ତାଜା ଖବର Petrol, Diesel Shortage: ପେଟ୍ରୋଲ, ଡିଜେଲ ସମସ୍ୟା ନଥିବା କହିଲେ ଆଇଓସିଏଲ ସିଜିଏମ May 7, 2026 Nirvay ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପେଟ୍ରୋଲ ଓ ଡିଜେଲ୍ ଯୋଗାଣକୁ ନେଇ ସାମୟିକ ସମସ୍ୟା ଦେଖାଦେଇଛି । ଜୟପୁର ସହରର ଅନେକ ପେଟ୍ରୋଲ ପମ୍ପରେ ଡିଜେଲ୍ ମିଳୁନଥିବାରୁ ଗାଡ଼ି ଚାଳକମାନେ ଲମ୍ବା ଲାଇନ୍ରେ ଅପେକ୍ଷା କରୁଛନ୍ତି । କିଛି ପମ୍ପରେ ସୀମିତ…