Tag: Exam

NEET UG 2026: ଆଜି ହେବ ନିଟ୍-ୟୁଜି ୨୦୨୬ ପରୀକ୍ଷା

ଆଜି ହେବ ନିଟ୍-ୟୁଜି ୨୦୨୬ ପରୀକ୍ଷା । ଆଜି ସାରା ଦେଶରେ ସ୍ନାତକ ଡାକ୍ତରୀ ପାଠ୍ୟକ୍ରମରେ ପ୍ରବେଶ ପାଇଁ ଜାତୀୟ ଯୋଗ୍ୟତା ସହ ପ୍ରବେଶିକା ପରୀକ୍ଷା (ନିଟ୍-ୟୁଜି) ଅନୁଷ୍ଠିତ ହେବ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଆଜି ନିଟ୍-ୟୁଜି ୨୦୨୬ ପରିଚାଳନା…

SSB Releases CPET 2026: ମେ ୫ରୁ ପିଜି ପ୍ରବେଶିକା ପରୀକ୍ଷା

ରାଜ୍ୟ ଚୟନ ବୋର୍ଡ (ଏସଏସବି) ସାଧାରଣ ପିଜି ପ୍ରବେଶିକା ପରୀକ୍ଷା (CPET) ୨୦୨୬ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ପରୀକ୍ଷା ମେ’ ୫ରୁ ୧୬ ପର୍ଯ୍ୟନ୍ତ ରାଜ୍ୟ ସାରା ଅନୁଷ୍ଠିତ ହେବ। ୫୦ଟି ସ୍ନାତକୋତ୍ତର ବିଷୟ ପାଇଁ ହେବ ପ୍ରବେଶିକା…

OTET Exam: ମେ ତୃତୀୟ ସପ୍ତାହରେ ହେବ ଓଟିଇଟି ପରୀକ୍ଷା

ଆସନ୍ତା ମେ ତୃତୀୟ ସପ୍ତାହରେ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ବା ଓଟିଇଟି ପରୀକ୍ଷା ଅନୁଷ୍ଠିତ ହେବ । ଖୁବ୍‌ ଶୀଘ୍ର ଆବେଦନ ନେଇ ତାରିଖ ପ୍ରକାଶ ପାଇବ । ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଏ ନେଇ…

Plus Two Exams: ଫେବ୍ରୁଆରୀ ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା

ଯୁକ୍ତ ଦୁଇ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି । ଫେବ୍ରୁଆରୀ ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା ।ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨୧ ଯାଏଁ ହେବ ଯୁକ୍ତ ଦୁଇ ପରୀକ୍ଷା । ଏ ନେଇ ଆଜି ପରୀକ୍ଷା ତାରିଖ…

CBSE Exam: ଫେବ୍ରୁଆରୀ ୧୭ରୁ CBSE ଦଶମ ଓ ଦ୍ୱାଦଶ ପରୀକ୍ଷା

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ପରୀକ୍ଷା ତାରିଖ ପ୍ରକାଶ ପାଇଛି।ଫେବ୍ରୁଆରୀ ୧୭ରୁ ଆରମ୍ଭ ହେବ CBSE ଦଶମ ଓ ଦ୍ୱାଦଶ ପରୀକ୍ଷା । ଏ ନେଇ CBSE ପକ୍ଷରୁ ପ୍ରକାଶ ପାଇଲା…

ଆଜି ନିଟ୍ ୟୁଜି-୨୦୨୫ ପରୀକ୍ଷା 

ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ଏନଟିଏ ଦ୍ବାରା ପରିଚାଳିତ ନିଟ୍ ୟୁଜି-୨୦୨୫ ପରୀକ୍ଷା ଆଜି ଅନୁଷ୍ଠିତ ହେଉଛି। ଓଡ଼ିଶାର ୨୭ଟି ସହରରେ ଲକ୍ଷେରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସମସ୍ତ କେନ୍ଦ୍ରରେ ସିସିଟିଭି କ୍ୟାମେରା ସହ ସ୍କ୍ୱାଡ୍ ବ୍ୟବସ୍ଥା ହୋଇଛି…

ସମ୍ଭାବ୍ୟ ବାତ୍ୟା ‘ଦାନା’ ପାଇଁ ଘୁଞ୍ଚିଲା ବୃତ୍ତି ପରୀକ୍ଷା

ସମ୍ଭାବ୍ୟ ବାତ୍ୟା ପାଇଁ ବୃତ୍ତି ପରୀକ୍ଷା ଘୁଞ୍ଚିଲା । ସମ୍ଭାବ୍ୟ ବାତ୍ୟା ପାଇଁ ଏନଆରଟିଏସ ଓ ପ୍ରାଥମିକ ସ୍କଲାରସିପ ପରୀକ୍ଷାକୁ ସ୍ଥଗିତ ରଖିଲା ବୋର୍ଡ । ପରୀକ୍ଷା ପୁଣି କେବେ ହେବ ସେନେଇ ବୋର୍ଡ ପକ୍ଷରୁ ଜଣାଇ ଦିଆଯିବ ବୋଲି ସରକାରଙ୍କ…

ଓଏସଏସଏସସି ପରୀକ୍ଷାରେ ଅନିୟମିତତାର ଅଭିଯୋଗ; ନିଷ୍ପତ୍ତି ନେବେ ରାଜ୍ୟ ସରକାର

ଚଳତବର୍ଷ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସଏସଏସସି) ଙ୍କ ଦ୍ୱାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷାର ବିବାଦ ସାରାରାଜ୍ୟରେ ଲାଗିରହିଥିବା ବେଳେ ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ବିଚାରକୁ ନେଇଛନ୍ତି। ରାଜ୍ୟ ସରକାର ଜଲ୍ଦୀ ଏହି ସଂପର୍କରେ ନିଷ୍ପତି…

ଆରଆଇ-ଅମିନ ପରୀକ୍ଷା ବିଭ୍ରାଟ ଘଟଣା: ଆନ୍ଦୋଳନକୁ ଓହ୍ଲାଇଲେ ହଜାର ହଜାର ପରୀକ୍ଷାର୍ଥୀ

ଓଏସଏସସି ବିରୋଧରେ ପରୀକ୍ଷାର୍ଥୀଙ୍କ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆର୍‌ଆଇ, ଏଆର୍‌ଆଇ, ଆଇସିଡିଏସ୍‌ ସୁପର ଭାଇଜର, ଅମିନ ପରୀକ୍ଷା ପରୀକ୍ଷା ବାତିଲ ଦାବିରେ ଗର୍ଜିଛନ୍ତି ଛାତ୍ରଛାତ୍ରୀ । ତ୍ରୁଟିପୂର୍ଣ୍ଣ ପରୀକ୍ଷା ଅଭିଯୋଗ ଆଣି ଆଜି ଏକାଠି ହୋଇଛନ୍ତି ହଜାର ହଜାର…

ବାଧକ ସାଜିଛି ବିଦ୍ୟାଳୟ ପରିଚାଳନା କମିଟି; ବ୍ଲାକବୋର୍ଡରୁ ପ୍ରଶ୍ନ ଦେଖି ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ

ରାଜ୍ୟ ସରକାରଙ୍କ ଓସେପା ପକ୍ଷରୁ ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ସେପ୍ଟେମ୍ବର ୨୩ ରୁ ୨୫ ପର୍ଯ୍ୟନ୍ତ ପର୍ଯ୍ୟାୟ ଭିଭିକ ମାନ ନିର୍ଦ୍ଧାରଣ ପାଇଁ ବିଦ୍ୟାଳୟ ଗୁଡିକରେ ପରୀକ୍ଷା କରାଯାଉଛି । ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକରେ ସୋମବାର…