Tag: Constable

Jagatsinghpur Drug Mafia Attack: ଡ୍ରଗ୍ସ ମାଫିଆଙ୍କ ଆକ୍ରମଣରେ କନେଷ୍ଟବଳ ଗୁରୁତର

ଜଗତସିଂହପୁର କଲେଜ ଛକ ନିକଟରେ ପୋଲିସ ପାଟ୍ରୋଲିଂ ଗାଡ଼ି ଉପରକୁ ଡ୍ରଗ୍ସ ମାଫିଆଙ୍କ ସଂଘାତିକ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ଏହି ଆକ୍ରମଣରେ ପୋଲିସ କନେଷ୍ଟବଳ ନିତ୍ୟାନନ୍ଦ ସେନାପତି ଗୁରୁତର ଆହତ ହୋଇଛନ୍ତି। ପୋଲିସ ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ…