ବ୍ୟବସାୟ ରାଜ୍ୟ ଖୁବ ଶୀଘ୍ର ଓଡ଼ିଶାରେ ନିବେଶ କରିବ ଏଚସିଏଲ୍ ଟେକ୍ April 7, 2025 Nirvay ଓଡ଼ିଶାରେ କ୍ୟାମ୍ପସ ନିର୍ମାଣ ପାଇଁ ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବକୁ ଏଚସିଏଲ୍ ଟେକ୍ ଗ୍ରହଣ କରିଛି ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । ଦିଲ୍ଲୀ ନିବେଶକ ସମ୍ମିଳନୀରେ ଅଂଶଗ୍ରହଣ ପରେ ଭୁବନେଶ୍ୱରରେ ଏଚସିଏଲ୍ ଟେକ୍ କ୍ୟାମ୍ପସ ସହ ୟୁନିଭର୍ସିଟି…