Tag: high court

Sourin Bhatt Harassment Case: କଣ୍ଠଶିଳ୍ପୀ ସୌରନି ଭଟ୍ଟଙ୍କ ଅନ୍ତରୀଣ ସୁରକ୍ଷାକୁ ପ୍ରତ୍ୟାହାର କଲେ ହାଇକୋର୍ଟ

ବଢ଼ିଲା ସୌରିନ ଭଟ୍ଟଙ୍କ ଅଡ଼ୁଆ। କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଗିରଫଦାରୀ ସମ୍ଭାବନା। ସୌରିନ୍‌ଙ୍କୁ ପୂର୍ବରୁ ମିଳିଥିବା ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ହଟାଇ ଦେବା ପରେ ଏବେ ତାଙ୍କର ଗିରଫଦାରୀ ସମ୍ଭାବନା ଦୃଢ଼ ହୋଇଛି। ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ନିର୍ଯାତନା ଦେବା…

Naveen Niwas Road Blockade Case: ‘ନବୀନ ନିବାସ’ ସାମ୍ନାରେ ହଟିବ ବ୍ୟାରିକେଡ୍‌ !

ଭୁବନେଶ୍ୱରସ୍ଥିତ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ‘ନବୀନ ନିବାସ’ ସାମ୍ନାରେ ହଟିବ ସୁରକ୍ଷା ବ୍ୟାରିକେଡ୍‌ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ସହିତ ଜଡିତ ସାର୍ବଜନୀନ ରାସ୍ତା ଜବରଦଖଲ ଅଭିଯୋଗର ସମାଧାନରେ ବିଳମ୍ବ ନେଇ ଓଡ଼ିଶା ହାଇକୋର୍ଟ ତୀବ୍ର…

PUCC Directive Withdrawal: PUCC ନ ଥିଲେ ପେଟ୍ରୋଲ ମିଳିବନି ନିର୍ଦ୍ଦେଶ ହେଲା ପ୍ରତ୍ୟାହୃତ

ରାଜ୍ୟର ଗାଡ଼ି ଚାଳକଙ୍କ ପାଇଁ ଆଶ୍ୱସ୍ତିକର ଖବର। ପ୍ରଦୂଷଣ ପ୍ରମାଣପତ୍ରକୁ ନେଇ ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଶୁଣାଇଛନ୍ତି। ଏଣିକି PUCC ନ ଥିଲେ ବି ମିଳିବ ପେଟ୍ରୋଲ। ଏନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର। ସରକାରଙ୍କ…

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଧୀମାନ ଚକମା

ହାଇକୋର୍ଟ ଗଲେ ଧର୍ମଗଡ଼ର ପୂର୍ବତନ ଉପଜିଲ୍ଲାପାଳ ଧୀମନ୍ ଚକ୍‌ମା । ଜାମିନ୍ ପାଇଁ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି ଧୀମାନ୍ ଚକ୍‌ମା। ଭିଜିଲାନ୍ସ କୋର୍ଟରେ ଜାମିନ ନାମଞ୍ଜୁର ପରେ ସେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି। ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ…

ହାଇପ୍ରୋଫାଇଲ ଠକ ହଂସିତା ଓ ଅନିଲଙ୍କୁ ମିଳିଲା ଜାମିନ

ଚର୍ଚ୍ଚିତ ହାଇପ୍ରୋଫାଇଲ ଠକ ହଂସିତା ଅଭିଲିପ୍ସା ଓ ଅନିଲ ଉଭୟଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ। ୫୦ ହଜାର ଟଙ୍କାର ଜଣେ ଜାମିନଦାର ସହ ପାସପୋର୍ଟ ଦାଖଲ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ମୂଳ ଠକେଇ ମାମଲାରେ ଉଭୟଙ୍କୁ ମିଳିଛି ଜାମିନ…

କେନ୍ଦ୍ରାପଡା ଯିବେ ସନ୍ତୋଷ ରାଉଳ ଓରଫ ବାବା ସାରଥୀ

କେନ୍ଦ୍ରାପଡା ଯିବେ ସନ୍ତୋଷ ରାଉଳ ଓରଫ ସାରଥୀ। ବହୁ ଚର୍ଚ୍ଚିତ ଆତ୍ମ ଘୋଷିତ ବାବା ସାରଥିଙ୍କୁ କେନ୍ଦ୍ରାପଡ଼ା ଯିବାକୁ ଅନୁମତି ପ୍ରଦାନ କରିଛନ୍ତି ମାନ୍ୟବର ଉଚ୍ଚ ଅଦାଲତ । ଅସୁସ୍ଥ ଭାଇଙ୍କୁ ଯାଇ ଦେଖା କରିବାକୁ ଦେଲେ ସର୍ତ୍ତମୂଳକ ଅନୁମତି ।…

ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ ବିଜ୍ଞପ୍ତି ଉପରେ ରୋକ ଲଗାଇଲେ ହାଇକୋର୍ଟ

ଆପାର୍ଟମେଣ୍ଟ ପଞ୍ଜିକରଣ ସମ୍ପର୍କିତ ନୂଆ ବିଜ୍ଞପ୍ତି ଉପରେ ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି। ଗୃହ ଓ ନଗର ନିର୍ମାଣ ବିଭାଗ ପକ୍ଷରୁ ଜାରି ଏହି ବିଜ୍ଞପ୍ତି ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ହାଇକୋର୍ଟ । ରେରା ଆଇନ ପୂର୍ବରୁ ଶେଷ ହୋଇଥିବା…

କଟକ ସହରର ସମସ୍ୟା ସଂପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ହାଇକୋର୍ଟଙ୍କ ଉଦବେଗ ପ୍ରକାଶ

ସହରରେ ମଶା ପାଦୁର୍ଭାବ୍ୟ ବିସ୍ତାରକୁ ରୋକିବା ପାଇଁ କଟକ ମୁନିସିପାଲିଟି କର୍ପୋରେସନ୍ (ସିଏମସି) ର ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିବାରେ ସ୍ପଷ୍ଟ ବିଫଳତା ଉପରେ ଓଡ଼ିଶା ହାଇକୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି। ଜଷ୍ଟିସ୍ ଏସ. କେ. ସାହୁ ଏବଂ ଜଷ୍ଟିସ୍ ଭି.…

ପତ୍ନୀଙ୍କୁ ହତ୍ୟା ଘଟଣା: ପୂର୍ବତନ ବିଧାୟକ ରାମମୂର୍ତ୍ତିଙ୍କୁ ମିଳିଥିବା ଆଜୀବନ କାରାଦଣ୍ଡକୁ କାଏମ ରଖିଲେ ହାଇକୋର୍ଟ

ପତ୍ନୀହତ୍ୟା ମାମଲାରେ ରାୟଗଡ଼ା ଜିଲ୍ଲା ଗୁଣୁପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଉଚ୍ଚ ଅଦାଲତରୁ ମିଳିଲା ଶକ୍ତ ଝଟକା । ଭୁବନେଶ୍ୱର ଏଡିଜେ କୋର୍ଟ ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ଦୋଷୀ ସାବ୍ୟସ୍ତକରି ଦେଇଥିବା ଆଜୀବନ କାରାଦଣ୍ତକୁ ଚ୍ୟାଲେଞ୍ଜ କରି…

କନଷ୍ଟେବଳ ନିଯୁକ୍ତି ପ୍ରସଙ୍ଗ; ବୟସସୀମା କୋହଳ ସମ୍ପର୍କରେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ରାଜ୍ୟର ସବୁ ବାଟାଲିୟନରେ କନଷ୍ଟେବଳ ନିଯୁକ୍ତି ପ୍ରସଙ୍ଗରେ ବୟସ ସୀମା କୋହଳ ସମ୍ପର୍କିତ ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଆବେଦନକାରୀଙ୍କୁ ଆଶ୍ୱସ୍ତି ଦେଇଛନ୍ତି। ଆବେଦନକାରୀଙ୍କୁ ଅନଲାଇନ/ଆଫଲାଇନରେ ଆବେଦନ ଅନୁମତି ମିଳିଛି। ହାଇକୋର୍ଟ କହିଛନ୍ତି ଯେ,…