ତାଜା ଖବର ଦେଶ ଜମ୍ମୁ-କାଶ୍ମୀରରେ ଜେଲ୍ ଉପରେ ଆତଙ୍କୀ ହମ୍ଲା ଆଲର୍ଟ May 5, 2025 Papirani ଜମ୍ମୁ-କାଶ୍ମୀରରେ ଜେଲ୍ ଉପରେ ଆତଙ୍କୀ ହମ୍ଲା ଆଲର୍ଟ ।ଜମ୍ମୁ-କାଶ୍ମୀର ସେଣ୍ଟ୍ରାଲ୍ ଜେଲ୍ରେ ଆକ୍ରମଣ ଆଶଙ୍କା କରାଯାଇଛି। ଏନେଇ ଗୁଇନ୍ଦା ବିଭାଗ ତରଫରୁ ସତର୍କ ସୂଚନା ଜାରି କରାଯାଇଛି । ଏହା ପରେ ଆତଙ୍କବାଦୀ ଆକ୍ରମଣ ନେଇ ଜେଲଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି…