ତାଜା ଖବର ରାଜନୀତି ରାଜ୍ୟ ଏଫ୍ଏମ୍ କଲେଜ ଘଟଣା; ସିଲଭର୍ ମେଡାଲ୍ ପାଇଁ ବିଜେଡି-କଂଗ୍ରେସ ମଧ୍ୟରେ ଚାଲିଛି ପ୍ରତିଯୋଗିତା: ଜୟନାରାୟଣ ମିଶ୍ର July 18, 2025 Papirani ବାଲେଶ୍ୱର ଏଫ୍ଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ଘଟଣାକୁ ନେଇ ବିରୋଧୀଙ୍କ ଆନ୍ଦୋଳନ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଏହି ଘଟଣାକୁ ନେଇ ବିଜେଡି ଓ କଂଗ୍ରେସ ଉପରେ ବର୍ଷିଲେ ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର । ସେ…
ତାଜା ଖବର ରାଜ୍ୟ ବିଚାର ବିଭାଗୀୟ ତଦନ୍ତ ନ ହେବା ଯାଏ ଆନ୍ଦୋଳନ ଚାଲୁ ରହିବ: ମିଳିତ ବିରୋଧୀ ଦଳ July 17, 2025 Papirani ଆଜି ଜୁଲାଇ ୧୭, ୨୦୨୫ରେ ଓଡ଼ିଶା ବନ୍ଦକୁ ସଫଳ କରିଥିବାରୁ ରାଜ୍ୟର ଜନସାଧାରଣଙ୍କୁ କେଂଗ୍ରସ ସହିତ ଆଠଟି ବିରୋଧୀ ରାଜନୈତିକ ଦଳ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜଣାଇଛନ୍ତି। ମିଳିତ ବିରୋଧୀ ଦଳ ପକ୍ଷରୁ କୁହାଯାଇଛି ଯେ ଏହି ବନ୍ଦକୁ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ…
ରାଜନୀତି ରାଜ୍ୟ ରାଜଧାନୀରେ କଂଗ୍ରେସର ଗର୍ଜନ; ଲୋୟର ପି ଏମ୍ ଜି ଛକ ପାଲଟିଲା ରଣକ୍ଷେତ୍ର July 17, 2025 Nirvay ବାଲେଶ୍ୱରର ଫକୀର ମୋହନ କଲେଜ ଛାତ୍ରୀଙ୍କ ପାଇଁ ନ୍ୟାୟ ଦାବି କରି କଂଗ୍ରେସ ଆଜି ଓଡ଼ିଶାରେ ବଡ଼ ବନ୍ଦ ଡାକରା ଦେଇଛି । ତେବେ ରାଜ୍ୟରେ ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଛି । ବିଶେଷ କରି ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ…
ରାଜନୀତି ରାଜ୍ୟ କଂଗ୍ରେସର ଓଡିଶା ବନ୍ଦ; ଜାଣନ୍ତୁ, କେଉଁଠି କେମିତି ପ୍ରଭାବ July 17, 2025 Nirvay ବାଲେଶ୍ୱର ପୀଡିତାଙ୍କୁ ନ୍ୟାୟ ଦାବିରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଜୋରଦାର ବିକ୍ଷୋଭ ପ୍ରଦର୍ଶନ ସହିତ ବନ୍ଦ ପାଳନ କରାଯାଉଛି । ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ବନ୍ଦ ପାଳନର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ…
ରାଜନୀତି ରାଜ୍ୟ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ରାଜଧାନୀରେ କଂଗ୍ରେସର ବାଇକ୍ ରାଲି July 17, 2025 Nirvay ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ବିରୋଧ କରି ନ୍ୟାୟ ଦାବିରେ କଂଗ୍ରେସ ଏବଂ ବାମଦଳଙ୍କ ପକ୍ଷରୁ ୧୨ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ରାଜଧାନୀରେ କଂଗ୍ରେସ କର୍ମୀମାନେ ବାଇକ ରାଲି କରିଥିବା…
ରାଜ୍ୟ ଓଡ଼ିଶା ବନ୍ଦ ଯୋଗୁଁ ରାଜ୍ୟରେ ଜନ ଜୀବନ, ପ୍ରମୁଖ ସେବା ବାଧାପ୍ରାପ୍ତ July 17, 2025 Nirvay ବାଲେଶ୍ୱରର ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟରେ ସୌମ୍ୟାଶ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ବିରୋଧୀ ଦଳ କଂଗ୍ରେସ ଓ ଅନ୍ୟ ସାତଟି ରାଜନୈତିକ ଦଳ ଆଜି ରାଜ୍ୟବ୍ୟାପୀ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି । ଓଡ଼ିଶା ବନ୍ଦ ଯୋଗୁଁ ରାଜ୍ୟରେ ଜନ…
ତାଜା ଖବର ରାଜ୍ୟ ୧୭ ଜୁଲାଇ ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ଆହ୍ୱାନ July 16, 2025 Papirani ବୁଧବାର ପୂର୍ବାହ୍ନରେ ଭୁବନେଶ୍ୱରରେ ଆଠଟି ବିରୋଧୀ ରାଜନୈତିକ ଦଳ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ଓଡ଼ିଶାର ଜନସାଧାରଣ, ସମସ୍ତ ବାମପନ୍ଥୀ ଓ ଗଣତାନ୍ତ୍ରିକ ଦଳ, ଟ୍ରେଡ୍ ୟୁନିୟନ, କୃଷକ ସଂଗଠନ, ମହିଳା, ଯୁବକ, ଛାତ୍ର ଏବଂ ସମାଜର ସମସ୍ତ…
ତାଜା ଖବର ରାଜନୀତି ରାଜ୍ୟ ବାଲେଶ୍ବର ଘଟଣା: ସଂସଦ ଘେରାଉ କରିବ କଂଗ୍ରେସ July 16, 2025 Papirani ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାରେ ସଂସଦ ଘେରାଉ କରିବ କଂଗ୍ରେସ । ଏ ନେଇ ଆଜି ସୂଚନା ଦେଇଛନ୍ତି ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା । ସେ କହିଛନ୍ତି ଆସନ୍ତା ୨୧ରେ ସଂସଦ ଅଧିବେଶନ…
ତାଜା ଖବର ରାଜନୀତି ରାଜ୍ୟ ସୌମ୍ୟାଶ୍ରୀଙ୍କ ପରିବାରକୁ ଭେଟିଲେ ଭକ୍ତ ଦାସ; କ୍ୟାଣ୍ଡଲ ଯାତ୍ରାରେ ହେଲେ ସାମିଲ July 15, 2025 Papirani ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ମୃତ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଗାଁରେ କଂଗ୍ରେସ । ଭୋଗରାଇ ବ୍ଲକ ପଳାସିଆକୁ ଯାଇ ସୌମ୍ୟାଶ୍ରୀଙ୍କ ପରିବାରକୁ ଭେଟିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ତାଙ୍କ ସହ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର…
ସମ୍ପାଦକୀୟ ଭକ୍ତଙ୍କ ଆୟୋଜନ ଦେଖି ମେଳି କଲେଣି ନେତାଏ ! July 15, 2025 Papirani ପଗାଁରେ ଗୋଟିଏ ଢଗ ବହୁତ ଚାଲେ । ଘଇତା ପଛେ ମରୁ, ସଉତୁଣୀ ରାଣ୍ଡ ହଉ । ହାତ ଦଳ ଏହି ନୀତିରେ ବେଶୀ ବିଶ୍ଵାସ କରେ। ସେଥିପାଇଁ ୩୦ବର୍ଷ ପାଖାପାଖି ଦଳ ଉଧେଇପାରୁନାହିଁ । ୨୫ବର୍ଷ ହେଲା କ୍ଷମତାରେ ନାହିଁ…