ତାଜା ଖବର ରାଜ୍ୟ Gopalpur-Rayagada New Rail Line: ଗୋପାଳପୁର-ରାୟଗଡ଼ା ରେଳ ଲାଇନର ଡିପିଆର ପ୍ରସ୍ତୁତି ପାଇଁ କ୍ଷେତ୍ର ସର୍ବେକ୍ଷଣ କାର୍ଯ୍ୟ ଆରମ୍ଭ ହୋଇଛି: ରେଳ ମନ୍ତ୍ରୀ July 29, 2026 Papirani ଗୋପାଳପୁରରୁ ରାୟଗଡ଼ାକୁ ସିଧାସଳଖ ରେଳ ପଥ ଯୋଗେ ଯୋଡ଼ିବା ଲାଗି ୨୫୦ କିଲୋମିଟର ବିଶିଷ୍ଟ ରେଳ ଲାଇନକୁ ମଞ୍ଜୁରି ମିଳିଛି । ଏହି ରେଳ ଲାଇନର ଚୁଡ଼ାନ୍ତ କ୍ଷେତ୍ର ସର୍ବେକ୍ଷଣକୁ ମଞ୍ଜୁରି ଦିଆସରିଛି । ବିସ୍ତୃତ ପ୍ରକଳ୍ପ ରିପୋର୍ଟ ବା ଡିପିଆର…