Tag: Fire incident

Truck Catches Fire in Bhubaneswar: ପଳାଶୁଣୀ ଓଭରବ୍ରିଜ୍ ଉପରେ ଜଳିଗଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର, ହେଲପର

ରାଜଧାନୀ ଭୁବନେଶ୍ୱରର ପଳାଶୁଣୀ ଓଭରବ୍ରିଜ୍ ଉପରେ ଆଜି ସକାଳେ ଏକ ଟ୍ରକ୍‌ରେ ଭୟଙ୍କର ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି । ସୌଭାଗ୍ୟବଶତଃ ଡ୍ରାଇଭର ଓ ହେଲପର ଠିକ୍ ସମୟରେ ଗାଡ଼ିରୁ ଡେଇଁ ପଡ଼ିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । କଟକ ପଟରୁ…

Bhubaneswar-Malkangiri Bus Fire: ଚିତ୍ରକୋଣ୍ଡା ବିଧାୟକ ଯାଉଥିବା ବସ୍ ରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

ନୀଳକଣ୍ଟେଶ୍ୱର ନାମକ ଘରୋଇ ଯାତ୍ରୀବାହୀ ବସ୍ ରେ ଅଗ୍ନିକାଣ୍ଡ । ଭୁବନେଶ୍ୱରର ବରମୁଣ୍ଡା ବସଷ୍ଟାଣ୍ଡରୁ ବସଟି ମାଲକାନଗିରି ଅଭିମୁଖେ ଯାତ୍ରା କରୁଥିବା ସମୟରେ ଆନ୍ଧ୍ରପ୍ରଦେଶର ରାମଭଦ୍ରପୁରମ ନିକଟରେ ପ୍ରାୟ ରାତି ୩ଟା ସମୟରେ ହଠାତ୍ ବସ୍‌ଟିରେ ନିଆଁ ଲାଗିଯାଇଥିଲା, ଯାହା ଫଳରେ…

ବାରଣାସୀ କ୍ୟାଣ୍ଟ ରେଳ ଷ୍ଟେସନ ରେ ଭୟଙ୍କର ଅଗ୍ନିକାଣ୍ଡ , ୨୦୦ରୁ ଅଧିକ ଦୁଇଚକିଆ ଯାନ ନଷ୍ଟ

ବାରାଣସୀର କ୍ୟାଣ୍ଟ ରେଳ ଷ୍ଟେସନରେ ଏକ ପାର୍କିଂ ଷ୍ଟାଣ୍ଡରେ ଅଗ୍ନିକାଣ୍ଡ ଘଟି ୨୦୦ ରୁ ଅଧିକ ଦୁଇ ଚକିଆ ଯାନ ନଷ୍ଟ ହୋଇଯାଇଛି ବୋଲି ଶନିବାର ଦିନ ଅଧିକାରୀମାନେ କହିଛନ୍ତି।ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ରେଳ ଅଧିକାରୀଙ୍କ କହିବା…

ଜଟଣୀ ସ୍ଥିତ ଲୁଗାଦୋକାନ ରେ ଅଗ୍ନିକାଣ୍ଡ , ଦୋକାନ ମାଲିକ ମୃତ

ଏକ ଦୁଃଖଦ ଘଟଣାରେ, ଶୁକ୍ରବାର ଦିନ ଲୁଗା ଦୋକାନରେ ନିଆଁ ଲାଗିବା ପରେ ଜଟଣୀର ଜଣେ ଦୋକାନୀ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି।ଅପରାହ୍ନରେ ଜଟଣୀ ର ରାଜା ବଜାରରେ ଏହି ଘଟଣା ଘଟିଥିଲା। ମୃତକ ବ୍ଯବସାୟୀ ଙ୍କ…