Tag: cuttack

ବାଲିଯାତ୍ରା ପାଇଁ ଟ୍ରାଫିକ କଟକଣା ଜାରି ; ଜାଣନ୍ତୁ କେଉଁପଟେ ଯିବ ଗାଡ଼ି

ଆଜିଠାରୁ ଆରମ୍ଭ ହେବାକୁ ଯାଇଛି ବିଶ୍ଵପ୍ରସିଦ୍ଧ କଟକ ବାଲିଯାତ୍ରା। ଏନେଇ ସବୁ ପ୍ରସ୍ତୁତି ଶେଷ ହୋଇସାରିଛି। ତେବେ ବାଲିଯାତ୍ରା ପାଇଁ କଟକରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବାଲିଯାତ୍ରା…

ଚଳତବର୍ଷ କଟକ ବାଲିଯାତ୍ରାକୁ ଆସିବେ ୧୩ ରାଷ୍ଟ୍ରର ରାଷ୍ଟ୍ରଦୂତ

ଆସନ୍ତା କାଲିଠାରୁ ୨୨ ତାରିଖ ଯାଏଁ ଚାଲିବ ଐତିହାସିକ ବାଲିଯାତ୍ରା ମେଳା। ବାଲିଯାତ୍ରା ପ୍ରସ୍ତୁତି ଓ ବ୍ୟବସ୍ତା ନେଇ କଟକ ଜିଲ୍ଲାପାଳଙ୍କ ପ୍ରେସମିଟ । ଆସନ୍ତାକାଲି ସନ୍ଧ୍ୟା ୫ଟାରେ ବାଲିଯାତ୍ରା ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି…

କଟକ ବାଲିଯାତ୍ରା: ବରିଷ୍ଠ ଅଧିକାରୀଙ୍କ ପଡ଼ିଆ ପରିଦର୍ଶନ

ଆଜି ଅପରାହ୍ନରେ ୪ ଟା ୩୦ ସମୟରେ ରାଜ୍ୟ ସରକାରଙ୍କ ଉନ୍ନୟନ କମିଶନର ଶ୍ରୀମତି ଅନୁ ଗର୍ଗ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ କଟକ ଗସ୍ତରେ ଆସି ଚଳିତ ବର୍ଷ ବାଲିଯାତ୍ରା କଟକ ଉତ୍ସବ ପ୍ରସ୍ତୁତି ନିମନ୍ତେ ବାଲିଯାତ୍ରା ପଡିଆ ପରିଦର୍ଶନ…

କଟକ ବାଲି ଯାତ୍ରାରେ ଫୁଟପାଥ୍ ଭେଣ୍ଡିଂ ଉପରେ ପ୍ରତିବନ୍ଧକ ଲଗାଇଲା ଜିଲ୍ଲା ପ୍ରଶାସନ

ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶକୁ ଦର୍ଶାଇ କଟକ ଜିଲ୍ଲା ପ୍ରଶାସନ ବାଲି ଯାତ୍ରା ସମୟରେ ଅସ୍ଥାୟୀ ବ୍ୟବସାୟୀମାନଙ୍କୁ ଫୁଟପାଥରେ ବ୍ୟବସାୟ କରିବାକୁ ବାରଣ କରିଛି। ନଭେମ୍ବର ୮ ରୁ ୨୪ ପର୍ଯ୍ଯନ୍ତ, ପ୍ରଶାସନ ଧାରା ୧୬୩ ବି. ଏନ୍. ଏସ୍. ଏସ୍. ଲାଗୁ…

କଟକ ଗଣଦୁଷ୍କର୍ମ ମାମଲାରେ ଦୋଷୀକୁ ଦଣ୍ଡିତ କରିବା ପାଇଁ ସବୁ ପଦକ୍ଷେପ ନିଆଯିବ: ଆଇନମନ୍ତ୍ରୀ

କଲେଜ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ମାମଲାରେ ପ୍ରତିକ୍ରିୟା ଦେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଏହି ମାମଲାକୁ ଗୁରୁତ୍ବର ସହ ନେଇଛନ୍ତି ରାଜ୍ୟ ସରକାର । ମହିଳା ବିରୋଧୀ ଅପରାଧରେ ସରକାରଙ୍କ ମାନସିକତା ଶୂନ୍ୟ ସହନଶୀଳତା । ମହିଳା…

ଚଳିତ ବର୍ଷ ଉଭୟ ଉପର ଓ ତଳ ପଡ଼ିଆରେ ହେବ ବାଲିଯାତ୍ରା

ତଳ ପଡ଼ିଆ ସହ ଉପର ପଡ଼ିଆରେ ବି ହେବ ବାଲିଯାତ୍ରା । ହାଇକୋର୍ଟ ବାଲିଯାତ୍ରା ପ୍ରସଙ୍ଗରେ ଶୁଣାଣି କରି ଉପର ପଡିଆରେ ବାଲିଯାତ୍ରା ପାଇଁ ଅନୁମତି ଦେଇଛନ୍ତି। ଚଳିତ ବର୍ଷ ଉଭୟ ଉପର ଓ ତଳ ପଡ଼ିଆରେ ବାଲିଯାତ୍ରା ପାଇଁ ଅନୁମତି…

କଟକ କାଳୀ ମେଢ଼ ଭସାଣୀ ବେଳେ ମୁହାଁମୁହିଁ ହେଲେ ଦୁଇ ଗୋଷ୍ଠୀ; ଭିଡିଓ ଭାଇରାଲ୍ 

କଟକ କାଳୀ ମେଢ଼ ଭସାଣୀ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ। କଟକ ସ୍ଥିତ ଚାନ୍ଦନୀଚୈାକ ରୟାଲ ଗାର୍ଡେନ ନିକଟରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ ହୋଇଛନ୍ତି । ଏହାସହ ଉଭୟ ପକ୍ଷ ମଧ୍ୟରେ ଢେଲା ପଥର ଓ କାଚ ମାଡ ହୋଇଥିବା…

ଚୋରଙ୍କ କବଳରୁ ଆପାର୍ଟମେଣ୍ଟକୁ ଜଗିବ ଆଇପି କ୍ୟାମେରା

ଦିନକୁ ଦିନ ଟୁଇନସିଟିରେ ଥିବା ଆପାର୍ଟମେଣ୍ଟରେ ବଢ଼ିବାରେ ଲାଗିଛି ଚୋରି ମାମଲା । ଏହାକୁ ରୋକିବା ପାଇଁ ସମସ୍ତ ଆପାର୍ଟମେଣ୍ଟର ପ୍ରବେଶ ଓ ପ୍ରସ୍ଥାନ ଦ୍ବାରରେ ଏଣିକି ଲାଗିବ କ୍ୟାମେରା । ଏବେ ଆପାର୍ଟମେଣ୍ଟକୁ ଜଗିବ କ୍ୟାମେରା । ଟୁଇନସିଟିର ସମସ୍ତ…

ଚାଷୀ ପାଖରୁ ଧାନ ଉଠିବାର ୪୮ ଘଣ୍ଟା ମଧ୍ୟରେ ଆକାଉଣ୍ଟକୁ ଆସିବ ଟଙ୍କା: ଖାଦ୍ୟ ଯୋଗାଣ ମନ୍ତ୍ରୀ

ଚଳିତ ୨୦୨୪-୨୫ ବର୍ଷ ପାଇଁ କଟକ ଜିଲ୍ଲାରେ ଧାନ କ୍ରୟ ଓ ସାଧାରଣ ବଣ୍ଟନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଚଳିତ ଖରିଫ ଋତୁରୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧ ଶହ ଟଙ୍କା ଚାଷୀମାନଙ୍କୁ…

କଟକ ର ରୁଦ୍ର ହସ୍ପିଟାଲ ନାରେ ଅଙ୍ଗ ତସ୍କରି ଅଭିଯୋଗ !!

କଟକ ସଦର ଅଞ୍ଚଳର ରୁଦ୍ର ହସ୍ପିଟାଲ ନାମକ ଏକ ଘରୋଇ ଡାକ୍ତରଖାନା ନାରେ ଅଙ୍ଗ ତସ୍କରି ର ଅଭିଯୋଗ ଆସିଛି। ସୁଚୋନଯୋଗ୍ୟ ଯେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳର ତିକରବାଜୁ ର ବାବୁଲ ଦିଗାଳ ଏକ ଦୁର୍ଘଟଣାରେ ଆହାତ ହୋଇଥିବାରୁ…