Tag: Debasnana Purnima

Deva Snana Purnima: ଆସନ୍ତାକାଲି ପୁରୀରେ ସବୁ ସ୍କୁଲ୍‌ ବନ୍ଦ

ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଶ୍ରୀମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଇଁ ଭକ୍ତଙ୍କ ବିଶାଳ ସମାଗମ ହେତୁ ପୁରୀ ପୌର ନିଗମ ଅଧୀନରେ ଥିବା ସମସ୍ତ ସ୍କୁଲ୍‌ ଆସନ୍ତାକାଲି ବନ୍ଦ ରହିବ । ସମସ୍ତ ସରକାରୀ, ବେସରକାରୀ, ଇଂଲଶ ମିଡିୟମ ସ୍କୁଲ ବନ୍ଦ…