Tag: Indian Railways

Chennai Central Express Derails: ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ; କୌଣସି ଯାତ୍ରୀ ମୃତାହତ ହୋଇନଥିବା ସୂଚନା

ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଟ୍ରେନ୍ । ଯାଜପୁର ଜଖପୁରା ଷ୍ଟେସନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ଟ୍ରାକ୍‌ରୁ ୩ଟି ବଗି ଖସି ପଡ଼ିଛି । ତେବେ ଉଦ୍ଧାର ପାଇଁ ଭଦ୍ରକରୁ ଗୋଟିଏ ଟିମ୍…

IndiGo Crisis: ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବ ରେଲୱେ

ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା ଦେଇଥିବା ସଙ୍କଟକୁ ନେଇ ସୁଗମ ଯାତ୍ରା ସୁନିଶ୍ଚିତ କରିବା ପାଇଁ ଭାରତୀୟ ରେଳବାଇ (Indian Railways) ୩୭ଟି ଟ୍ରେନ୍‌ ଦ୍ୱାରା ଅତିରିକ୍ତ ୧୧୪ ଟ୍ରିପ୍ କରିବାକୁ ଯୋଜନା କରିଛି । ରେଳବାଇ ୩୭ଟି ଟ୍ରେନରେ…

କଟକ-ନିର୍ଗୁଣ୍ଡି ରେଲୱେ ଫ୍ଲାଏଓଭର ଓ ଚତୁର୍ଥ ରେଲୱେ ଲାଇନ୍‌କୁ ରେଳ ମନ୍ତ୍ରଣାଳୟର ମଞ୍ଜୁରୀ

୮୦୨.୯ କୋଟି ମୂଲ୍ୟରେ ୧୫.୯୯ କିଲୋମିଟର ବିଶିଷ୍ଟ କଟକ-ନିର୍ଗୁଣ୍ଡି ଚତୁର୍ଥ ରେଳ ଲାଇନ ଏବଂ ନିର୍ଗୁଣ୍ଡି ଠାରେ ଏକ ରେଳ ଫ୍ଲାଏଓଭରକୁ ରେଳ ମନ୍ତ୍ରାଳୟ ପକ୍ଷରୁ ମଞ୍ଜୁରୀ ମିଳିଛି । ଏ ନେଇ ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଆଜି ଘୋଷଣା କରିଛନ୍ତି…

ଜୁଲାଇ ୧ ତାରିଖରୁ ମହଙ୍ଗା ହେବ ଟ୍ରେନ୍ ଯାତ୍ରା

ରେଳଯାତ୍ରୀଙ୍କ ପାଇଁ ବଡ଼ ଖବର । ଭାରତୀୟ ରେଳବାଇ, ଆସନ୍ତା ଜୁଲାଇ ୧ ତାରିଖରୁ ଯାତ୍ରୀବାହୀ ଟ୍ରେନ ଭଡା ସାମାନ୍ୟ ବୃଦ୍ଧି କରିବାକୁ ଯାଉଛି । ଦୂର ଯାତ୍ରା କରୁଥିବା ଯାତ୍ରୀଙ୍କ କ୍ଲାସ୍‌ ଓ ଦୂରତା ଅନୁଯାୟୀ ଭଡ଼ା ବୃଦ୍ଧି କରାଯିବ…

ପରିବର୍ତ୍ତନ ହେଲା ପୁରୀ-ରାଉରକେଲା ବନ୍ଦେ ଭାରତ ସାପ୍ତାହିକ ବନ୍ଦ ଦିବସ

ପରିବର୍ତ୍ତନ ହେଲା ବନ୍ଦେ ଭାରତର ବନ୍ଦ ରହିବା ସାପ୍ତାହିକ ବନ୍ଦ ଦିବସ । ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ଏଣିକି ଶନିବାର ବଦଳରେ ମଙ୍ଗଳବାର ବନ୍ଦ ରହିବ । ଆସନ୍ତା ୭ ତାରିଖ ଶନିବାର ଠାରୁ ପ୍ରତି ଶନିବାର ପୁରୀ-ରାଉରକେଲା-ପୁରୀ ବନ୍ଦେ…

ଓଡ଼ିଶାର ସବୁଠାରୁ ଲମ୍ବା ରେଳ ସୁଡ଼ଙ୍ଗର ସଫଳ ବ୍ରେକଥ୍ରୁ

ଓଡିଶାର ରେଳ ଲାଇନରେ ଯୋଡି ହେଲା ଏକ ନୁଆ ଫର୍ଦ୍ଦ । ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା-ବଲାଙ୍ଗୀର ନୂତନ ରେଳ ଲାଇନ୍ ପ୍ରକଳ୍ପ ଅନ୍ତର୍ଗତ ଓଡ଼ିଶାର ସବୁଠାରୁ ଲମ୍ବା ରେଳ ସୁଡ଼ଙ୍ଗ, ୪,୧୮୫ ମିଟର ଦୈର୍ଘ୍ୟ ବିଶିଷ୍ଟ ଟନେଲ୍ T-4 ର ଆଜି…

ପୁରୀ-କୋଣାର୍କ ରେଳପଥ ନିର୍ମାଣ ପାଇଁ ଚାଲିଛି ଜମି ଅଧିଗ୍ରହଣ; ଖୁବଶୀଘ୍ର ସରିବ ପୁରୀ ରେଳଷ୍ଟେସନ କାର୍ଯ୍ୟ: ରେଳମନ୍ତ୍ରୀ

ପୁରୀ ଗସ୍ତରେ ଯାଇ, ପୁରୀ ରେଳ ଷ୍ଟେସନ ପୁନଃନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସମୀକ୍ଷା କରି ଅବଶିଷ୍ଟ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ପୁରୀରୁ କୋଣାର୍କ ମଧ୍ୟରେ ନୂତନ ରେଳପଥ ସଂଯୋଗ…

ଅମୃତ ଷ୍ଟେସନ ଯୋଜନା ଅଧୀନରେ ଓଡ଼ିଶାର ପ୍ରମୁଖ ଷ୍ଟେସନର ହେବ ନବୀକରଣ

କେନ୍ଦ୍ରୀୟ ଓଡ଼ିଶାରେ ରେଳ ଭିତ୍ତିଭୂମିକୁ ଆଧୁନିକୀକରଣ କରିବା ପାଇଁ ଏକ ପରିବର୍ତ୍ତନଶୀଳ ପଦକ୍ଷେପ ସ୍ୱରୂପ, ଭାରତୀୟ ରେଳବାଇ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ପ୍ରମୁଖ ଷ୍ଟେସନଗୁଡ଼ିକର ଏକ ବ୍ୟାପକ ପୁନଃବିକାଶ ଆରମ୍ଭ କରିଛି । ଲକ୍ଷ ଲକ୍ଷ ଲୋକଙ୍କ ଯାତ୍ରା…

ମଞ୍ଚେଶ୍ୱର ରେଳ ଷ୍ଟେସନରେ ଅଟକିବ ତିନୋଟି ପ୍ରମୁଖ ଟ୍ରେନ୍

ମଞ୍ଚେଶ୍ୱର ରେଳ ଷ୍ଟେସନରେ ତିନୋଟି ପ୍ରମୁଖ ଟ୍ରେନ୍ ଅଟକିବା ପାଇଁ ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱରବାସୀ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଅନୁରୋଧ କରି ଆସୁଥିଲେ । ଭାରତୀୟ ରେଳବାଇ ଅପରାଜିତା ଷଡ଼ଙ୍ଗୀଙ୍କ ଅନୁରୋଧକୁ ଆଜି ଗ୍ରହଣ କରିଛି । କୋଣାର୍କ ଏକ୍ସପ୍ରେସ୍, ବିଶାଖା…

ମହାକୁମ୍ଭ ୨୦୨୫: ୪୨ ଦିନରେ ୧୫,୦୦୦ ରୁ ଅଧିକ ଟ୍ରେନ୍ ପରିଚାଳନା କରି ରେକର୍ଡ କଲା ଭାରତୀୟ ରେଳ

ମାତ୍ର ୪୨ ଦିନରେ ୧୫,୦୦୦ ରୁ ଅଧିକ ଟ୍ରେନ୍ ପରିଚାଳନା କରି ଭାରତୀୟ ରେଳବାଇ ଚଳିତ ମହାକୁମ୍ଭ ୨୦୨୫ ରେ ଏକ ଉଲ୍ଲେଖନୀୟ ରେକର୍ଡ ସୃଷ୍ଟି କରିଛି ଯାହା ପ୍ରାରମ୍ଭିକ ଲକ୍ଷ୍ୟ ୧୩,୫୦୦ ଟ୍ରେନ୍ ଅପେକ୍ଷା ବହୁତ ଅଧିକ । ଏହି…