Tag: Diwali

Diwali 2025: ପ୍ରଦୂଷଣ ପାଇଁ କେବଳ ଦୀପାବଳି ହିଁ ଦାୟୀ ନୁହେଁ

ସବୁବର୍ଷ ଦୀପାବଳି ଆସିଲେ ପ୍ରଦୂଷଣ କଥା ମନେ ପଡ଼େ । ହେଲେ ବାସ୍ତବରେ ପ୍ରଦୂଷଣ ପାଇଁ କେବଳ ଦୀପାବଳି ଦାୟୀ ନୁହେଁ । ଏହା ପଛରେ ଅନେକ କାରଣ ରହିଛି । ଗାଡିମୋଟର ଚଳାଚଳ, ଟ୍ରାଫିକ ଜାମ, ଫ୍ୟାକ୍ଟ୍ରିରୁ ବାହାରୁଥିବା ଧୂଆଁ,…

Ama Bus service: ଆଜି ଦିନ ୩ଟା ପରେ ଆମ ବସ୍‌ ସେବା ବନ୍ଦ

ଆଜି ଦିନ ୩ଟା ପରେ ଆମ ବସ୍‌ ସେବା ବନ୍ଦ । ଆଜି ପବିତ୍ର ଦୀପାବଳି। ଏହାକୁ ଦୃଷ୍ଟିରେ ରଖି CRUT କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି।ପୁଣି ଆସନ୍ତାକାଲିରୁ ସ୍ବାଭାବିକ ଭାବେ ଚାଲିବ ‘ଆମ ବସ୍‌’ । ଏ ନେଇ କ୍ୟାପିଟାଲ ରିଜିଅନ୍ ଅର୍ବାନ୍…

Diwali guidelines: କଟକରେ ବାଣଫୁଟା ପାଇଁ ମିଳିଲା ୨ ଘଣ୍ଟା ଅନୁମତି

ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି । ଏଥିଲାଗି ସବୁଠି ପ୍ରସ୍ତୁତି ଜୋରଦାର ଚାଲିଛି। ଭୁବନେଶ୍ୱର ଭଳି କଟକରେ ଲାଗିଲା ଦୀପାବଳୀରେ ବାଣ ଫୁଟାଇବାକୁ ନେଇ କଟକଣା । କଟକରେ ବାଣଫୁଟା ପାଇଁ ୨ ଘଣ୍ଟା ମିଳିଲା ଅନୁମତି । ସଂଧ୍ୟା…

Dhanteras 2025: ଆଜି ପବିତ୍ର ଧନତେରସ, ଜାଣନ୍ତୁ ଏହାର ବିଶେଷତା

ଆଜି ପବିତ୍ର ପର୍ବ ଧନତେରସ । ପ୍ରତିବର୍ଷ ଦୀପାବଳିର ଦୁଇ ଦିନ ପୂର୍ବରୁ ଧନତେରସ ପାଳନ କରାଯାଏ । କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଭଗବାନ ଧନ୍ଵନ୍ତରୀଙ୍କ ଜନ୍ମ ହୋଇଥିଲା । ତେଣୁ ଆଜିର ଦିନକୁ ଧନତେରସ ପର୍ବ ଭାବରେ…

Odisha adopts ‘No Gift’ Policy: ପର୍ବପର୍ବାଣୀ ପାଇଁ ‘ନୋ ଗିଫ୍ଟ୍‌ ପଲିସି’ ନୀତି ଆପଣାଇଛି ଓଡିଶା

ପର୍ବପର୍ବାଣୀ ପାଇଁ ‘ନୋ ଗିଫ୍ଟ୍‌ ପଲିସି’ ନୀତି ଆପଣାଇଛି ଓଡିଶା । ପର୍ବପର୍ବାଣୀ ସମୟରେ ଭାରତ ସରକାରଙ୍କ ‘ନୋ ଗିଫ୍ଟ୍‌ ପଲିସି’ ଆଧାରରେ ରାଜ୍ୟ ସରକାର ମଧ୍ୟ ସମାନ ନୀତି ଆପଣାଇଛନ୍ତି । ଦିପାବଳୀରେ ଗିଫ୍ଟ ନେଇ ଅଫିସ୍‌ ଆସିବାକୁ ବାରଣ…

Dearness Allowance: ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦୀପାବଳି ପର୍ବ ପୂର୍ବରୁ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି ବିଷୟ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୫ ପ୍ରତିଶତରୁ ୫୮ ପ୍ରତିଶତକୁ ବୃଦ୍ଧି…

ଦୀପାବଳି ପୂର୍ବରୁ ଜାରି ହେଲା ଗାଇଡଲାଇନ; ସନ୍ଧ୍ୟା ୭ଟାରୁ ୯ଟା ଯାଏ ବାଣ ଫୁଟାଇବାକୁ ଅନୁମତି

ଦୀପାବଳି ପୂର୍ବରୁ ଜାରି ହେଲା ଗାଇଡଲାଇନ । ସନ୍ଧ୍ୟା ୭ଟାରୁ ୯ଟା ଯାଏ ବାଣ ଫୁଟାଇବାକୁ ମିଳିଲା ଅନୁମତି । ଏ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି। ବାଣ ଫୁଟାଇବା ସମୟରେ ସୁରକ୍ଷା ପାଇଁ…

ଆଜି ପବିତ୍ର ଦୀପାବଳି : ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 

ଆଲୋକର ପର୍ବ ‘ଦୀପାବଳି’ । ଆଜି ଏହି ପବିତ୍ର ଦୀପାବଳିରେ ଗାଁଠୁ ସହର ଉତ୍ସବମୁଖର। ଏହି ଅବସରରେ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ରାଜ୍ୟବାସୀଙ୍କୁ ଦୀପାବଳି ଅବସରରେ ଅଭିନନ୍ଦନ…

ସଂଧ୍ୟା ୭ଟାରୁ ୯ଟା ପର୍ଯ୍ୟନ୍ତ ଫୁଟିବ ବାଣ; ରାଜ୍ୟରେ ଜାରି ହେଲା ଗାଇଡଲାଇନ୍

ଆସୁଛି ଦୀପାବଳି । ଏହାର ପୂର୍ବରୁ ବାଣ ଫୁଟା ନେଇ ଜାରି ହେଲା ଗାଇଡଲାଇନ । ଆଜି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି। ଗାଇଡଲାଇନ ଅନୁସାରେ ସଂଧ୍ୟା ୭ଟାରୁ ୯ଟା ମଧ୍ୟରେ ବାଣ ଫୁଟାଇବାକୁ ମିଳିଛି…

ଚଳିତବର୍ଷ ରାଜଧାନୀରେ ଫୁଟିବନି ବାଣ; ବାଣ ତିଆରି ଓ ବିକ୍ରି ଉପରେ ଲାଗିଲା ପ୍ରତିବନ୍ଧକ

ଚଳତବର୍ଷ ରାଜଧାନୀ ଦିଲ୍ଲୀରେ ଫୁଟିବାନି ବାଣ। ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ବାଣ ତିଆରି ଓ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଦିଲ୍ଲୀ ସରକାର । ବିଶେଷ କରି ଶୀତ ଋତୁର ଆଗମନ ସହ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଅହେତୁକ ବୃଦ୍ଧି…