Tag: Dharmasala

Dharmasala ABEO Under Vigilance Lens: ଭିଜିଲାନ୍ସ ଜାଲରେ ଧର୍ମଶାଳା ABEO

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଜପୁର ଜିଲ୍ଲା ଧର୍ମଶାଳାର ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ (ABEO) ଜୟଦେବ ଜେନାଙ୍କ ଉପରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସୋମବାର ସକାଳୁ ଏକାସାଙ୍ଗରେ ୭ଟି ଭିନ୍ନ ଭିନ୍ନ ସ୍ଥାନରେ ଏହି ଚଢ଼ାଉ ପ୍ରକ୍ରିୟା ଜାରି…

BJD Demands Action Over Attack on Former MLA: ପ୍ରଣବ ବଳବନ୍ତରାୟଙ୍କୁ ଆକ୍ରମଣ ଘଟଣା; ଧର୍ମଶାଳା ବିଧାୟକଙ୍କ ଇଙ୍ଗିତରେ ହେଉଛି ଅପରାଧ: ବିଜେଡି

ଜନ ସମ୍ପର୍କ ପଦଯାତ୍ରା ସମୟରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାକୁ ବିଜେଡି ପକ୍ଷରୁ ନିନ୍ଦା କରାଯାଇଛି । ସାଧାରଣ ଜନତାଙ୍କ ଠାରୁ ଜନ ପ୍ରତିନିଧି ସମସ୍ତେ ଅସୁରକ୍ଷିତ । ଏ ସମସ୍ତ ଘଟଣା ଧର୍ମଶାଳା ବିଧାୟକଙ୍କ ଇଙ୍ଗିତରେ…

ଧର୍ମଶାଳାରେ ହୋଟେଲ, ଫାଷ୍ଟଫୁଡ୍ ଦୋକାନ ୨ ସପ୍ତାହ ପାଇଁ ବନ୍ଦ

ଯାଜପୁର ଜିଲ୍ଲାରେ ଡାଇରିଆ ବ୍ୟାପିଥିବାରୁ ଧର୍ମଶାଳା ତହସିଲ ପ୍ରଶାସନର କଡ଼ା ନିର୍ଦ୍ଦେଶ । ଧର୍ମଶାଳା ତହସିଲ ଅଧୀନରେ ଥିବା ସମସ୍ତ ହୋଟେଲ, ଢାବା, ତେଲଭାଜି ଦୋକାନ, ମିଠା ଦୋକାନ, ଫାଷ୍ଟଫୁଡ଼/ଚାଟ/ଗୁପଚୁପ ଦୋକାନ, ଆଇସକ୍ରିମ କାରଖାନା, ପାଣି ପାଉଚ କାରଖାନା, ମାଛ/ଚିକେନ ଏ…

ଧର୍ମଶାଳା ABDOଙ୍କ ଘରେ ଭିଜିଲାନ୍ସ ରେଡ୍‌

ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଧର୍ମଶାଳା ABDOଙ୍କ ଘରେ ଭିଜିଲାନ୍ସ ରେଡ୍‌ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଜପୁର ଜିଲ୍ଲା ଧର୍ମଶାଳା ABDO ଅସିତ କୁମାର ପାତ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରିଛି । ଏକକାଳୀନ…

ଚାଲିଛି ପାହାଡ଼ ଲୁଟ.. ବଦଳୁନି କିଛି

ମାଫିଆଙ୍କ କବ୍‌ଜାରେ ଯାଜପୁରର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଆରୁହା ପାହାଡ଼ । ପୂର୍ବ ସରକାର ସମୟରେ ସ୍ଥିତି ଯାହାଥିଲା ନୂଆ ସରକାର ଆସିବା ପରେ ବି ସ୍ଥିତି ସେଭଳି ହିଁ ଅଛି । ସେତେବେଳେ ବି ପୂର୍ବତନ ଯାଜପୁର ବିଧାୟକ…

ବଢ଼ିଲା ଅଡୁଆ; ଧର୍ମଶାଳା ପୂର୍ବତନ ବିଧାୟକଙ୍କ ଜମି ମାପଚୁପ ଆରମ୍ଭ

ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ (ଜିତୁ)ଙ୍କ ଅଡୁଆ ବଢ଼ିଲା। ସରକାରୀ ଜମି ଜବରଦଖଲ କରି ରଖିଥିଲେ। ଏ ନେଇ ଅଭିଯୋଗ ହେବା ପରେ ଏବେ ମାପଚୁପ ଆରମ୍ଭ ହୋଇଛି। ନୂଆଗାଁ ମୌଜାରେ ତହସିଲ ପ୍ରଶାସନ ଜମି ମାପଚୁପ ଆରମ୍ଭ କରିଛି।…