Tag: Hospital

Odisha Doctors Protest: ତେଜିଲା ଡାକ୍ତରଙ୍କ ଆନ୍ଦୋଳନ; ୨ ଘଣ୍ଟିଆ ଓପିଡି ବନ୍ଦ

ଦାବି ପୂରଣ ନ ହେବାରୁ ତେଜିଲା ଡାକ୍ତରଙ୍କ ଆନ୍ଦୋଳନ । ଯାହା ଫଳରେ ସାରା ରାଜ୍ୟରେ ବାହ୍ୟ ରୋଗୀ ସେବାରେ ଆହୁରି ବାଧା ଉପୁଜିଛି। ଓମ୍‌ସା ପକ୍ଷରୁ ବିଭିନ୍ନ ହସ୍ପିଟାଲରେ ୨ ଘଣ୍ଟିଆ ଓପିଡି ବନ୍ଦ । ଆଜିଠୁ ୯ଟାରୁ ୧୧ଟା…

Delhi Blast: ଦିଲ୍ଲୀ ବିସ୍ଫୋରଣ ଘଟଣା: ଆହତଙ୍କୁ ହସ୍ପିଟାଲ୍‌ରେ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି

ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୁଟାନରୁ ଫେରି ସିଧା ହସ୍ପିଟାଲ୍‌ ଯାଇ ଭେଟିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି ପୀଡ଼ିତଙ୍କ ସହିତ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହିତ ସେମାନଙ୍କ ଆଶୁ ଆରୋଗ୍ୟ କାମନା…

ହସ୍ପିଟାଲ୍ ଲିଫ୍ଟରେ ଚାପି ହୋଇ ମହିଳାଙ୍କ ମୃତ୍ୟୁ

ଭଦ୍ରକ ଜିଲ୍ଲା ହସ୍ପିଟାଲରେ ଘଟିଛି ଅଭାବନୀୟ ଘଟଣା । ହସ୍ପିଟାଲରେ ଥିବା ଲିଫ୍ଟରେ ଚାପି ହୋଇ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଏ ଘଟଣା ପରେ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ…

ବୁର୍ଲା ଭୀମସାରରେ ଚିକିତ୍ସା ଅବ୍ୟବସ୍ଥା; ମୋବାଇଲ ଟର୍ଚ୍ଚ ଲଗାଇ ରୋଗୀଙ୍କୁ ଦିଆଗଲା କେମୋ

ସାମ୍ନାକୁ ଆସିଲା ବୁର୍ଲା ଭୀମସାରରେ ଚିକିତ୍ସା ଅବ୍ୟବସ୍ଥାର ଏକ କରୁଣ ଚିତ୍ର । ମୋବାଇଲ ଲାଇଟ୍ ଲଗାଇ କ୍ୟାନ୍ସର ରୋଗୀଙ୍କୁ ଦିଆଗଲା କେମୋ । ଯାହାର ଭିଡିଓ ଭାଇରାଲ ହେବାକୁ ଲାଗିଛି ।ଏଭଳି ଅଭାବନୀୟ ଦୃଶ୍ୟ ସମ୍ବଲପୁର ବୁର୍ଲା ଭୀମସାର କର୍କଟ…

ହସ୍ପିଟାଲରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ: ସ୍ବାସ୍ଥ୍ୟାବସ୍ଥା ବୁଝିବା ପାଇଁ ପହଞ୍ଚିଲେ ନବୀନ ପଟ୍ଟନାୟକ

‏ପୂର୍ବତନ ମନ୍ତ୍ରୀ ତଥା ବରଗଡ଼ ଜିଲା ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସୁଶାନ୍ତ ସିଂ ଅସୁସ୍ଥ । ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାର…

୪ ମାସ ମଧ୍ୟରେ ରାଜ୍ୟର ସମସ୍ତ ହସ୍ପିଟାଲର ଅଗ୍ନି ନିରାପତ୍ତା ଅଡିଟ୍ ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ରାଜ୍ୟରେ ମାଳମାଳ ଖୋଲିଛି ସରକାରୀ ଓ ବେସରକାରୀ ନସିଂ ହୋମ । ଏଭଳି ଅନେକ ପ୍ରଶ୍ନ ଭିତରେ ଚାଳିରେ ଲାଗୁଛି ଲୋକଙ୍କ ଜୀବନ । କଟକରେ ଛତୁ ସଟିଲା ଭଳି ନର୍ବି ହୋମ 1 ଓ ହସ୍ପିଟାଲ । କାହା ପାଖରେ…

ତାମିଲନାଡୁର ଏକ ଘରୋଇ ଡାକ୍ତରଖାନାରେ ଅଗ୍ନିକାଣ୍ଡ; ୭ ମୃତ, ୨୯ ଆହତ

ତାମିଲନାଡୁର ଡିଣ୍ଡିଗୁଲରେ ଥିବା ଏକ ଘରୋଇ ହସ୍ପପିଟାଲରେ ଭୟାଭୟ ଅଗ୍ନିକାଣ୍ଡ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ଅଗ୍ନିଶମ ବାହିନୀ । ଏହି ଭୟାବହ ଅଗ୍ନିକାଣ୍ଡ ଘଟି ୭ ଜଣଙ୍କ ମୃତ୍ୟୁ…

ମୁଖ୍ୟ ଡାକ୍ତରଖାନା ସମ୍ମୁଖରେ ସ୍ଥାପନ ହେବ ମଦଦୋକାନ !

ଡାକ୍ତରଖାନା ସମ୍ମୁଖକୁ ସ୍ଥାନାନ୍ତର ହେବାକୁ ଯାଉଛି ମଦଦୋକାନ । ଏହି ଭଳି ଅଭାବନୀୟ ଘଟଣାର ଦେଖିବାକୁ ମିଳିଛି ସୁନ୍ଦରଗଡ଼ ସହରରେ । ଏଠାରେ ଓଡ଼ିଶା ଅବକାରୀ ଆଇନ ନିୟମକୁ ଖୁଲମ୍ ଖୋଲା ହେଉଛି ଅଣଦେଖା । ମନ୍ଦିର ପାର୍ଶ୍ଵରୁ ମଦ ଦୋକାନ…

ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା: ଅଗ୍ନି ନିରାପତ୍ତା ପ୍ରୋଟୋକଲ ପାଇଁ ସବୁ ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରଶିକ୍ଷଣ ଦେବାକୁ ନିର୍ଦ୍ଦେଶ

ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣାକୁ ନେଇ ହସ୍ପିଟାଲର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମୁଖ୍ୟ ସଚିବଙ୍କୁ କେନ୍ଦ୍ରର ଚିଠି । ଚିଠି ଲେଖିଲେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ପିଏସ ଶ୍ରୀବାସ୍ତବ । ଘଟଣାକୁ…

ବରିଷ୍ଠ ବିଜେପି ନେତା ସମୀର ଦେ ଅସୁସ୍ଥ; ମେଡ଼ିକାଲରେ ଭେଟିଲେ ମୁଖ୍ୟମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀ

ମେଡ଼ିକାଲରେ ଚିକିତ୍ସାଧୀନ ଥିବା ବିଜେପି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ । ଶୁକ୍ରବାର କଟକ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଦେଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…