Tag: Guwahati to Tezpur

4 Lane Highway Project in Assam: ଆସାମରେ ୮,୯୭୦ କୋଟିର ୪-ଲେନ୍ ରାଜପଥ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଆର୍ଥନୀତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଆସାମର ୧୫ ନମ୍ବର ଜାତୀୟ ରାଜପଥରେ ୧୩୫.୮୭୧ କିଲୋମିଟର ଦୀର୍ଘ, ୪-ଲେନ୍ ବିଶିଷ୍ଟ ପ୍ରବେଶ-ନିୟନ୍ତ୍ରିତ ଗୁଆହାଟୀ-ତେଜପୁର କରିଡର ନିର୍ମାଣ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି…