Tag: Flood Damage

Odisha Seeks 2526 Cr for Flood Relief: ବନ୍ୟା କ୍ଷୟକ୍ଷତି ସମୀକ୍ଷା: କେନ୍ଦ୍ରୀୟ ସହାୟତା ପାଇଁ ୨,୫୨୬ କୋଟି ଟଙ୍କାର ପ୍ରାଥମିକ ଦାବି କଲା ଓଡ଼ିଶା

ରାଜ୍ୟରେ ସାମ୍ପ୍ରତିକ ବାତ୍ୟା ଏବଂ ବନ୍ୟା ଯୋଗୁଁ ଘଟିଥିବା ବ୍ୟାପକ କ୍ଷୟକ୍ଷତିର ମୁକାବିଲା ପାଇଁ ଓଡ଼ିଶା ସରକାର କେନ୍ଦ୍ର ନିକଟରେ ୨,୫୨୬ କୋଟି ଟଙ୍କାର ପ୍ରାଥମିକ ଆର୍ଥିକ ସହାୟତା ଦାବି କରିଛନ୍ତି। ରାଜ୍ୟରେ ହୋଇଥିବା ବନ୍ୟା କ୍ଷୟକ୍ଷତିର ଗ୍ରାଉଣ୍ଡ ଜିରୋରେ ସ୍ଥିତି…