Tag: Donald Trump

ଭାରତ ଉପରେ ପୁଣି ଟାରିଫ୍‌ ବଢ଼ାଇବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା

ଭାରତ ଉପରେ ୨୫% ଟାରିଫ୍‌ ଲଗାଇବା ପରେ ଅତିରିକ୍ତ ଟାରିଫ ଲଗାଇପାରେ ଆମେରିକା । CNBC ସହିତ ସାକ୍ଷାତକାର ସମୟରେ ଟ୍ରମ୍ପ କହିଛନ୍ତି ଯେ ଭାରତ ଭଲ ବ୍ୟବସାୟିକ ପାର୍ଟନର ନୁହେଁ । ଏହା ସହିତ ସେ ଚେତାବନୀ ଦେଇଛନ୍ତି ଯେ…

ଭାରତ ସମେତ ସମସ୍ତ ଦେଶକୁ ମିଳିଲା ଆଶ୍ୱସ୍ତି; ସପ୍ତାହେ ପାଇଁ ସ୍ଥଗିତ ହେଲା ଟ୍ରମ୍ପଙ୍କ ଟାରିଫ୍ ପ୍ଲାନ୍

୭ ଦିନ ପାଇଁ ଭାରତ ସମେତ ସମସ୍ତ ଦେଶକୁ ମିଳିଲା ଆଶ୍ୱସ୍ତି । ଆମେରିକାର ୨୫ ପ୍ରତିଶତ ଟାରିଫ୍ ପ୍ଲାନ୍ ଏକ ସପ୍ତାହ ପାଇଁ ଘୁଞ୍ଚିଲା । ଆଜି ଲାଗୁହେବାକୁ ଥିବା ଟାରିଫ୍ ପ୍ଲାନ୍ ଆସନ୍ତା ଅଗଷ୍ଟ ୭ ତାରିଖରୁ ଲାଗୁ…

ଆଜିଠାରୁ ଭାରତ ଉପରେ ଲାଗିବ ୨୫ ପ୍ରତିଶତ ଟାରିଫ୍

ଭାରତ ଉପରେ ଆମେରିକାର ଟାରିଫ ମାଡ଼। ଆଜିଠାରୁ ଆମେରିକା ଭାରତ ଉପରେ ଶୁଳ୍କ ଲାଗୁ କରିବ। ୨୫ ପ୍ରତିଶତ ଟାରିଫ୍ ସହ ଜରିମାନା ଆଦାୟ ହେବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ଆମେରିକା ଭାରତରୁ ଆମଦାନୀ ହେଉଥିବା…

ପାକିସ୍ତାନ ସହ ଅଏଲ ପାର୍ଟନରସିପ୍ ଡିଲ୍ ଘୋଷଣା କଲେ ଟ୍ରମ୍ପ; ଭାରତୀୟ ଅର୍ଥନୀତିକୁ ‘ଡେଡ’ କହିଲେ

ଏତେ ବଡ ଦେଶ ତେଲ ବିକ୍ରୟ କରିବା କଥା କହିବା ଅତ୍ୟନ୍ତ ହାସ୍ୟାସ୍ପଦ । ତେଲକୁ କେନ୍ଦ୍ର କରି କୌଣସି ଦେଶ ସହ ଶତ୍ରୁତା କରିବାର ମାନେ ହେଉଛି ନିଜ ଅର୍ଥନୀତିକୁ କ୍ଷତି ପହଞ୍ଚାଇବ। । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍…

G7 ସମିଟ୍ ପରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ ମୋଦି

ପହଲଗାମ ଆକ୍ରମଣ ପରେ ପ୍ରଥମଥର ଲାଗି କଥା ହେଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ମୋଦି। ଫୋନ୍ ମାଧ୍ୟମରେ ୩୫ ମିନିଟ୍ କଥା ହୋଇଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ବୈଦେଶିକ ସଚିବ ବିକ୍ରମ ମିସ୍ରୀ । ସେ କହିଛନ୍ତି…

ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ; ଆମେରିକା ଭାରତ-ପାକ୍‌ ଯୁଦ୍ଧ ରୋକିଥିବା କହିଲେ ଟ୍ରମ୍ପ

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲାଗିରହିଥିବା କଳହ ମଧ୍ୟରେ ପୁଣି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ । ଭାରତ-ପାକିସ୍ତାନ ବିବାଦରେ ବି ନିଜର ଫାଇଦା ଉଠାଇବାକୁ ଲାଗି ପଡ଼ିଛି ଆମେରିକା । ଭାରତ-ପାକିସ୍ତାନ ଯୁଦ୍ଧ ବିରାମ ଲାଗିବାରେ ଆମେରିକାର…

ଚୀନ୍ ଉପରେ ୧୦୪% ଟାରିଫ୍ ଲଗାଇଲା ଆମେରିକା

ଚୀନ୍ ଉପରେ ୧୦୪% ଟାରିଫ୍ ଲଗାଇଲା ଆମେରିକା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଦିନ ଚୀନ୍ ଉପରେ ଘୋଷିତ ଚୀନ୍ ଆମଦାନୀ ଶୁଳ୍କରେ ଆହୁରି ୫୦% ଅତିରିକ୍ତ ଶୁଳ୍କ ଲଗାଇଛନ୍ତି । ପୂର୍ବରୁ ପାରସ୍ପରିକ ଶୁଳ୍କ ନୀତିରେ ଚୀନ…

ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଦୁଇ ଦିନିଆ ଆମେରିକା ଗସ୍ତରେ ଅଛନ୍ତି ପାଇଁ ଆମେରିକାରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ହ୍ୱାଇଟ୍ ହାଉସରେ ଭେଟ ହୋଇଛି । ଟ୍ରମ୍ପଙ୍କର କ୍ଷମତା ଗ୍ରହଣ କରିବା ପରେ…

ଦୁଇ ଦିନିଆ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି

ଆସନ୍ତା ୧୨ ତାରିଖରେ ଦୁଇ ଦିନିଆ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ସେ ୧୪ ତାରିଖ ଯାଏଁ ରହିବେ । ୧୩ ତାରିଖରେ ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।…

ଗର୍ଭବତୀଙ୍କୁ ଟ୍ରମ୍ପ୍ ଡର; ପ୍ରି ଡେଲିଭରୀ ପାଇଁ ହସ୍ପିଟାଲରେ ପ୍ରବାସୀଙ୍କ ଗହଳି

ଅଣନାଗରିକ ଦମ୍ପତିଙ୍କ ପିଲା ଆମେରିକାରେ ଫେବୃଆରୀ ୨୦ ପରେ ଜନ୍ମ ହେଲେ ତାଙ୍କୁ ଜନ୍ମଗତ ନାଗରିକତ୍ୱ ଅଧିକାର ମିଳିବ ନାହିଁ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସ୍ବାକ୍ଷର ପରେ ଛାନିଆ ଭାରତୀୟ। ବର୍ଥରାଇଟ୍ ସିଟିଜେନସିପ୍ ସଂଶୋଧନ ପରେ ଛାନିଆ ହୋଇପାରିଛନ୍ତି ପ୍ରବାସୀ…