Tag: Cyclone Threat

Low Pressure Forms Over Bay of Bengal: ୨୬ରେ ବାତ୍ୟା ସମ୍ଭାବନା; ଓଡ଼ିଶା ଓ ଆନ୍ଧ୍ର ଉପକୂଳ ପାଇଁ ବଢ଼ିଲା ସତର୍କତା

ଏକ ଘୂର୍ଣ୍ଣିବଳୟର ପ୍ରଭାବ କାରଣରୁ ପୂର୍ବ-କେନ୍ଦ୍ରୀୟ ଏବଂ ଏହାକୁ ଲାଗିରହିଥିବା ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଭାଗର ଶୁକ୍ରବାର ସକାଳ ସାଢ଼େ ପାଞ୍ଚଟାର ଆକଳନ…