Tag: Deputy Speaker

Demand Action against Fly Ash Mafia: ଫ୍ଲାଏ ଆଶ୍‌ ମାଫିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ନେଇ ସୁନ୍ଦରଗଡ଼ କଲେକ୍ଟରଙ୍କୁ ଉପବାଚସ୍ପତିଙ୍କ ଚିଠି

ସୁନ୍ଦରଗଡ଼ ଜିଲ୍ଲାରେ ବେଆଇନ ଭାବେ ଫ୍ଲାଏ ଆଶ୍‌ ପରିବହନ ଓ ବିଭିନ୍ନ ସ୍ଥାନରେ ଅନିୟନ୍ତ୍ରିତ ଭାବେ ଗଦାକରି ପକାଯାଉଥିବା ଘଟଣାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ। ଏନେଇ ସେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ଚିଠି ଲେଖି…

ନୂଆ ଉପବାଚସ୍ପତି ହେଲେ ଭବାନୀଶଙ୍କର ଭୋଇ

ଓଡ଼ିଶା ବିଧାନସଭାର ନୂଆ ଉପବାଚସ୍ପତି ହେଲେ ତଳସରା ବିଧାୟକ ଭବାନୀଶଙ୍କର ଭୋଇ । ବିଧାନସଭାରେ ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ବିଜେପି ଭବାନୀଶଙ୍କର ଭୋଇଙ୍କୁ ଉପବାଚସ୍ପତି ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ଆଜି ଗୃହରେ ଉପବାଚସ୍ପତି ଭାବେ ତାଙ୍କ ନାମ…

ଆଜି ଅନୁଷ୍ଠିତ ହେବ ଉପବାଚସ୍ପତି ନିର୍ବାଚନ

ଆଜି ଅନୁଷ୍ଠିତ ହେବ ଉପବାଚସ୍ପତି ନିର୍ବାଚନ। ଏଥିପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ବିଜେପିର ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ ନାମାଙ୍କନ ଦାଖଲ କରିଛନ୍ତି। ବିଧାନସଭା ସଚିବଙ୍କ ପାଖରେ ଶ୍ରୀ ଭୋଇ ମଙ୍ଗଳବାର ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଆଜି ଉପବାଚସ୍ପତି ନିର୍ବାଚନ…

ଭବାନୀ ଭୋଇ ହେବେ ଉପବାଚସ୍ପତି

ତଳସରା ବିଧାୟକ ଭବାନୀ ଭୋଇଙ୍କୁ ମିଳିବ ନୂଆ ଦାୟିତ୍ୱ ହେବେ। ଉପବାଚସ୍ପତି ହେବେ ଶ୍ରୀ ଭୋଇ। ଉପବାଚସ୍ପତି ପଦ ପାଇଁ ଭବାନୀ ନାମାଙ୍କନ ଦାଖଲ କରିବେ। ଭାରତୀୟ ଜନତା ପାର୍ଟି ଉପବାଚସ୍ପତି ପାଦ ପାଇଁ ଭବାନୀଙ୍କ ନାମ ଘୋଷଣା କରିଛି ।