Tag: Congress protest

ଆହତ ପୋଲିସ କର୍ମଚାରୀଙ୍କୁ ଭେଟିଲେ ମନମୋହନ ସାମଲ

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଯାଇ ଆହତ ହୋଇଥିବା ପୋଲିସ କର୍ମଚାରୀଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ରାଜନୀତିରେ ହିଂସାର ସ୍ଥାନ ନାହିଁ । ଅପରାଧୀମାନଙ୍କୁ ପ୍ରଥମେ ରାଜନୀତିରେ ସ୍ଥାନ ଦେଇଥିଲା କଂଗ୍ରେସ ଦଳ…

ହସ୍ପିଟାଲରେ ଚିକିତ୍ସିତ ଆହତ ପୋଲିସଙ୍କୁ ଭେଟିଲେ ଏସିପି ଓ ଡିସିପି

ଆଜି ରଣଭୂମି ପାଲଟି ଯାଇଥିଲା ରାଜଧାନୀ ରାଜ ରାସ୍ତା। ଲୋୟର ପିଏମଜି ପାଲଟିଥିଲା ରଣ କ୍ଷେତ୍ର। କଂଗ୍ରେସ ବିକ୍ଷୋଭବେଳେ ତୁମୁଳ କାଣ୍ଡ ହୋଇଛି । ଲୋୟର୍ ପିଏମଜିରେ ଆନ୍ଦୋଳନକାରୀମାନେ ସଭା ସ୍ଥଳକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ଅଟକାଇବାକୁ ଚେଷ୍ଟା…

ଆହତ କଂଗ୍ରେସ କର୍ମୀଙ୍କୁ ହସ୍ପିଟାଲରେ ଭେଟିଲେ ଭକ୍ତ ଦାସ, ଅଜୟ ଲଲ୍ଲୁ

ଲୋୟର ପିଏମଜିରେ ପୋଲିସ-କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇ କଂଗ୍ରେସ କର୍ମୀ ଗୁରୁତର ଆହତ ହୋଇଛନ୍ତି । ଆହତ କଂଗ୍ରେସ କର୍ମୀମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଓପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ ଓଡି଼ଶା ପ୍ରଦେଶ କଂଗ୍ରେସ ପ୍ରଭାରୀ…

କଂଗ୍ରେସ କର୍ମୀଙ୍କ ଆକ୍ରମଣରେ ୧୨ ପୋଲିସ କର୍ମଚାରୀ ଆହତ

ରଣକ୍ଷେତ୍ରରେ ପରିଣତ ହୋଇଛି ରାଜଧାନୀ ରାଜରାସ୍ତା । ଲୋୟର୍ ପିଏମଜିରେ ଆନ୍ଦୋଳନକାରୀମାନେ ସଭା ସ୍ଥଳକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ସହ ଖଣ୍ଡ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା । ବିକ୍ଷୋଭକାରୀ ଅଣ୍ଡା, ଟମାଟୋ, ଢେଲା ମାଡ଼ କରିଥିଲେ ।…

ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି; କଂଗ୍ରେସର ପଥରମାଡ଼ ପରେ ପୋଲିସର ଲାଠିଚାର୍ଜ

ଲୋୟର ପିଏମ୍‌ଜି ସାଜିଲା ରଣକ୍ଷେତ୍ର । ନାରୀ ନିର୍ଯ୍ୟାତନାକୁ ପ୍ରସଙ୍ଗ କରି କଂଗ୍ରେସ ଆଜି ନିଜର ସ୍ଥିତି ଜାହିର କରିବାକୁ ଚେଷ୍ଟା କରିଥିବା ଦେଖିବାକୁ ମିଳିଛି । ସରକାରଙ୍କ ବିରୋଧରେ ରଣ ହୁଂକାର ଦେଇଛି ରାଜ୍ୟ କଂଗ୍ରେସ । ରାଜଧାନୀ ରାଜ…

ମୁକେଶ ମହାଲିଙ୍ଗଙ୍କ ଅଶ୍ଳୀଳ ଭାଷାକୁ ନେଇ ତାତିଲା କଂଗ୍ରେସ

ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାନସଭାରେ ଅଶ୍ଳୀଳ ଭାଷା ପ୍ରୟୋଗ ନେଇ କଂଗ୍ରେସର ପ୍ରତିବାଦ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଘର ଘେରାଉ କରିଛି କଂଗ୍ରେସ। ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ କଂଗ୍ରେସ ପଶିବାକୁ ଉଦ୍ୟମ କରଥିବାବେଳେ ପୋଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି।…

ଆସନ୍ତା ୨୭ରେ ବିଧାନସଭା ଘେରାଉ କରିବ କଂଗ୍ରେସ

ଆସନ୍ତା ୨୭ ତାରିଖରେ ବିଧାନସଭା ଘେରିବ କଂଗ୍ରେସ । ବିଧାନସଭାରେ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କୁ ଆକ୍ରମଣ ଓ ମହିଳା ନିର୍ଯାତନା ବିରୋଧରେ ଆସନ୍ତା ୨୭ ତାରିଖରେ ବିଧାନସଭା ଘେରାଉ କରିବ କଂଗ୍ରେସ। ଏନେଇ ସୂଚନା ଦେଲେ ପିସିସି ସଭାପତି ଭକ୍ତ…