Tag: Habisyalis

Kartik Brata 2026: ପବିତ୍ର କାର୍ତ୍ତିକ ମାସ ଆରମ୍ଭ: ପୁରୀରେ ହବିଷ୍ୟାଳୀଙ୍କ ପାଇଁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା

ପବିତ୍ର କାର୍ତ୍ତିକ ମାସର ଶୁଭାରମ୍ଭ ସହିତ ଶ୍ରୀକ୍ଷେତ୍ର ପୁରୀ ଆଧ୍ୟାତ୍ମିକମୟ ହୋଇଉଠିଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶତାଧିକ ହବିଷ୍ୟାଳୀ ପବିତ୍ର ବ୍ରତ ପାଳନ ପାଇଁ ପୁରୀରେ ପହଞ୍ଚିଛନ୍ତି । ଏହି ମାସସାରା ଭକ୍ତମାନେ…