Tag: Cyclone Warning

Cyclone Arnab Warning: ବାତ୍ୟା ‘ଅର୍ଣ୍ଣବ’ ପାଇଁ ପାରାଦୀପ ବନ୍ଦରରେ ୨ ନଂ ସତର୍କ ଜାରି; ମୁକାବିଲା ପାଇଁ ପ୍ରଶାସନ ସଜାଗ

ଓଡ଼ିଶା ଉପକୂଳ ଆଡକୁ ମାଡିଆସୁଛି ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଶାସନ ଓ ସମ୍ପୃକ୍ତ କର୍ତ୍ତୃପକ୍ଷ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି। ସମ୍ଭାବ୍ୟ ବାତ୍ୟାର ଭୟବହତାକୁ ଦୃଷ୍ଟିରେ ରଖି ଓଡ଼ିଶାର ପ୍ରମୁଖ ଜଳପଥ ତଥା ପାରାଦୀପ…