Tag: Indian Air force

Su-30MKI Fighter Jet Crash: ସୁଖୋଇ-୩୦MKI ବିମାନ ଦୁର୍ଘଟଣାଗ୍ରସ୍ତ, ବାୟୁସେନାର ୨ ଯୋଦ୍ଧା ଶହୀଦ

ଆସାମରେ ଏକ ତାଲିମ ମିଶନ ସମୟରେ ସୁଖୋଇ-30MKI ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଦୁଇ ଜଣ ପାଇଲଟ୍ ଶହୀଦ ହୋଇଥିବା ଭାରତୀୟ ବାୟୁସେନା (IAF) ପକ୍ଷରୁ ଶୁକ୍ରବାର ନିଶ୍ଚିତ କରାଯାଇଛି । ଶହୀଦ ହୋଇଥିବା ଦୁଇ ପାଇଲଟ୍…

India 114 Rafale deal: ଆଉ ୧୧୪ ରାଫେଲ୍‌ କିଣିବ ଭାରତ !

ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି । ଭାରତ ଆଉ ୧୧୪ ରାଫେଲ କିଣିବା ନେଇ ହେବ ବଡ଼ ପ୍ରତିରକ୍ଷା ଚୁକ୍ତି । ୩.୨୫ ଲକ୍ଷ କୋଟି ଟଙ୍କା ବ୍ୟୟରେ କିଣାଯିବ ରାଫେଲ୍‌ । ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଦିଲ୍ଲୀ ଗସ୍ତ ପୂର୍ବରୁ ସ୍ବାକ୍ଷରିତ…

IAF Pilot Namansh Syal: ୱିଙ୍ଗ କମାଣ୍ଡର ନମାଂଶ ସିଆଲଙ୍କୁ ଭାରତୀୟ ବାୟୁସେନାର ପୂର୍ଣ୍ଣ ସାମରିକ ସମ୍ମାନ ପ୍ରଦାନ

ଭାରତୀୟ ବାୟୁସେନାର ଏୟାରକ୍ରାଫ୍ଟ ପାଇଲଟ ନମାଂଶ ସିୟାଲଙ୍କ ପାର୍ଥିବ ଶରୀର କୋଏମ୍ବାଟୁରର ସୁଲୁର ଏୟାରବେସରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି । ଶୁକ୍ରବାର ଦିନ ପ୍ରତିଷ୍ଠିତ ଦୁବାଇ ଏୟାର ଶୋ’ରେ ପ୍ରଦର୍ଶନ ସମୟରେ ଭାରତୀୟ ବାୟୁସେନାର…

କାଲି ଭାରତ-ପାକିସ୍ତାନ ସୀମାରେ ସମରାଭ୍ୟାସ କରିବ ବାୟୁସେନା

ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୀମାରେ ଲାଗି ରହିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଭାରତ ମେ ୭ ଏବଂ ୮ ତାରିଖରେ ଭାରତ-ପାକିସ୍ତାନ ସୀମା ନିକଟରେ ଏକ ବଡ଼ ସମରାଭ୍ୟାସ କରିବାକୁ ଯାଉଛି । ଏହି ଅଭ୍ୟାସରେ ଭାରତୀୟ ବାୟୁସେନା ରାଜସ୍ଥାନ…

ବଢ଼ିବ ବାୟୁସେନାର ଶକ୍ତି, ଦେଶର ବଡ଼ ପ୍ରତିରକ୍ଷା ଡିଲ୍‌କୁ ଅନୁମୋଦନ

ଆହୁରି ଶକ୍ତିଶାଳୀ ହେବ ବାୟୁସେନା । ଦେଶର ବଡ଼ ପ୍ରତିରକ୍ଷା ଡିଲ୍‌କୁ ଅନୁମୋଦନ । ହିନ୍ଦୁସ୍ତାନ ଏରୋନୋଟିକାଲ ଲିମିଟେଡ (HAL) ଠାରୁ ଭାରତୀୟ ସେନା ଏବଂ ବାୟୁସେନା ପାଇଁ ୧୫୬ଟି ମେଡ୍ ଇନ୍ ଇଣ୍ଡିଆ ହାଲୁକା ଯୁଦ୍ଧ ହେଲିକପ୍ଟର ‘ପ୍ରଚଣ୍ଡ’ ହେଲିକପ୍ଟର…

ୱାୟନାଡରେ ଭାରତୀୟ ବାୟୁସେନା ଦ୍ବାରା ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି

କେରଳର ୱାୟନାଡ ଠାରେ ହୋଇଥିବା ପ୍ରଳୟଙ୍କରୀ ଭୂସ୍ଖଳନକୁ ଦୃଷ୍ଟିରେ ରଖ୍ ଭାରତୀୟ ବାୟୁସେନା (ଆଇଏଏଫ) ପ୍ରଥମ ସହାୟକ ଭାବରେ ଏନଡିଆରଏଫ ଏବଂ ରାଜ୍ୟ ପ୍ରଶାସନ ଭଳି ଅନ୍ୟାନ୍ୟ ଏଜେନ୍ସି ସହ ସମନ୍ୱୟ ରକ୍ଷା କରି ଜୁଲାଇ ୨୪ ସକାଳୁ ଉଦ୍ଧାର ଏବଂ…