Tag: Domestic LPG Cylinder

LPG Price Hike: ୨୯ ଟଙ୍କା ବଢିଲା ଘରୋଇ ଗ୍ୟାସ୍ ସିଲିଣ୍ଡର ଦର

ସାଧାରଣ ଜନତାଙ୍କ ଉପରେ ପୁଣି ମହଙ୍ଗା ମାଡ । ଦେଶରେ ବଢ଼ିଲା ଘରୋଇ ଏଲପିଜି (LPG) ସିଲିଣ୍ଡରର ଦାମ୍ । ୨୪ କେଜି ସିଲିଣ୍ଡର ରେଟ୍ ୨୯ ଟଙ୍କା ବୃଦ୍ଧି ପାଇଛି । ଏହି ନୂଆ ଦର ବୃଦ୍ଧି ପରେ ଭୁବନେଶ୍ୱରରେ…