ତାଜା ଖବର ରାଜ୍ୟ ଠାବ ହେଲା ନକଲି କ୍ଷୀର ତିଆରି ହେଉଥିବା କମ୍ପାନୀ September 23, 2024 Papirani କଟକ ଜଗତପୁର ଥାନାର ଅତୋଡା ନିକଟ ମହାନଦୀ ପଠା ଜଙ୍ଗଲ ଭିତରେ ଠାବ ହେଲା ଅପମିଶ୍ରିତ କ୍ଷୀର ପ୍ରସ୍ତୁତ କମ୍ପାନୀ । ଅପମିଶ୍ରଣ ଅଭିଯୋଗରେ କଟକରେ ଥିବା ରୋହିଣୀ ନାମକ ଦୁଗ୍ଧ କମ୍ପାନୀରେ ଚଢ଼ାଉ କରିଛି କମିଶନରେଟ ପୋଲିସ ଓ ଖାଦ୍ୟ…
ତାଜା ଖବର ରାଜ୍ୟ କଟକ-ଭୁବନେଶ୍ୱରରେ ରାସ୍ତା ମରାମତି ନେଇ ସମୀକ୍ଷା; ୯୧୩ଟି ରାସ୍ତାରୁ ୩୮୫ଟି ରାସ୍ତାର ଅବସ୍ଥା ଖରାପ September 13, 2024 Papirani କଟକ-ଭୁବନେଶ୍ୱରରେ ରାସ୍ତା ମରାମତି ନେଇ ସମୀକ୍ଷା କଲେ ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଓଡିଶାର ପାର୍ବଣ ପର୍ବ ଦୃଷ୍ଟି କୋଣରୁ ଭୁବନେଶ୍ୱର ମହାନଗର ନିଗମ ଓ କଟକ ମହାନଗର ନିଗମ ଅଧୀନସ୍ଥ ରାସ୍ତା ମରାମତି ନେଇ ସମୀକ୍ଷା କରିଛନ୍ତି ପୂର୍ତ୍ତମନ୍ତ୍ରୀ । ମନ୍ତ୍ରୀ…
ତାଜା ଖବର ରାଜ୍ୟ ଉଠା ଦୋକାନ ଉପରକୁ ମାଡିଗଲା ପୋଲିସ; ଦୁଇ ଆହତ September 13, 2024 Papirani କଟକ ବିଜୁ ପଟ୍ଟନାୟକ ଛକରେ ଦୁର୍ଘଟଣା । ୨ ଜଣଙ୍କୁ ଧକ୍କା ଦେଇ ନାଳରେ ପଶିଲା ପୋଲିସ ଗାଡ଼ି । ବିଜୁ ପଟ୍ଟନାୟକ ଛକରେ ଥିବା ଉଠା ଦୋକାନୀ ଉପରକୁ ମାଡ଼ିଗଲା ପୋଲିସ ଗାଡ଼ି । ଜଣେ ଜୋତା ମରାମତି ଦୋକାନୀ…
ତାଜା ଖବର ରାଜ୍ୟ ବନ୍ଦ ଘରୁ ମିଳିଲା ଆଇନ ବିଶ୍ବବିଦ୍ୟାଳୟରେ କାର୍ଯ୍ୟରତ ଅଧ୍ୟାପିକାଙ୍କ ମୃତଦେହ September 9, 2024 Papirani ବନ୍ଦ ଘର ଭିତରୁ ଉଦ୍ଧାର ହେଲା କଟକ ସ୍ଥିତ ଜାତୀୟ ଆଇନ ବିଶ୍ବବିଦ୍ୟାଳୟରେ କାର୍ଯ୍ୟରତ ଅଧ୍ୟାପିକାଙ୍କ ମୃତ ଦେହ । କଟକ ସିଡିଏ ସେକ୍ଟର-୯ ସ୍ଥିତ ଭଡ଼ା ଘରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ଅଧ୍ୟାପିକା ହେଲେ ପଶ୍ଚିମବଙ୍ଗର ଅନନ୍ୟା…
ତାଜା ଖବର ରାଜ୍ୟ ରେଭେନ୍ସା ପ୍ରସଙ୍ଗରେ ଚର୍ଚ୍ଚାର ଆବଶ୍ୟକତା ଅଛି; କେ.ଭି ସିଂଦେଓ September 1, 2024 Nirvay ରେଭେନ୍ସା ବିଶ୍ବବିଦ୍ୟାଳୟକୁ ନେଇ ରାଜନୀତି ସରଗରମ ହେଉଥିବା ବେଳେ ଏହି ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଏହା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ୟକ୍ତିଗତ ମତ। କିନ୍ତୁ ଏହା ବିତର୍କର ପ୍ରସଙ୍ଗ, ଚର୍ଚ୍ଚାର ଆବଶ୍ୟକତା ଅଛି।
ତାଜା ଖବର ରାଜ୍ୟ ଦୁର୍ଗାପୂଜା ଭସାଣିରେ ଡିଜେ ମନା September 1, 2024 Nirvay କଟକ ଦୁର୍ଗାପୂଜା ଭସାଣିରେ ଡିଜେ ମନା। ଦୁର୍ଗାପୂଜା ଭସାଣିରେ ଡିଜେ ସମ୍ପୂର୍ଣ୍ଣ ବାରଣ ବୋଲି ପୋଲିସ କମିଶନର କହିଛନ୍ତି। କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକ ପରେ କମିଶନରେଟ ପୋଲିସଙ୍କ ସୂଚନା । ପୂର୍ଵରୁ ଗଣେଶ ପୂଜା ଭସାଣିରେ ବି…
ତାଜା ଖବର ରାଜ୍ୟ କଳାଧନ ସମ୍ପର୍କିତ ଏସଆଇଟି ବୈଠକ ଆରମ୍ଭ August 28, 2024 Nirvay କଟକରେ କଳାଧନ ସମ୍ପର୍କିତ ଏସଆଇଟି ବୈଠକ ଆରମ୍ଭ ହୋଇଯାଇଛି । ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି। ବୈଠକରେ ସିବିଆଇ, ଆଇଟି, ଇଡି, କଷ୍ଟମ ଅଧିକାରୀ ଉପସ୍ଥିତ ଅଛନ୍ତି।ଓଡ଼ିଶାରୁ ଭିଜିଲାନ୍ସ ଓ କ୍ରାଇମବ୍ରାଞ୍ଚ ନିର୍ଦ୍ଦେଶକ ଉପସ୍ଥିତ ଅଛନ୍ତି।…
ତାଜା ଖବର ରାଜ୍ୟ ଏସସିବିରେ ରୋଗୀଙ୍କୁ ଦୁଷ୍କର୍ମ ମାମଲା; ବିଦା ହେବେ ଅଭିଯୁକ୍ତ ଡାକ୍ତର August 23, 2024 Nirvay ଏସସିବିରେ୨ ରୋଗୀଙ୍କୁ ଡାକ୍ତରଙ୍କ ଦୁଷ୍କର୍ମ ମାମଲାରେ ବିଦା ହେବେ ଅଭିଯୁକ୍ତ ଡାକ୍ତର ଦୀଲବାଗ ଠାକୁର। ଦିଲବାଗ ଠାକୁରଙ୍କୁ ଚାକିରିରୁ ବହିଷ୍କାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ୩ ଜଣିଆ ଯାଞ୍ଚ କମିଟିର ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅଭିଯୁକ୍ତ ଡାକ୍ତରଙ୍କୁ…
ତାଜା ଖବର ରାଜ୍ୟ ସିମ୍ବକ୍ସର ଆତଙ୍କୀ କନେକ୍ସନ; କଟକରୁ ମିଳିଲା ଆଉ ୫ August 19, 2024 Nirvay ରାଜଧାନୀରେ ସିମ ବକ୍ସ ଜବତ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ କଟକରୁ ଆଜି ଆଉ ୫ ସିମ ବକ୍ସ ମିଳିଛି। ରାଜେନ୍ଦ୍ରନଗରର ଏକ ଭଡ଼ା ଘରୁ ସିମ୍ବକ୍ସ ଜବତ କାରାକାଯାଇଛି। ୮ ମାସ ହେଲା ରାଜୁ ମଣ୍ଡଳ ଏହି ଘରେ…
ତାଜା ଖବର ରାଜ୍ୟ ଏସସିବିରେ ଦୁଷ୍କର୍ମ ଘଟଣା: ତଦନ୍ତ ପାଇଁ ୩ ଜଣିଆ କମିଟି ଗଠିତ August 13, 2024 Nirvay ଚିକିତ୍ସା କରାଇବାକୁ ଯାଇ ଡାକ୍ତରଙ୍କ ଦ୍ୱାରା ଦୁଷ୍କର୍ମର ଶୀକାର ହୋଇଛନ୍ତି ରୋଗୀ। କଟକ ବଡ଼ ମେଡିକାଲରେ ଏଭଳି ଘଟଣା ଦେଖିବାକୁ ମିଳିଛି। କାର୍ଡିଓଲୋଜି ବିଭାଗର ରେସିଡେଣ୍ଟ ଡାକ୍ତର ୨ ରୋଗୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। କାର୍ଡିଓଲୋଜି ବିଭାଗରେ ଇକୋ ପରୀକ୍ଷା…