Tag: Cyclone dana

Cyclone Montha Alert : ସମ୍ଭାବ୍ୟ ବାତ୍ୟା ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ

ସମ୍ଭାବ୍ୟ ବାତ୍ୟାକୁ ନେଇ ସମୀକ୍ଷା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । SRCଙ୍କ କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି ରାଜସ୍ୱ ମନ୍ତ୍ରୀ । SRC, OSDMA, ଅନ୍ୟ ଅଧିକାରୀଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ବତନ୍ତ୍ର ରିଲିଫ କମିଶନର…

ଦାନା କ୍ଷୟକ୍ଷତି ଆକଳନ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଲେ ଆନ୍ତ-କେନ୍ଦ୍ରୀୟ ଟିମ

‘ଦାନା’ର କ୍ଷୟକ୍ଷତି ଆକଳନ କରିବା ପାଇଁ ଆସିଥିବା ଆନ୍ତଃ-ମନ୍ତ୍ରାଳୟ କେନ୍ଦ୍ରୀୟ ଟିମ୍ ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଲୋଚନା କରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟର ଯୁଗ୍ମ ସଚିବ ଶ୍ରୀ ପିକେ ରାଏଙ୍କ ନେତୃତ୍ବରେ ଏକ ସାତ…

‘ଦାନା’ର ପରବର୍ତ୍ତୀ ବିକଳ ଚିତ୍ର: ସାଗର ତଟରେ ଅନାହାରରେ ୮ ଶହରୁ ବେଶୀ ଗାଈ, ବାଛୁରୀ ଓ ଷଣ୍ଢ

ବାତ୍ୟା ‘ଦାନା’ ଯିବାର ୧୬ଦିନ ବିତିଗଲାଣି। ଦାନାର ତାଣ୍ଡବ ଛାଡିଯାଇଛି ଅନେକ ଯନ୍ତ୍ରଣା। ବିଶେଷକରି ବଙ୍ଗୋପସାଗରର ତଟବର୍ତ୍ତୀ ଗାଈ ଗୋରୁ ଖାଦ୍ୟ ଅଭାବରୁ ଏବେ ଅନାହାରରେ। ବାତ୍ୟା ପରବର୍ତ୍ତୀ ସମୟରେ ସାତଭାୟାର ପୁରୁଣା ସ୍ଥାନ ମାନଙ୍କରେ ସମୁଦ୍ର ଜୁଆର ମାଡି ଯାଇଥିବା…

୭ ଦିନ ଭିତରେ ଲୋକଙ୍କୁ ମିଳିବ ବାତ୍ୟା କ୍ଷତିପୂରଣ ଟଙ୍କା: ରାଜସ୍ବ ମନ୍ତ୍ରୀ

୭ ଦିନ ଭିତରେ ଲୋକଙ୍କୁ ମିଳିବା ବାତ୍ୟା କ୍ଷୟକ୍ଷତି ଟଙ୍କା । ବାତ୍ୟା କ୍ଷତିପୂରଣ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇ କହିଛନ୍ତି । ସଂଧ୍ୟା ସୁଦ୍ଧା ବିଭିନ୍ନ ଜିଲ୍ଲାକୁ ଅନଲାଇନରେ ପଠାଯିବ ଟଙ୍କା । ଏହାପରେ ୭…

ବାତ୍ୟା’ଦାନା’ରେ ୬୦୦କୋଟି ର କ୍ଷୟକ୍ଷତି ଆକଳନ: ସୁରେଶ ପୂଜାରୀ

ଶକ୍ତିଶାଳୀ ଘୁର୍ଣ୍ଣିବାତ୍ୟା “ଦାନା” ଏବଂ ଓଡ଼ିଶାର ଅନେକ ଜିଲ୍ଲାରେ ବନ୍ୟା ଯୋଗୁଁ ପ୍ରାୟ ୪୧ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି |ପ୍ରାରମ୍ଭିକ ଆକଳନ ଅନୁଯାୟୀ ବାତ୍ୟା ପ୍ରାୟ ୬୦୦କୋଟି ଟଙ୍କାର କ୍ଷୟକ୍ଷତି ଘଟାଇଛି ବୋଲି ରାଜସ୍ୱ ଏବଂ ବିପର୍ଯ୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ…

କାଲି ସୁଦ୍ଧା ଆକଳନ ହେବ ବାତ୍ୟା କ୍ଷୟକ୍ଷତି ;ସୁରେଶ ପୂଜାରୀ

ଶନିବାର ଦିନ ରାଜସ୍ୱ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବିବୃତ୍ତି ଅନୁଯାଯ଼ୀ, ଓଡ଼ିଶା ସରକାର ନଭେମ୍ବର ୩ସୁଦ୍ଧା ଶକ୍ତିଶାଳୀ ଘୂର୍ଣ୍ଣିବାତ୍ୟା “ଦାନା” ଦ୍ୱାରା ହୋଇଥିବା କ୍ଷୟକ୍ଷତିର ମୂଲ୍ୟାଙ୍କନ ଶେଷ କରିବେ।ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦ୍ରାପଡ଼ା ହେଉଛି ସେହି ତିନୋଟି…

ପବନ ଓ ଜୁଆର ମାଡ଼ରେ ହବାଳିଖଟି ଛାରଖାର

ବାତ୍ୟା ‘ଦାନା’ର ତାଣ୍ଡବ ଏବଂ ତାର ଭୀମକାନ୍ତ ରୂପ ରଚିଥିଲା ବଙ୍ଗୋପସାଗର ତଟବର୍ତ୍ତୀ ଗହୀରମଥା ସନ୍ନିକଟରେ ପର୍ଯ୍ୟଟକମାନଙ୍କ ରାତ୍ରିଯାପନ ପାଇଁ ବନବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା ନେଚର କ୍ୟାମ୍ପରେ ଥିବା କଟେଜଗୁଡ଼ିକ ଛାରଖାର ହୋଇଯାଇଛି । ପାଣି ପାଗ ବିଭାଗର ସଠିକ୍…

ଧରାପଡ଼ିଯାଉଛି ବିଜଦର ହତାଶା ! ‘ଦାନା’ ପରୀକ୍ଷାରେ ଉତ୍ତୀର୍ଣ୍ଣ ମୋହନ

ବାତ୍ୟା ‘ଦାନା’ ଆସିବା ପୂର୍ବରୁ ଏବଂ ବାତ୍ୟା ପରେ ମଧ୍ୟ ଆକ୍ଟିଭ୍ ମୋଡରେ ମୋହନ ସରକାର। ବାତ୍ୟା ‘ଦାନା’ର ଦୁଇଟି ଦିଗ। ପ୍ରଥମଟି ବାତ୍ୟା ଓ ଦ୍ବିତୀୟଟି ବର୍ଷା । ବାତ୍ୟା ବିଶେଷ କ୍ଷତି କରିପାରି ନାହିଁ। କିନ୍ତୁ ବର୍ଷା ୫ଟି…

ଦାନା ବାତ୍ୟା ଯୋଗୁଁ ହୋଇଛି ବ୍ୟାପକ କ୍ଷୟକ୍ଷତି; ମୁଖ୍ୟମନ୍ତ୍ରୀ କଲେ ସମୀକ୍ଷା

ଆଜି ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାତ୍ୟା ଓ ବର୍ଷା ଦ୍ୱାରା ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରିଛନ୍ତି ଓ ନଭେମ୍ବର ୨ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ରାପଡ଼ା, ଭଦ୍ରକ,…

ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟାଞ୍ଚଳ ପରିଦର୍ଶନ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ଣରେ ହେଲିକପ୍ଟର ଯୋଗେ ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡିକ ପରିଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ପାରାଦୀପ, ମହାକାଳପଡା, ରାଜନଗର, ରାଜକନିକା ଓ ଚାନ୍ଦବାଲିର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଅନୁଧ୍ୟାନ କରିଥିଲେ। ଆକାଶ ମାର୍ଗରୁ ପରିଦର୍ଶନ…