Tag: IAS

ଆଇଏଏସସ୍ତରରେ ବଡ଼ଧରଣର ଅଦଳବଦଳ

ଆଇଏଏସସ୍ତରରେ ବଡ଼ଧରଣର ଅଦଳବଦଳ ହୋଇଛି। ୧୯ ଜିଲ୍ଲାରେ ନୂଆ ଜିଲ୍ଲାପାଳ ନିଯୁକ୍ତ ହୋଇଛନ୍ତି । ବିଜୟ କୁମାର ଦାଶ ଗଜପତି, ସ୍ମୃତିରଞ୍ଜନ ପ୍ରଧାନ କେନ୍ଦ୍ରାପଡ଼ା, ପାରୁଲ ପଟୱାରି ରାୟଗଡ଼ା, ଅମୃତ ଋତୁରାଜ କନ୍ଧମାଳ, ସିଦ୍ଧେଶ୍ବର ବଳିରାମ ବୋନ୍ଦର ସମ୍ବଲପୁର, ହେମକାନ୍ତ ସାଏ…

ଆଇଏଏସ ଶାଶ୍ୱତ ମିଶ୍ର ଅର୍ଥ ବିଭାଗର ପ୍ରମୁଖ ସଚିବ

ଆଇଏଏସ ଶାଶ୍ୱତ ମିଶ୍ରଙ୍କୁ ନୂଆ ଦାୟିତ୍ୱ ମିଳିଛି । ଶ୍ରୀ ମିଶ୍ର ଅର୍ଥ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଛନ୍ତି । OSSSC ଅଧ୍ୟକ୍ଷ ଭାବେ ମଧ୍ୟ ତାଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ଏଥିସହ ଆଇଏଏସ ଏନ୍‌.ବି.ଏସ୍‌ ରାଜପୁତ…

ଟ୍ରେନିଂରୁ ବାତିଲ ହେଲେ ଆଇଏଏସ୍ ଅଧିକାରୀ ପୂଜା ଖେଡକର

ମହାରାଷ୍ଟ୍ର କ୍ୟାଡର ଟ୍ରେନିଂ ଆଇଏଏସ୍ ପୂଜା ଖେଡକରଙ୍କ ଉପରେ ବଡ଼ ଆକ୍ସନ। ବିବାଦରେ ଛନ୍ଦି ହେବା ପରେ ପୂଜା ଖେଡକରଙ୍କ ଟ୍ରେନିଂ କାର୍ଯ୍ୟକ୍ରମକୁ ବାତିଲ କରିଦେଇଛି ଉତ୍ତରାଖଣ୍ଡ ମସୁରି ସ୍ଥିତ ଲାଲ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଆଡମିନିଷ୍ଟ୍ରେସନ ଏକାଡେମୀ। ପ୍ରଶାସନିକ ସେବା…

ବଢ଼ିଲା ଟ୍ରେନି ଆଇଏଏସ ଅଧିକାରୀ ପୂଜା ଖେଡ଼କରଙ୍କ ଅଡୁଆ

ବଢ଼ିଲା ଟ୍ରେନି ଆଇଏଏସ ଅଧିକାରୀ ପୂଜା ଖେଡ଼କରଙ୍କ ଅଡୁଆ । ଦିନକୁ ଦିନ ବଢିବାରେ ଲାଗିଛି ମହାରାଷ୍ଟ୍ରର ଚର୍ଚ୍ଚିତ ଟ୍ରେନି ଆଇଏଏସ ଅଫିସର ପୂଜା ଖେଡ଼କରଙ୍କ ମୁସ୍କିଲ । ବିବାଦ ତାଙ୍କ ପିଛା ଛାଡ଼ିବାର ନାଁ ନେଉନି । ପୂଜା ଖେଡ଼କର…

ଆଇଏଏସ୍‌ସ୍ତରରେ ଅଦଳବଦଳ: ହଟିଲେ ମାଥିଭାଥାନନ୍ ଓ ଭିନିଲ କ୍ରିଷ୍ଣା

ରାଜ୍ୟରେ ପ୍ରଥମ କରି ସରକାର କରିଥିବା ବିଜେପି ଆଜି ଆଇଏଏସସ୍ତରରେ ବଡ଼ଧରଣର ଅଦଳବଦଳ କରିଛି। ବିଜେଡି ସରକାରର ଦୁଇ ପ୍ରଭାବଶାଳୀ ଅଧିକାରୀଙ୍କୁ ଗୁରୁତ୍ବହୀନ ପଦବୀକୁ ବଦଳି କରିଛନ୍ତି। ନବୀନ ପଟ୍ଟନାୟକଙ୍କ ସମୟରେ ଗ୍ଲେହାପୁଅ ସାଜିଥିବା ଆଇଏଏସ୍ ଜି.ମାଥିଭାଥାନନ୍‌ ଓ ଆର.ଭିନିଲ କ୍ରିଷ୍ଣାଙ୍କୁ…

ଓଡ଼ିଶା ଫେରିବେ IAS ମନୋଜ ଆହୁଜା

କେନ୍ଦ୍ର ଡେପୁଟେସନରେ ଥିଲେ IAS ମନୋଜ ଆହୁଜା। ଏବେ ସେ ଓଡ଼ିଶା ଫେରିବେ। କେନ୍ଦ୍ର କୃଷି ବିଭାଗରେ ଥିଲେ ମନୋଜ ଆହୁଜା। ରାଜ୍ୟ ସରକାରଙ୍କ ଅନୁରୋଧକୁ ମଞ୍ଜୁର କରିଛି କେନ୍ଦ୍ର। ବରିଷ୍ଠ IAS ମନୋଜ ଆହୁଜା ୧୯୯୦ ବ୍ୟାଚ୍‌ର।