ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନାରେ ପୋଲିସର ଥାର୍ଡ ଡିଗ୍ରୀରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ ଘଟଣାର ହେବ ତଦନ୍ତ। ହାଜତ ମୃତ୍ୟୁର ତଦନ୍ତ କରିବ ମାନବିକ ଅଧିକାର ସୁରକ୍ଷା ସେଲ୍ । ଏ ନେଇ ଆଜି HRPCକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି ୱାଇବି ଖୁରାନିଆ ।

Leave a Reply

Your email address will not be published. Required fields are marked *