Tag: DGP

ସୋସିଆଲ ମିଡିଆରୁ ଦୂରେଇ ରହିବାକୁ ଡିଜିପିଙ୍କ ପରାମର୍ଶ

ଭଦ୍ରକସ୍ଥିତ ଧାମନଗରରେ ଉତ୍ତେଜନା ପରେ ସ୍ଥିତି ସମୀକ୍ଷା କରିଛନ୍ତି ଡିଜିପି ୱାଇ.ବି ଖୁରାନିଆ। ସୋସିଆଲ ମିଡିଆରୁ ଦୂରେଇ ରହିବାକୁ ପୋଲିସ ଡିଜି ଅପିଲ କରିଛନ୍ତି। ଧାମନଗର ଥାନାରେ ସମୀକ୍ଷା ପରେ ଡିଜିପି ଏହି ଅପିଲ କରିଛନ୍ତି।ସୋସିଆଲ ମିଡିଆରୁ ଦୂରେଇ ରୁହନ୍ତୁ, ଅଯଥା…

ଧାମନଗରରେ ପହଞ୍ଚିଲେ ଡିଜିପି ୱାଇ. ବି ଖୁରାନିଆ

ଭଦ୍ରକ ଧାମନଗରରେ ପହଞ୍ଚିଲେ ପୋଲିସ ଡିଜି ୱାଇ.ବି ଖୁରାନିଆ। ବରିଷ୍ଠ ଅଧିକାରୀଙ୍କ ସହ ଧାମନଗର ଥାନାରେ ଡିଜିପିଙ୍କ ଆଲୋଚନା ଚାଲିଛି। ପୂର୍ବାଞ୍ଚଳ ଡିଆଇଜି ଓ ଭଦ୍ରକ ଏସ୍‌ପି ମଧ୍ୟ ଉପସ୍ଥିତ ଅଛନ୍ତି। ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଉତ୍ତେଜନା ପରେ ସ୍ଥିତି…

ଭରତପୁର କାଣ୍ଡ; ଖୁରାନିଆ-ବୋଥ୍ରା ଆଲୋଚନା

ଭରତପୁର ଥାନାରେ ସେନା ମେଜରଙ୍କୁ ଦୁର୍ବ୍ୟବାହାର ଓ ମାଡ଼ ଘଟଣାରେ କ୍ରାଇମବ୍ରାଞ୍ଚର ତନାଘନା ଚାଲିଛି। ତେବେ ଏହି ପ୍ରସଙ୍ଗରେ ସାଇବର କମ୍ପ୍ଲେକ୍ସରେ ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ ଓ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ଅରୁଣ ବୋଥ୍ରାଙ୍କ ମଧ୍ୟରେ ଆଲୋଚନା ଚାଲିଛି। ଏହି…

ଥାନାରେ ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା: ଡିଜିପିଙ୍କୁ ନୋଟିସ ଜାରି କଲେ ଜାତୀୟ ମହିଳା କମିଶନ

ଭରତପୁର ଥାନାରେ ସେନା ମେଜର୍ ଗୁରୁବନ୍ତ ସିଂଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ପୁଲିସ ମାଡ଼ ଘଟଣାରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ସଂପର୍କରେ ଜାଣିବା ପାଇଁ ଡିଜିପିଙ୍କୁ ନୋଟିସ କଲେ ଜାତୀୟ ମହିଳା କମିଶନ। ମାମଲାକୁ ନିଜ ତରଫରୁ ଗ୍ରହଣ କରି ନୋଟିସ ଜାରି…

ରାସ୍ତାରେ ମେଜର ଓ ବାନ୍ଧବୀଙ୍କୁ ଦୁର୍ବ୍ୟହାର ମାମଲା: ଚିହ୍ନଟ ହେବେ ରୋଡ୍‌ ରୋମିଓ

ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯାତନା ଓ ଦୁର୍ବ୍ୟବହାର ମାମଲାର ରୁଜୁ ସହ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି ୱାଇ.ବି. ଖୁରାନିଆ । ଡିଜିପି କହିଛନ୍ତି ଅଧିକାରୀଙ୍କ ଅଭିଯୋଗ ଆଧାରରେ ମୂଳ ଘଟଣାର ତଦନ୍ତ ହୋଇ ମାମଲା…

ପୋଲିସ ଡିଜିଙ୍କ କାର୍ଯ୍ୟକାଳ ବୃଦ୍ଧି

ଆଜି ସରକାର ପୋଲିସ ଡିଜିଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି । ତେବେ ପୋଲିସ ଡିଜି ୱା.ବି ଖୁରାନିଆଙ୍କ କାର୍ଯ୍ୟକାଳ ବାଢ଼ିଛି। ସେ ୧୬ ଅଗଷ୍ଟ ୨୦୨୬ ଯାଏଁ ଡିଜିପି ରହିବେ। କାର୍ଯ୍ୟକାଳ ବୃଦ୍ଧି ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନୂଆ ପୋଲିସ ମହାନିର୍ଦ୍ଦେଶକ

୧୯୯୦ ବ୍ୟାଚ୍ ଆଇପିଏସ୍ ଅଫିସର ଯୋଗେଶ ବାହାଦୂର ଖୁରାନିଆ ଓଡ଼ିଶାର ନୂଆ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ନିଯୁକ୍ତି ପାଇଛନ୍ତି। ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନରେ ସୌଜନ୍ୟମୂଳକ ସାକ୍ଷାତ…

ଜାମ୍ମୁକାଶ୍ମୀର ଡିଜିପି ହେଲେ ଓଡ଼ିଶାର ରଶ୍ମୀରଂଜନ ସ୍ବାଇଁ

ଜାମ୍ମୁକାଶ୍ମୀର ଡିଜିପି ହେଲେ ଓଡ଼ିଶାର ରଶ୍ମୀରଂଜନ ସ୍ବାଇଁଓଡ଼ିଆ ବରିଷ୍ଠ ଆଇପିଏସ୍ ଅଧିକାରୀ ରଶ୍ମୀରଞ୍ଜନ ସ୍ୱାଇଁଙ୍କୁ ମିଳିଲା ନୂଆ ଦାୟିତ୍ଵ । ତାଙ୍କୁ ଜାମ୍ମୁକାଶ୍ମୀରର ନୂଆ ଡିଜିପି ଭାବେ ନିଯୁକ୍ତି ମିଳିଥିବା ସୂଚନା ମିଳିଛି । ଏଜିଏମୟୁଟି କ୍ୟାଡରର ଓଡ଼ିଆ ଆଇପିଏସ୍‌ ରଶ୍ମୀରଂଜନ…

ରାଜ୍ୟରେ ନୂଆ ଡିଜିପି ନିଯୁକ୍ତି ନେଇ ଚର୍ଚ୍ଚା

ରାଜ୍ୟରେ ନୂଆ ଡିଜିପି ନିଯୁକ୍ତି ନେଇ ଚର୍ଚ୍ଚା ଜୋର ଧରିଛି। କିଏ ହେବେ ରାଜ୍ୟ ପୋଲିସ ମୁଖିଆ, ତାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି । ଏହା ମଧ୍ୟରେ ୩ ବରିଷ୍ଠ ଆଇପିଏସଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟରୁ ଚିଠି ହୋଇଛି। ୧୯୮୮…