ତାଜା ଖବର ରାଜନୀତି ରାଜ୍ୟ ଐତିହାସିକ ସୂଚନା ଅଧିକାର ଆଇନକୁ ପଙ୍ଗୁ କରିଛି ମୋଦୀ ସରକାର: ଭକ୍ତ ଦାସ October 12, 2025 Papirani ଆଜି କଂଗ୍ରେସ ଭବନରେ ସୂଚନା ଅଧିକାର ଆଇନର ୨୦ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମୀଳନୀରେ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ସୂଚନା ଅଧିକାର ଆଇନ ବଳରେ ଗରିବରୁ ଗରିବ ମଧ୍ୟ ଅପିଲ କରି ନ୍ୟାୟ ପାଇପାରିବ…
ତାଜା ଖବର ରାଜନୀତି ରାଜ୍ୟ ଗଳିଲା କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ଛାତ October 12, 2025 Papirani କୋରାପୁଟ ସାଂସଦଙ୍କୁ ଦିଲ୍ଲୀରେ ମିଳିଥିବା ସରକାରୀ କ୍ୱାଟର୍ସରେ ଅଘଟଣ । ଗଳିପଡ଼ିଲା କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ଛାତ । କୋରାପୁଟ ସାଂସଦଙ୍କୁ ଦିଲ୍ଲୀରେ ମିଳିଥିବା ସରକାରୀ କ୍ୱାଟର୍ସରେ ଏଭଳି ଅଘଟଣ ଘଟିଛି । ଦିଲ୍ଲୀ ସାଉଥ୍ ଆଭେନ୍ୟରେ ଥିବା ଘରର…
ତାଜା ଖବର ରାଜନୀତି ରାଜ୍ୟ ନୂଆପଡ଼ାରେ ତ୍ରିମୁଖୀ ଲଢେଇ ହେବନାହିଁ; କେବଳ ବିଜେପି କଂଗ୍ରେସ ଲଢେଇ ହେବ: ପିସିସି ସଭାପତି October 12, 2025 Papirani ନୂଆପଡା ଉପନିର୍ବାଚନ ପ୍ରସଙ୍ଗରେ ଆଜି ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି ଭକ୍ତ ଦାସ । ସେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ନୂଆପଡ଼ାରେ ତ୍ରିମୁଖୀ ଲଢେଇ ହେବନାହିଁ । କେବଳ ବିଜେପି କଂଗ୍ରେସ ଲଢେଇ…
ତାଜା ଖବର ରାଜନୀତି ରାଜ୍ୟ ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଲେ ମହେଶ ନିଆଲ October 9, 2025 Papirani ନୂଆପଡା ଉପନିର୍ବାଚନ ପୂର୍ବରୁ ତୀବ୍ର ହୋଇଛି ରାଜନୈତିକ କସରତ । ଏହାରି ମଧ୍ୟ ବିଜେଡିକୁ ଲାଗିଛି ଶକ୍ତ ଝଟକା। ଶଙ୍ଖ ଛାଡିକି ହାତ ଧରିଲେ ମହେଶ ନିଆଲ । ଆଜି କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି ନୂଆପଡା ବିଜ୍ଞାପିତ ଅଞ୍ଚଳ ପରିଷଦର…
ରାଜନୀତି ରାଜ୍ୟ ନୂଆପଡ଼ା ଉପନିର୍ବାଚନ: ଘାସିରାମ ମାଝୀ ହେଲେ କଂଗ୍ରେସ ପ୍ରାର୍ଥୀ October 7, 2025 Nirvay ନୂଆପଡା ବିଧାନସଭାର ଉପ-ନିର୍ବାଚନ ପାଇଁ ପ୍ରଥମ ଦଳ ଭାବେ କଂଗ୍ରେସ ଆଜି ପ୍ରାର୍ଥୀ ଘୋଷଣା କରିଛି । ଘାସିରାମ ମାଝୀଙ୍କୁ ଦଳର ପ୍ରାର୍ଥୀ ଭାବେ ଏଆଇସିସି ପକ୍ଷରୁ ନାମ ଘୋଷଣା କରାଯାଇଛି । ନୂଆପଡାରେ ଜଣେ ଆଦିବାସୀ ଚେହେରା ଭାବରେ ଘାସିରାମ…
ରାଜନୀତି ରାଜ୍ୟ ଭକ୍ତ ଚରଣ ଦାସଙ୍କ ପଦଯାତ୍ରା October 4, 2025 Nirvay ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ଏବେ ତାଙ୍କର ଉପସ୍ଥିତି ଜାହିର କରିବାରେ ଲାଗି ପଡିଛନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି । ତେବେ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଦଳୀୟ ନେତା ଓ…
ରାଜନୀତି ରାଜ୍ୟ ମାଲକାନଗିରିରେ କଂଗ୍ରେସ ର ‘ଗାନ୍ଧୀ ପଥେ ଓଡିଶା’ ପଦଯାତ୍ରା ଆରମ୍ଭ October 2, 2025 Nirvay ପବିତ୍ର ବିଜୟା ଦଶମୀ ଓ ଗାନ୍ଧୀ ଜୟନ୍ତୀ ଅବସରରେ ମାଲକାନଗିରିର ମୋଟୁସ୍ଥିତ ତିନି ନଦୀର ସଙ୍ଗମସ୍ଥଳ ମଙ୍ଗି ପଏଣ୍ଟଠାରୁ ପିସିସି ସଭାପତି ଭକ୍ତ ଚରଣ ଦାସ ଗାନ୍ଧୀ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ ‘ଗାନ୍ଧୀ ପଥେ ଓଡିଶା’ ପଦଯାତ୍ରା ର ଶୁଭାରମ୍ଭ…
ତାଜା ଖବର ରାଜନୀତି ରାଜ୍ୟ କଂଗ୍ରେସର କ୍ରମବର୍ଦ୍ଧିଷ୍ଣୁ ଗ୍ରହଣୀୟତାରେ ମୋଦୀ ଭୟଭୀତ: ଭକ୍ତ ଚରଣ ଦାସ September 28, 2025 Papirani କଂଗ୍ରେସ କ୍ଷମତାକୁ ଆସିଲେ ଲୁଟ ହେବ ବୋଲି ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ କଡା ଭାଷାରେ ସମାଲୋଚନା କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ଏହି ଅବସରରେ ଆଜି ଏକ ପ୍ରେସବାର୍ତ୍ତାରେ ଭକ୍ତ ଚରଣ ଦାସ କହିଛନ୍ତି, ଓଡ଼ିଶାରେ କଂଗ୍ରେସର ଲୋକପ୍ରିୟତା ଦେଖି…
ତାଜା ଖବର ରାଜନୀତି ରାଜ୍ୟ କଂଗ୍ରେସର ଅନାସ୍ଥା ନୋଟିସ୍ ଅଗ୍ରାହ୍ୟ କଲେ ବାଚସ୍ପତି September 22, 2025 Papirani କଂଗ୍ରେସର ଅନାସ୍ଥା ନୋଟିସ୍ ଅଗ୍ରାହ୍ୟ କଲେ ବାଚସ୍ପତି । ମୋହନ ସରକାର ବିରୋଧରେ ଅନାସ୍ଥା ଆଣିଥିଲା କଂଗ୍ରେସ। ଗୃହରେ ଅଚଳାବସ୍ଥା ଯୋଗୁଁ ଅବଧି ସରିଛି ଜଣାଇଲେ ବାଚସ୍ପତି। ନୋଟିସ୍ ଆସିବାର ପରଦିନ ଗୃହକୁ ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଗୃହ ସ୍ବାଭାବିକ…
ରାଜନୀତି ରାଜ୍ୟ ସୌମ୍ୟାଶ୍ରୀ ଘଟଣା ଯୋଗୁଁ ଛାତ୍ର ନିର୍ବାଚନକୁ ଡରୁଛି ସରକାର September 19, 2025 Nirvay ସୌମ୍ୟାଶ୍ରୀ ଆତ୍ମହୁତି ଘଟଣାରେ ଅପରାଧୀ ଭାବରେ ଏବିଭିପି ନେତା ଗିରଫ ହେବା ପରେ ସମଗ୍ର ଓଡିଶା ଛାତ୍ର ସମାଜରେ ବିଜେପି ନିନ୍ଦିତ ହେଇଛି । ତେଣୁ ସରକାରଙ୍କୁ ପରାଜୟର ଭୟ ଘାରିଛି, ଏଥି ସକାଶେ ନିର୍ବାଚନକୁ ସରକାର ଏଡେଇ ଯିବାକୁ ଚାହୁଁଛନ୍ତି…