Tag: Ex MLA

Former MP Manjulata Mandal Join BJP: ବିଜେପିରେ ମିଶିଲେ ପୂର୍ବତନ ସାଂସଦ ମଞ୍ଜୁଲତା ଏବଂ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ

ବିଜେପିରେ ମିଶିଲେ ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ତାଙ୍କ ସ୍ୱାମୀ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ । ଭଦ୍ରକର ପ୍ରଭାବଶାଳୀ ‘ମଣ୍ଡଳ ଦମ୍ପତି’ ଆନୁଷ୍ଠାନିକ ଭାବରେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି। ତାଙ୍କ ସହ ସୁବାସିନୀ ସାହୁ…

ପଦ୍ମ ଧରିଲେ ପୂର୍ବତନ ବିଧାୟିକା ସୁନନ୍ଦା ଦାସ

ବିଜେପିରେ ସାମିଲ ହେଲେ ସୁନନ୍ଦା ଦାସ । ନିକଟରେ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିବା ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଆଜି ନିଜ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି । ଆଜି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ…

ପତ୍ନୀଙ୍କୁ ହତ୍ୟା ଘଟଣା: ପୂର୍ବତନ ବିଧାୟକ ରାମମୂର୍ତ୍ତିଙ୍କୁ ମିଳିଥିବା ଆଜୀବନ କାରାଦଣ୍ଡକୁ କାଏମ ରଖିଲେ ହାଇକୋର୍ଟ

ପତ୍ନୀହତ୍ୟା ମାମଲାରେ ରାୟଗଡ଼ା ଜିଲ୍ଲା ଗୁଣୁପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଉଚ୍ଚ ଅଦାଲତରୁ ମିଳିଲା ଶକ୍ତ ଝଟକା । ଭୁବନେଶ୍ୱର ଏଡିଜେ କୋର୍ଟ ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ଦୋଷୀ ସାବ୍ୟସ୍ତକରି ଦେଇଥିବା ଆଜୀବନ କାରାଦଣ୍ତକୁ ଚ୍ୟାଲେଞ୍ଜ କରି…

ବିଜେଡିକୁ ଫେରିବାକୁ ଚିଠି ଲେଖିଲେ ପୂର୍ବତନ ଆନନ୍ଦପୁର ବିଧାୟକ

ପୁଣି ବିଜେଡିକୁ ଫେରିବାକୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ। ସେ କହିଛନ୍ତି, ଗତ ସାଧାରଣ ନିର୍ବାଚନ ସମୟରେ ଶାରୀରିକ ଅସୁସ୍ଥତା ଓ କିଛି ବ୍ୟକ୍ତିଗତ କାରଣ ପାଇଁ ମୁଁ ଇସ୍ତଫା ଦେଇଥିଲି।…

ବିଜେପି ଆଡ଼କୁ ଢଳୁଛନ୍ତି ପ୍ରଭାତ: ଦେବାଶିଷ

ବିଜେଡିର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ସମ୍ପର୍କରେ ବଡ଼ ମନ୍ତବ୍ୟ ଦେଇଛନ୍ତି ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ପ୍ରଭାତ ବିଶ୍ୱାଳ ବିଜେପି ଆଡ଼କୁ ଢଳୁଥିବା ଦେବାଶିଷ କହିଛନ୍ତି। ସିବିଆଇ ମାମଲାରୁ ବର୍ତ୍ତିବାକୁ ଶ୍ରୀ ବିଶ୍ୱାଳ ବିଜେପି ଆଡ଼କୁ ଢଳୁଥିବା ଲାଗୁଚି…