ତାଜା ଖବର ରାଜନୀତି ରାଜ୍ୟ ବିଜେଡି ଛାଡ଼ି ପୁଣି କଗ୍ରେସକୁ ଫେରିଲେ ସୁନିତା ବିଶ୍ବାଳ July 10, 2025 Papirani ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନିତା ବିଶ୍ବାଳ ପୁଣି କଂଗ୍ରେସକୁ ଫେରିଲେ । ପିସିସି ସଭାପତି ଭକ୍ତ ଦାସ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ କଂଗ୍ରେସରେ ମିଶିଲେ ସୁନୀତା ବିଶ୍ବାଳ । ୨୦୧୯ରେ…
ରାଜନୀତି ରାଜ୍ୟ ସମ୍ବିଧାନ ବଞ୍ଚାଅ ମହାସମାବେଶ ଡବଲ ଇଂଜିନ ସରକାର ପାଇଁ କାଳ ହେବ July 9, 2025 Nirvay ଆସନ୍ତା ୧୧ ଜୁଲାଇ କଂଗ୍ରେସର ‘ସମ୍ବିଧାନ ବଞ୍ଚାଅ”, ମହାସମାବେଶରେ ଯୋଗଦେବା ପାଇଁ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ସଂଗଠନ ସାଧାରଣ ସମ୍ପାଦକ ଭେଣୁଗୋପାଳ ଭୁବନେଶ୍ୱର ଆସୁଛନ୍ତି । ବୁଧବାର ମଧ୍ୟାହ୍ନରେ କଂଗ୍ରେସ ଭବନରେ ଆୟୋଜିତ…
ତାଜା ଖବର ରାଜ୍ୟ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଜିନ୍ଦଲ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କ ବିକ୍ଷୋଭ July 8, 2025 Papirani ଜିନ୍ଦଲ ଦ୍ବାରା କ୍ଷତି ଗ୍ରସ୍ତ ବଡକେରଜାଙ୍ଗ ଗ୍ରାମବାସୀ ସୋମବାର ଏକ ବିଶାଳ ଶୋଭାଯାତ୍ରାରେ ତହସିଲ ଅଫିସ ସମ୍ମୁଖରୁ ବାହାରି ଅନୁଗୋଳ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭପ୍ରଦର୍ଶନ କରିଥିଲେ । ବିକ୍ଷୋଭ ସମାବେଶରେ ପିସିସି ସଭାପତି ଭକ୍ତଚରଣ ଦାସ ଯୋଗ ଦେଇ ଜିନ୍ଦଲ…
ତାଜା ଖବର ରାଜନୀତି ରାଜ୍ୟ ଗୁଜରାଟ ମଡେଲରେ ହେବ ଓଡ଼ିଶାରେ କଂଗ୍ରେସ ଜିଲ୍ଲା ସଭାପତି ଚୟନ: ଭକ୍ତ ଦାସ July 2, 2025 Papirani ଗୁଜରାଟ ମଡେଲରେ ହେବ ଓଡ଼ିଶାରେ କଂଗ୍ରେସ ଜିଲ୍ଲା ସଭାପତି ଚୟନ। ଏ ନେଇ ଆଜି ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଦାସ । ସେ କହିଛନ୍ତି ନାଁ ରହିଛି ‘ସଂଗଠନ ସୂର୍ୟନ । ରାଜ୍ୟ ବାହାରୁ ପର୍ଯ୍ୟଟକ, ପିସିସି ସଭାପତି,…
ରାଜନୀତି ରାଜ୍ୟ ଜୁଲାଇ ୧୧ ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡ୍ଗେ July 1, 2025 Nirvay ଆସନ୍ତା ୧୧ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ଲୋକସଭାରେ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ । ଏନେଇ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ଆଜି ସୂଚନା ଦେଇଛନ୍ତି । ପୂର୍ବରୁ ଜୁଲାଇ…
ରାଜନୀତି ରାଜ୍ୟ ରଥଯାତ୍ରାକୁ ନେଇ ମିଛ ପ୍ରଚାର କରୁଥିବା ବ୍ୟକ୍ତିମାନଙ୍କୁ ମହାପ୍ରଭୁ ସଦ୍ବୁଦ୍ଧି ଦିଅନ୍ତୁ: ଅନୀଲ ବିଶ୍ୱାଳ June 28, 2025 Nirvay ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଶାନ୍ତିପୂର୍ଣ୍ଣଭାବେ ଆନନ୍ଦ ଉତ୍ସାହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । କିନ୍ତୁ ବିରୋଧୀ ବିଜେଡି ଏବଂ କଂଗ୍ରେସ ଅଭ୍ୟାସଗତ ଭାବେ ମିଛ ରାଜନୀତି କରି ସ୍ୱାର୍ଥ ହାସଲ ପାଇଁ ମନଗଢ଼ା ବିବୃତି ଦେଉଛନ୍ତି । ଏହା ଅତ୍ୟନ୍ତ…
ତାଜା ଖବର ରାଜନୀତି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡା ଓ ଟମାଟୋ ମାଡ଼ June 25, 2025 Papirani ଏସ୍ସି ଏସ୍ଟିଙ୍କ ଉପରେ ଅତ୍ୟାଚାର ଓ ନାରୀ ନିର୍ଯାତନା ଅଭିଯୋଗ ଆଣି ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ଓଡ଼ିଆ ଅସ୍ମିତା କୁଆଡ଼େ ଗଲା କହି ନାରାବାଜି କଲେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କରିଛି। ଯୁବ କଂଗ୍ରେସ କର୍ମୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ…
ଦେଶ ରାଜ୍ୟ ଧରାକୋଟରେ ଦୁଇ ଦଳିତଙ୍କୁ ନିର୍ଯାତନା ଘଟଣାକୁ ନିନ୍ଦା କଲେ କଂଗ୍ରେସ୍ ନେତା ରାହୁଲ ଗାନ୍ଧୀ June 23, 2025 Nirvay ଗଞ୍ଜାମ ଜିଲ୍ଲା, ଆସ୍କାରେ ଦଳିତ ସମାଜର ଦୁଇ ଜଣକୁ ଅକଥନୀୟ ଅତ୍ୟାଚାର କରିବା ଘଟଣାକୁ କଡ଼ା ନିନ୍ଦା କରିଛନ୍ତି ଲୋକସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଦୁଇ ଯୁବକଙ୍କୁ ଘାସ ଖୁଆଇବା, ମଇଳା ପାଣି…
ରାଜନୀତି ରାଜ୍ୟ କଂଗ୍ରେସର ‘ନାରୀ’ ଅସ୍ତ୍ର ଜାତୀୟରୁ ଅନ୍ତର୍ଜାତୀୟ June 23, 2025 Papirani ନାରୀ ନିର୍ଯାତନା’କୁ କଂଗ୍ରେସ ସଫଳତାର ସହ ଏକ ଜାତୀୟ ଇସ୍ୟୁ କରିଦେଲା । କେବଳ ଜାତୀୟ ଇସ୍ୟୁ ନୁହେଁ, ଆନ୍ତର୍ଜାତିକ ଇସ୍ୟୁ କରିବାରେ ସଫଳ ହେଲା କଂଗ୍ରେସ। ଆମେରିକା ତା’ର ନାଗରିକମାନଙ୍କୁ ଓଡ଼ିଶା ନଯିବା ପାଇଁ ପରାମର୍ଶ ଦେଇଛି । ଓଡ଼ିଶା…
ଦେଶ ରାଜନୀତି ରାଜ୍ୟ ଓଡ଼ିଶାରେ ବଢ଼ୁଥିବା ଗଣଦୁଷ୍କର୍ମ ଘଟଣାକୁ ନେଇ ଦିଲ୍ଲୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ June 19, 2025 Nirvay ଗୋପାଳପୁର ଗଣଦୁଷ୍କର୍ମ ଘଟଣା ପରେ, ଓଡ଼ିଶାରେ ବଢ଼ୁଥିବା ଗଣଦୁଷ୍କର୍ମ ଘଟଣାକୁ ନେଇ ଏବଂ ରାଜ୍ୟରେ ମହିଳାଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ମହିଳା ନେତ୍ରୀ ଓ ବିଧାୟିକା । ଦିଲ୍ଲୀର ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ମୁଖ୍ୟାଳୟରେ ସାମ୍ବାଦିକ…