Tag: India Pakistan War

Trump On India-Pakistan War: ଭାରତ ସହ ଯୁଦ୍ଧ ରୋକିବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିବା କହିଲେ ଟ୍ରମ୍ପ

ଅପରେସନ ସିନ୍ଦୂରକୁ ନେଇ ଟ୍ରମ୍ପଙ୍କ ବଡ଼ ଦାବି । ଆମେରିକା ସଂସଦରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ବୋଧନ ଦେଇ କହିଛନ୍ତି ଯେ, ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂଘର୍ଷ ରୋକିବାରେ ସଫଳ ହୋଇଛନ୍ତି । ପାକିସ୍ତାନର ପ୍ରଧାନମନ୍ତ୍ରୀ ସାହବାଜ ସରିଫ…

ଅସ୍ତ୍ରବିରତି ପାଇଁ ରାଜି ହେଲେ ଭାରତ ଓ ପାକିସ୍ତାନ

ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପାଇଁ ଉଭୟ ଦେଶ ସହମତି ପ୍ରକାଶ କରିଛନ୍ତି ବୋଲି ବୈଦେଶିକ ବ୍ୟାପର ସଚିବ ବିକ୍ରମ ମିଶ୍ରୀ ସୂଚନା ଦେଇଛନ୍ତି । ଆଜି ସନ୍ଧ୍ୟା ୫ଟାରୁ ଅସ୍ତ୍ରବିରତି ପାଇଁ ଭାରତ ସହମତି ପ୍ରକାଶ କରିଛି ।…

ସକାଳୁ ପାକିସ୍ତାନର ମିଶାଇଲ ଆକ୍ରମଣ; ୨ଟି ପାକିସ୍ତାନୀ ଜେଟ ଖସାଇଲା ଭାରତ

ପାକ୍‌ ପକ୍ଷରୁ ହେଉଥିବା ଆକ୍ରମଣକୁ ଉଚିତ୍‌ ଜବାବ ଦେଉଛି ଭାରତୀୟ ସଶସ୍ତ୍ର ବଳ । ଶୁକ୍ରବାର ମଧ୍ୟରାତ୍ରିରେ ଭାରତର ପାକିସ୍ତାନ ଏୟାରବେସ୍ ଉପରେ ଆକ୍ରମଣ ପରେ ଆଜି ସକାଳୁ ସକାଳୁ ପାକିସ୍ତାନ ଭାରତ ଉପରେ ମିସାଇଲ୍ ମାଡ଼ କରିଥିଲା, ଯାହାକୁ ଭାରତୀୟ…

ମଧ୍ୟରାତ୍ରିରେ ପାକିସ୍ତାନର ୩ଟି ଏୟାରବେସ୍ ଧ୍ୱଂସ କଲା ଭାରତ

ଅପରେସନ୍‌ ସିନ୍ଦୂର ପରେ ଭାରତ ଏବଂ ପାକିସ୍ତାନ ସୀମାରେ ଚାଲିଛି ଘମାଘଟ୍‌ ଲଢ଼େଇ । ପାକ୍‌ ସେନାକୁ କଡା ଜବାବ ଦେଉଛି ଭାରତୀୟ ସେନା । ମଧ୍ୟରାତ୍ରିରେ ପାକିସ୍ତାନରେ ବଡ଼ ଧରଣର ଆକ୍ରମଣ କରି ୩ଟି ଏୟାରବେସ୍ ଧ୍ୱଂସ କରିଛି ଭାରତ…

ଜମ୍ମୁ କାଶ୍ମୀରରେ ପୁଣି ଡ୍ରୋନ ଆକ୍ରମଣ କଲା ପାକିସ୍ତାନ, ଜବାବ ଦେଲା ଭାରତୀୟ ସେନା

ଗତକାଲି ଭଳି ଆଜି ବି ସିଭିଲ୍ ଏୟାରଲାଇନ୍‌କୁ ଢାଲ ଭାବେ ବ୍ୟବହାର କରୁଛି ପାକିସ୍ତାନ । ସିଭିଲ୍ ଏୟାରସ୍ପେଶ୍ ବନ୍ଦ ନ କରି ଡ୍ରୋନ୍‌ ଆଟାକ୍‌ କରୁଛି ପାକ୍‌ । ଜମ୍ମୁ କାଶ୍ମୀର, ପଠାନକୋଟ, ସାମ୍ବା ଏୟାରବେସ୍‌ ପାଖରେ ବାଜିଛି ସାଇରନ୍…

ଭାରତ-ପାକିସ୍ତାନ ଉତ୍ତେଜନା: ମେ ୧୫ ଯାଏଁ ୨୪ଟି ଏୟାରପୋର୍ଟ ବନ୍ଦ

ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟରେ, ଦେଶର ୨୪ଟି ବିମାନବନ୍ଦରକୁ ମେ ୧୫ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଆସନ୍ତା ମେ ୧୫ ତାରିଖ ସକାଳ ସାଢେ ୫ଟା ଯାଏଁ ବନ୍ଦ ରହିବାକୁ ଥିବା ବିମାନ ବନ୍ଦର…

ଯୁଦ୍ଧ ସ୍ଥିତିକୁ ନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ଼ ବୈଠକ

ସୁରକ୍ଷାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବଡ଼ ବୈଠକ । ଭାରତ ଦ୍ୱାରା ଆତଙ୍କବାଦୀଙ୍କ ବିରୁଦ୍ଧରେ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ ବିଚଳିତ ହୋଇପଡ଼ିଛି। ଏହି କାରଣରୁ ପାକିସ୍ତାନ କ୍ରମାଗତ ଭାବେ ଡ୍ରୋନ୍ ଏବଂ ମିସାଇଲ୍ ସାହାଯ୍ୟରେ ଭାରତ ଉପରେ…

ରାଜସ୍ଥାନରେ ପାକିସ୍ତାନୀ ପାଇଲଟ୍ ଧରାପଡ଼ିଥିବା ସୂଚନା

ରାଜସ୍ଥାନର ଜୈସଲମେରରେ ପାକିସ୍ତାନୀ ପାଇଲଟଙ୍କୁ ଭାରତୀୟ ସେନା ଜୀବନ୍ତ ଧରିଛି ବୋଲି ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି । ପାକିସ୍ତାନର ଆକ୍ରମଣ ଉଦ୍ୟମ ବିଫଳ ହୋଇଛି । ଫୈଜଲାବାଦ ଏବଂ ସରଗୋଧାରେ ଏୟାର ଡିଫେନ୍ସ ସିଷ୍ଟମ ନଷ୍ଟ ହୋଇଛି ତେବେ ଭାରତୀୟ ସେନାର…

ଜମ୍ମୁରେ ପାକିସ୍ତାନର ଆକ୍ରମଣ; ପଞ୍ଜାବ ଓ ରାଜସ୍ଥାନରେ ମଧ୍ୟ ଡ୍ରୋନ୍ ଆକ୍ରମଣ

ଭାରତ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିବାର ଗୋଟିଏ ଦିନ ପରେ, ଗୁରୁବାର ରାତି ପ୍ରାୟ ସାଢ଼େ ୮ଟା ସମୟରେ ପାକିସ୍ତାନ ଜମ୍ମୁକୁ ଟାର୍ଗେଟ କରି ଡ୍ରୋନ୍ ଆକ୍ରମଣ କରିଛି । କେବଳ ଜମ୍ମୁ…