Tag: cuttack

ବାଲିଯାତ୍ରାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ସଂସ୍କୃତି କକ୍ଷ

କଟକ ସହର ରେ ଜମୁଛି ବିଶ୍ବ ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା । ଏହି ଅବସରରେ ଓଡ଼ିଶାର ସମୃଦ୍ଧ ନୌବାଣିଜ୍ୟ ପରମ୍ପରା ସମ୍ବନ୍ଧରେ ବିଭିନ୍ନ ବର୍ଗର ଜନସାଧାରଣ ଓ ବିଶେଷ ଭାବରେ ଯୁବପିଢୀମାନଙ୍କୁ ଅବଗତ କରିବା ପାଇଁ କଟକ ବାଲିଯାତ୍ରା ପଡିଆରେ ଓଡ଼ିଶା…

ବାଲିଯାତ୍ରା ରେ ଅଘଟଣ, କରେଣ୍ଟ ଲାଗି ଯୁକ୍ତ ଦୁଇ ଛାତ୍ର ଙ୍କ ମୃତ୍ୟୁ

କଟକ ବାଲିଯାତ୍ରାରେ ଅଘଟଣ। ବାଲିଯାତ୍ରାରେ ବିଦ୍ୟୁତ ଆଘାତରେ ନାବାଳକ ମୃତ। ଲିଚୁ ଲାଇଟ ଧରିଦେବାରୁ କରେଣ୍ଟ ଲାଗି ନାବାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆଜି ସେ ସାଙ୍ଗମାନଙ୍କ ସହିତ ବାଲିଯାତ୍ରା ବୁଲିବାକୁ ଆସିଥିଲେ। ନାବାଳକଙ୍କୁ ବିଦ୍ୟୁତ ଆଘାତ ଲାଗିବା ପରେ ଗୁରୁତର…

ମୁଖ୍ୟମନ୍ତ୍ରୀ ଙ୍କ ହସ୍ତକ୍ଷେପ ପରେ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅବଧି ବୃଦ୍ଧି

ଗତ 15.11.2024 ରୁ 22.11.2024 ମଧ୍ଯରେ ଉପର ଏବଂ ତଳ ବଲିଯ଼ାତ୍ରା ଗ୍ରାଉଣ୍ଡରେ ଐତିହାସିକ ବଳିଯ଼ାତ୍ରା କଟକ ଉତ୍ସବ, 2024 ପାଳନ କରାଯାଉଛି; ଏବଂ ବିଭିନ୍ନ ଦେଶ, ରାଜ୍ଯ ତଥା ଜିଲ୍ଲାର ସାଂସ୍କୃତିକ ଦଳମାନଙ୍କୁ ସେମାନଙ୍କ ସଂସ୍କୃତି, ପରମ୍ପରା ଏବଂ ଐତିହ୍ଯ…

ବାଲିଯାତ୍ରା ଓ ଅସୀମା ପଣ୍ଡା ବିବାଦ: ଜିଲ୍ଲାପାଳଙ୍କ ହସ୍ତକ୍ଷେପ

ବାଲିଯାତ୍ରା ପଡିଆରେ ଅସୀମା ପଣ୍ଡାଙ୍କ କାର୍ଯ୍ୟକ୍ରମ କୁ ଅଧାରେ ବନ୍ଦ କରିବା ଘଟଣା କୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କଟକ ଜିଲ୍ଲାପାଳ | ଯେପରି ଏହି ଘଟଣାର ପୁନରାବୃତ୍ତି ନ ହେବ ତାହାକୁ ଗୁରୁତ୍ବ ଦେବା ପାଇଁ ପୋଲିସ କମିଶନର ଙ୍କ…

ଆଜି ଠାରୁ ଆରମ୍ଭ ହେଲା ଐତିହାସିକ କଟକ ବାଲିଯାତ୍ରା

ଓଡ଼ିଶାର ରୌପ୍ଯ ସହର କଟକ ଠାରେ ଆଜିଠାରୁ ଆରମ୍ଭ ହୋଇଛି ଐତିହାସିକ ବାଲି ଯାତ୍ରା-୨୦୨୪। ଓଡ଼ିଶାର ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ବାଲି ଯାତ୍ରା ସ୍ଥଳର ଉପର ଏବଂ ତଳ ଭାଗରେ ବିଶ୍ୱ ପ୍ରସିଦ୍ଧ ମେଳାକୁ ଉଦଘାଟନ କରିଥିଲେ।ସୂଚନା ଅନୁଯାୟୀ ,…

ବାଲିଯାତ୍ରା ପାଇଁ ଟ୍ରାଫିକ କଟକଣା ଜାରି ; ଜାଣନ୍ତୁ କେଉଁପଟେ ଯିବ ଗାଡ଼ି

ଆଜିଠାରୁ ଆରମ୍ଭ ହେବାକୁ ଯାଇଛି ବିଶ୍ଵପ୍ରସିଦ୍ଧ କଟକ ବାଲିଯାତ୍ରା। ଏନେଇ ସବୁ ପ୍ରସ୍ତୁତି ଶେଷ ହୋଇସାରିଛି। ତେବେ ବାଲିଯାତ୍ରା ପାଇଁ କଟକରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବାଲିଯାତ୍ରା…

ଚଳତବର୍ଷ କଟକ ବାଲିଯାତ୍ରାକୁ ଆସିବେ ୧୩ ରାଷ୍ଟ୍ରର ରାଷ୍ଟ୍ରଦୂତ

ଆସନ୍ତା କାଲିଠାରୁ ୨୨ ତାରିଖ ଯାଏଁ ଚାଲିବ ଐତିହାସିକ ବାଲିଯାତ୍ରା ମେଳା। ବାଲିଯାତ୍ରା ପ୍ରସ୍ତୁତି ଓ ବ୍ୟବସ୍ତା ନେଇ କଟକ ଜିଲ୍ଲାପାଳଙ୍କ ପ୍ରେସମିଟ । ଆସନ୍ତାକାଲି ସନ୍ଧ୍ୟା ୫ଟାରେ ବାଲିଯାତ୍ରା ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି…

କଟକ ବାଲିଯାତ୍ରା: ବରିଷ୍ଠ ଅଧିକାରୀଙ୍କ ପଡ଼ିଆ ପରିଦର୍ଶନ

ଆଜି ଅପରାହ୍ନରେ ୪ ଟା ୩୦ ସମୟରେ ରାଜ୍ୟ ସରକାରଙ୍କ ଉନ୍ନୟନ କମିଶନର ଶ୍ରୀମତି ଅନୁ ଗର୍ଗ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ କଟକ ଗସ୍ତରେ ଆସି ଚଳିତ ବର୍ଷ ବାଲିଯାତ୍ରା କଟକ ଉତ୍ସବ ପ୍ରସ୍ତୁତି ନିମନ୍ତେ ବାଲିଯାତ୍ରା ପଡିଆ ପରିଦର୍ଶନ…

କଟକ ବାଲି ଯାତ୍ରାରେ ଫୁଟପାଥ୍ ଭେଣ୍ଡିଂ ଉପରେ ପ୍ରତିବନ୍ଧକ ଲଗାଇଲା ଜିଲ୍ଲା ପ୍ରଶାସନ

ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶକୁ ଦର୍ଶାଇ କଟକ ଜିଲ୍ଲା ପ୍ରଶାସନ ବାଲି ଯାତ୍ରା ସମୟରେ ଅସ୍ଥାୟୀ ବ୍ୟବସାୟୀମାନଙ୍କୁ ଫୁଟପାଥରେ ବ୍ୟବସାୟ କରିବାକୁ ବାରଣ କରିଛି। ନଭେମ୍ବର ୮ ରୁ ୨୪ ପର୍ଯ୍ଯନ୍ତ, ପ୍ରଶାସନ ଧାରା ୧୬୩ ବି. ଏନ୍. ଏସ୍. ଏସ୍. ଲାଗୁ…

କଟକ ଗଣଦୁଷ୍କର୍ମ ମାମଲାରେ ଦୋଷୀକୁ ଦଣ୍ଡିତ କରିବା ପାଇଁ ସବୁ ପଦକ୍ଷେପ ନିଆଯିବ: ଆଇନମନ୍ତ୍ରୀ

କଲେଜ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ମାମଲାରେ ପ୍ରତିକ୍ରିୟା ଦେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଏହି ମାମଲାକୁ ଗୁରୁତ୍ବର ସହ ନେଇଛନ୍ତି ରାଜ୍ୟ ସରକାର । ମହିଳା ବିରୋଧୀ ଅପରାଧରେ ସରକାରଙ୍କ ମାନସିକତା ଶୂନ୍ୟ ସହନଶୀଳତା । ମହିଳା…