Tag: Ganjam

ଚିକିଟି ମଦ ମୃତ୍ୟୁ ପରେ ଅବକାରୀ ବିଭାଗ ତତ୍ପର

ଚିକିଟି ମଦ ମୃତ୍ୟୁ ପରେ ରାଜ୍ୟ ଅବକାରୀ ବିଭାଗର ତତ୍ପରତା ପ୍ରକାଶ ପାଇଛି। ବେଆଇନ ମଦ କାରବାର ନେଇ ୭ ଦିନ ରେଡ୍‌ କରିବ ଅବକାରୀ ଟିମ। ସାମ୍ବାଦିକ ସମ୍ମିଳନୀରେ ଅବକାରୀ କମିଶନର ନରସିଂହ ଭୋଳ ଏ ନେଇ ସୂଚନା ଦେଇଛନ୍ତି।…

ବିଷାକ୍ତ ମଦ ନେଲା ଆଉ ଜଣଙ୍କ ଜୀବନ

ଗଞ୍ଜାମ ବିଷାକ୍ତ ମଦ ପିଇ ୨୦ରୁ ଅଧିକ ଅସୁସ୍ଥ ଘଟଣାରେ ଆଜି ଜଣଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶେଇ ମୃତ୍ୟୁ ସଂଖ୍ୟା ଦୁଇକୁ ବୃଦ୍ଧି ହୋଇଛି । ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଆଉ ଜଣଙ୍କ ମୃତ୍ୟୁ…

ବିଷାକ୍ତ ମଦ ପିଇ ଜଣେ ମୃତ, ୧୫ ଗୁରୁତର

ଗଞ୍ଜାମ ଜିଲ୍ଲା ଚିକିଟିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିଷାକ୍ତ ଓ ନକଲି ମଦ ପିଇ ୧୫ ଜଣ ଗୁରୁତର ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଜେନାପୁର ଅଞ୍ଚଳର ଜୁର ବେହେରା। ୧୪ ଜଣ ବ୍ରହ୍ମପୁରସ୍ଥିତ…

ଘୁମୁସରରେ ବାଘ ଆତଙ୍କ, ଲୋକେ ଭୟଭୀତ

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଘୁମୁସରରେ ବାଘ ଆତଙ୍କ ଦେଖାଦେଇଛି। ଗାଁ ଗାଁ ବୁଲୁଛି ବାଘ। ଜନବସନ୍ତି ଆଡକୁ ମାଡିଆସି ଗୃହପାଳିତ ପଶୁଙ୍କୁ ଶିକାର କରୁଛି। ଗାଁ ଲୋକଙ୍କ କହିବା ଅନୁଯାୟୀ ଉତ୍ତର ବନଖଣ୍ଡ ଘୁମୁସରରେ ବୁଲୁଛି ମହାବଳ। ପ୍ରାୟ ୪ ମାସ…

ଗଞ୍ଜାମରେ ବିଜେଡିକୁ ମିଳିଛି ଶକ୍ତ ଝଟକା

ଚଳିତବର୍ଷ ନିର୍ବାଚନ ପାଇଁ ହଉଥିବ ଭୋଟ ଗଣତି ମଧ୍ୟରେ ଗଞ୍ଜାମରେ ବିଜେଡିକୁ ମିଳିଛି ଶକ୍ତ ଝଟକା । ରାଜ୍ୟସରକାରଙ୍କ କୁହାଯାଉଥିବା ଗଡ ଗଞ୍ଜାମରେ ୧୩ଟି ବିଧାନସଭା ମଧ୍ୟରୁ ୧୧ ଟିରେ ବିଜେପି ଆଗରେ ଥିବା ସୂଚନାମିଳିଛି । ସେହିପରି ସାନଖେମୁଣ୍ଡିରେ କଂଗ୍ରେସ…

ରାତି ସାଢ଼େ ୮ଟା ପରେ ଗଞ୍ଜାମରେ ଖୋଲିବନି ଦୋକାନ

ଜୁନ୍ ୧ରେ ଚତୁର୍ଥ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯିବ । ତେବେ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ପାଇଁ ନିର୍ବାଚନ ଆୟୋଗ ସବୁ ପ୍ରକାରର ବ୍ୟବସ୍ଥା ଗ୍ରହଣ କରିବା ସହିତ ପ୍ରତି ବୁଥରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ…

ନିର୍ବାଚନ ପୂର୍ବରୁ ଆସ୍କାରେ ପୋଲିସର ଫ୍ଲାଗମାର୍ଚ୍ଚ

ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ଗଞ୍ଜାମ ଜିଲ୍ଲାରେ ପୋଲିସ ପ୍ରସ୍ତୁତ । ଜିଲ୍ଲା ପୋଲିସ ପକ୍ଷରୁ ବଡ଼ ଧରଣର ଫ୍ଲାଗମାର୍ଚ୍ଚ କରାଯାଇଛି । ସିଆରପିଏଫ ଯବାନ, ସ୍ପେଶିଆଲ ଫୋର୍ସ ଓ ଗଞ୍ଜାମ ପୋଲିସ ଏଥିରେ ନିୟୋଜିତ ହୋଇଛନ୍ତି। ଜିଲ୍ଲାର…

ଖଲ୍ଲିକୋଟ ହିଂସା ଘଟଣାରେ ତଦନ୍ତ କରିବ ଏସଆଇଟି

ଗଞ୍ଜାମ ଖଲ୍ଲିକୋଟରେ ପ୍ରାକ୍ ନିର୍ବାଚନୀ ହିଂସାରେ ଜଣଙ୍କୁ ହତ୍ୟା ଘଟଣାର ତଦନ୍ତ କରିବ ଓଡ଼ିଶା ପୁଲିସର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଏସଆଇଟି । ପୋଷ୍ଟର ମରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷରେ ଜଣଙ୍କ ମୃତ୍ୟୁ ଘଟଣାର ପୁଙ୍ଖୁନାପୁଙ୍ଖ ତଦନ୍ତ କରିବ। ଏହି…

ଖଲ୍ଲିକୋଟରେ ପୋଲିସ୍‌ ଭ୍ୟାନକୁ ବୋତଲ ଓ ପଥର ମାଡ଼; ୧୪୪ ଜାରି କଲା ପ୍ରଶାସନ

ପୁଣି ଖଲ୍ଲିକୋଟରେ ହିଂସା ଦେଖିବାକୁ ମିଳିଛି । ବିଜେପି କର୍ମୀ ଦିଲୀପ ପାହାଣଙ୍କ ମୃତ୍ୟୁ ପରେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଖଲ୍ଲିକୋଟରେ ହିଂସାକାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କୁ ଥାନାକୁ ନେଲାବେଳେ ଘେରିଲେ ଗାଁ ଲୋକେ । ପୋଲିସ ଗାଡି…

ଆଜି ଗଞ୍ଜାମରେ ବିଶାଳ ରୋଡ ସୋ’ କରିବେ ଭିକେ ପାଣ୍ଡିଆନ୍

ଆଜି ବିଜେଡିର ଦ୍ୱିତୀୟ ଷ୍ଟାର କ୍ୟାମ୍ପେନର ଭି କାର୍ତ୍ତିକେୟ ପାଣ୍ଡିଆନ୍‍ ଗଞ୍ଜାମର ଶେରଗଡ଼ଠାରେ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି । ସେରଗଡରୁ ଆରମ୍ଭ କରିଛନ୍ତି ପ୍ରଚାର । ସୋମବାରଦିନ ସେ ଗୋପାଳପୁରଠାରେ ନିର୍ବାଚନ ରୋଡ ଶୋ’କରିଥିଲେ। ଆଜି ଶେରଗଡ଼ର ଗୋଠ ଗାଁରେ…