍ତ୍ରୀ ମଧ୍ୟ ପ୍ରାଣ ହରାଇଥିବା ସୂଚନା ମିଳିଛି। ଉଭୟଙ୍କ ମୃତ୍ୟୁ ହୋଇଥିବା ଏବଂ ହେଲିକପ୍ଟରର ଭଗ୍ନାବଶେଷ ମିଳିଛି ବୋଲି ଇରାନ ଗଣମାଧ୍ୟମ ଦାବି…