Tag: Election

Rajya Sabha Election: ପ୍ରାର୍ଥୀ ମନୋନୟନକୁ ନେଇ ଘାଣ୍ଟି ହେବ ଭାଜପା

ସ୍ପଷ୍ଟ । ଅତି ସ୍ପଷ୍ଟ ଯେ ଚାରିଟି ରାଜ୍ୟସଭା ଆସନରୁ ୩ଟି ଭାଜପା ହାତକୁ ଯିବ । ଯେଉଁ ୩୭ଟି ରାଜ୍ୟସଭା ଆସନ ନିମନ୍ତେ ଦ୍ବିବାର୍ଷିକ ନିର୍ବାଚନ ମାର୍ଚ୍ଚ ୧୬ ତାରିଖରେ ହେବାକୁ ଯାଉଛି, ସେଥିରୁ ସର୍ବାଧ‌ିକ ଆସନ କିଭଳି ଜିଣିହେବ…

New NAC And Municipality Elections In Odisha: ଓଡ଼ିଶାରେ ନୂଆ କରି ଗଠନ ହୋଇଥିବା ପୌର ପରିଷଦ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ

ଓଡ଼ିଶାରେ ନୂଆ କରି ଗଠନ ହୋଇଥିବା ପୌର ପରିଷଦ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ । ରାଜ୍ୟରେ ନୂଆ କରି ଗଠନ ହୋଇଥିବା ବିଜ୍ଞପ୍ତି ଅଞ୍ଚଳ ପରିଷଦ (NAC), ପୌରପାଳିକା ଏବଂ ମହାନଗର ନିଗମଗୁଡ଼ିକରେ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି…

24 New NAC And Municipal Elections 2026: ଜୁନ୍‌ ସୁଦ୍ଧା ୨୪ ନୂଆ ଏନ୍‌ଏସି ଓ ପୌର ନିର୍ବାଚନ

ଆସନ୍ତା ଜୁନ୍‌ ସୁଦ୍ଧା ୨୪ ନୂଆ ଏନ୍‌ଏସି ଓ ପୌର ନିର୍ବାଚନ। ଆଗାମୀ ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ଓଡ଼ିଶା ରାଜ୍ୟ ନିର୍ବାଚନ କମିଶନ (SEC) ସବୁଜ ସଙ୍କେତ ଦେଇଛନ୍ତି। ଗତ ଡିସେମ୍ବର ମାସରେ ସହରାଞ୍ଚଳ ଶାସନ ଏବଂ ବିକେନ୍ଦ୍ରୀକରଣ…

Bihar Counting Day: ବହୁମତଠାରୁ ବହୁ ଆଗରେ ଏନଡିଏ

ବିହାର ବିଧାନସଭା ନିର୍ବାଚନକୁ ନେଇ ସମସ୍ତ ଏକଜିଟ୍ ପୋଲରେ କରାଯାଇଥିବା ପୂର୍ବାନୁମାନଠୁ ଢେର ଅଧିକ ସିଟ୍ ଏନଡିଏ ଜିତୁଥିବା ବର୍ତ୍ତମାନର ଟ୍ରେଣ୍ଡରୁ ଦେଖିବାକୁ ମିଳିଛି । ଗତ ପ୍ରଦର୍ଶନଠୁ ଆହୁରି ନିରାଶଜନକ ପ୍ରଦର୍ଶନ କରିଛି ମହାମେଣ୍ଟ । ବିହାରରେ ମ୍ୟାଜିକ୍‌ ନମ୍ବରରୁ…

Bihar Counting Day: ବିହାରରେ NDAକୁ ବଡ଼ ସଫଳତା : ସକାଳ ୧୧ଟା ସୁଦ୍ଧା ବହୁ ଆଗରେ NDA

ବିହାର ବିଧାନସଭାର ୨୪୩ ଆସନ ପାଇଁ ଭୋଟ ଗଣତି ଚାଲିଛି ଏବଂ ପ୍ରାରମ୍ଭିକ ଟ୍ରେଣ୍ଡରେ ଏନ୍‌ଡିଏ ସାମଗ୍ରିକ ଭାବରେ ଆଗୁଆ ଅଛି। ସଂଖ୍ୟାଗରିଷ୍ଠତା ଟପି ୧୬୦ରୁ ଊର୍ଦ୍ଧ୍ୱ ଆସନରେ ଆଗୁଆ । ପଛରେ ପଡ଼ିଛି ମହାଗଠବନ୍ଧନ । ୮୦ରୁ କମ୍ ଆସନ…

SIR In India: ୨ୟ ପର୍ଯ୍ୟାୟରେ ୧୨ ରାଜ୍ୟରେ ଏସ୍‌ଆଇଆର୍

ନିର୍ବାଚନ କମିଶନ ସୋମବାର ଦିନ ଭୋଟର ତାଲିକାର ଦେଶବ୍ୟାପୀ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିଛନ୍ତି । ୨ୟ ପର୍ଯ୍ୟାୟରେ ୧୨ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଏସ୍‌ଆଇଆର୍। ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଏବଂ ପୁଡୁଚେରୀ ସମେତ…

ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ନିର୍ବାଚନ କମିଶନଙ୍କ ପକ୍ଷରୁ ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇବ । ଏହା ପରେ ପରେ ଆରମ୍ଭ ହୋଇଯିବ ନାମାଙ୍କନ ଦାଖଲ ପ୍ରକ୍ରିୟା। ନାମାଙ୍କନ ଦାଖଲର ଶେଷ ଦିନ ହେଉଛି ଆସନ୍ତା…

ହେବ ଦ୍ବିତୀୟ ଉପନିର୍ବାଚନ; ଓଡ଼ିଶା ମୁଡର ସାର୍ଟିଫିକେଟ୍ ଦେବେ ନୂଆପଡ଼ା ଭୋଟର

ବିଜୁ ଜନତା ଦଳର ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ହୋଇଛି। ନୂଆପଡ଼ା ଆସନରୁ ଚାରିଥର ଜିତିଥିଲେ ରାଜେନ୍ଦ୍ର ଢୋଲକିଆ। ସେ ଏତେ ପପୁଲାର ଯେ ୨୦୦୪ ନିର୍ବାଚନରେ ସ୍ବାଧୀନ ଭାବେ ଲଢି ବିଜଦ -ଭାଜପାର ମେଣ୍ଟ ପ୍ରାର୍ଥୀଙ୍କୁ ପରାଜିତ କରିଥିଲେ। ପରବର୍ତ୍ତୀ…

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହେଲା ଭୋଟିଂ

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟଗ୍ରହଣ ଆରମ୍ଭ । ଅପରାହ୍ଣ ୫ଟା ପର୍ଯ୍ୟନ୍ତ ହେବ ଭୋଟ ଗ୍ରହଣ । ଗୋପନ ବାଲଟ୍‌ରେ ଭୋଟ୍ ଦେଉଛନ୍ତି ସାଂସଦ । ସଂସଦ ଭବନରେ ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସନ୍ଧ୍ୟା ୬ଟାରେ ଭୋଟ୍…

ସ୍ଥଗିତ ରହିଲା ବିଜେପି ରାଜ୍ୟ ସଭାପତି ନିର୍ବାଚନ

ବିଜେପି ରାଜ୍ୟ ସଭାପତି ନିର୍ବାଚନ ସ୍ଥଗିତ । ବିଜେପି ରାଜ୍ୟ ସଭାପତି ସହ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ସ୍ଥଗିତ ରହିଥିବା ଜଣାପଡିଛି । ପୁରୀ ଅଘଟଣ ପାଇଁ ମର୍ମାହତ, ତେଣୁ ନିର୍ବାଚନ ସ୍ଥଗିତ ରହିଥିବା ସୂଚନା ଦେଇଛନ୍ତି ନିର୍ବାଚନ ଅଧିକାରୀ…