Tag: Commissionerate police

Zero Night Celebration: ଜିରୋ ନାଇଟ ପାଇଁ ଟ୍ବିନ ସିଟିରେ କଡ଼ାକଡ଼ି ନିୟମ; ରାତି ୧୨ଟାରେ ବନ୍ଦ ହେବ ସେଲିବ୍ରେସନ

ଜିରୋ ନାଇଟ ସେଲିବ୍ରେସନ ପାଇଁ ଟ୍ବିନ ସିଟିରେ କଡ଼ାକଡ଼ି ହେଲା ନିୟମ । ଜିରୋ ନାଇଟ ସେଲିବ୍ରେସନ ପୋଲିସ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ନିୟମ ଭିତରେ ରହିବେ ବାର, ହୋଟେଲ, କ୍ଳବ ଓ ଇଭେଣ୍ଟ ଅର୍ଗନାଇଜର । ଜିରୋ…

Traffic Restriction: ଭୁବନେଶ୍ୱରରେ ଟ୍ରାଫିକ ଭିଡ଼ ଏଡାଇବା ପାଇଁ ପ୍ରମୁଖ ରାସ୍ତାରେ ପାର୍କିଂ କଟକଣା ଲାଗୁ

ଅନିୟମିତ ପାର୍କିଂ ରୋକିବାକୁ କମିଶନରେଟ୍‌ ପୋଲିସର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ପ୍ରମୁଖ ରାସ୍ତାରେ ଅନିୟମିତ ପାର୍କିଂ ଯୋଗୁଁ ଯାତାୟାତରେ ସମସ୍ୟା ହେଉଥିବାରୁ ଓଡ଼ିଶା ଅର୍ବାନ ପୋଲିସ (OUP) ଆଇନ ଅନୁଯାୟୀ କଟକଣା ଜାରି କରାଯାଇଛି । ରାଜମହଲରୁ ଜୟଦେବ ବିହାର ଦେଇ…

କଟକ ଗୋଷ୍ଠୀ ସଂଘର୍ଷ ଘଟଣାରେ ନିର୍ଦ୍ଦେଶାବଳୀ ଜାରି କରିଛି କମିଶନରେଟ ପୋଲିସ

କଟକ ସହରରେ ଦୁର୍ଗା ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଉତ୍ତେଜନା, ହିଂସାତ୍ମକ ପରିସ୍ଥିତି ନେଇ କମିଶନରେଟ ପୋଲିସ ନିର୍ଦ୍ଦେଶାବଳୀ ଜାରି କରିଛି । କଟକରେ ହୋଇଥିବା ସମ୍ପ୍ରତି ଗୋଷ୍ଠୀ ସଂଘର୍ଷ ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ…

ଭୁବନେଶ୍ୱରରେ ଦୁର୍ଗାପୂଜା ପାଇଁ ଜାରି ହେଲା ଟ୍ରାଫିକ୍‌ କଟକଣା

ଦୁର୍ଗାପୂଜା ପାଇଁ କମିସନରେଟ୍ ପୋଲିସ ପକ୍ଷରୁ ଭୁବନେଶ୍ୱର ପାଇଁ ଟ୍ରାଫିକ୍ କଟକଣା ଜାରି ହୋଇଛି । ସେପ୍ଟେମ୍ବର ୨୮ ତାରିଖରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ମାର୍ଗଦର୍ଶିକା ଅନୁସାରେ, ଦୁର୍ଗାପୂଜା ପାଇଁ ରାଜଧାନୀର ପ୍ରମୁଖ…

ଏଫଏମ ରେଡିଓ ମାଧ୍ୟମରେ ଟ୍ରାଫିକ୍ ସତର୍କତା ସେବା ପୁନଃ ଆରମ୍ଭ କଲା କମିଶନରେଟ୍ ପୋଲିସ

ଏଫଏମ ରେଡିଓ ମାଧ୍ୟମରେ ଟ୍ରାଫିକ୍ ସତର୍କତା ସେବା ପୁନଃ ଆରମ୍ଭ କଲା କମିଶନରେଟ୍ ପୋଲିସ । ଟ୍ରାଫିକ୍‌ ପରିଚାଳନାକୁ ସୁଦୃଢ଼ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି କମିସନରେଟ୍‌ ପୋଲିସ । ଏଣିକି ଏଫଏମ ରେଡିଓରେ ସମସ୍ତେ ପାଇପାରିବେ ଟ୍ରାଫିକ ସମ୍ବନ୍ଧୀୟ…

ଓଡ଼ିଶା ବନ୍ଦ; ହେଲ୍‌ପ ଲାଇନ ନମ୍ବର ଜାରି କଲା କମିଶନରେଟ୍ ପୋଲିସ

ଓଡ଼ିଶା ବନ୍ଦ ଯୋଗୁଁ ରାଜ୍ୟରେ ଯାତାୟାତ ବ୍ୟବସ୍ଥା ବିଶେଷ ଭାବେ ପ୍ରଭାବିତ ହୋଇଥିବାବେଳେ ସାଧାରଣ ଲୋକଙ୍କୁ ଅସୁବିଧା ଭୋଗିବାକୁ ପଡ଼ିଛି । ଲୋକଙ୍କ ସମୟକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ହେଲ୍‌ପ ଲାଇନ ନମ୍ବର ଜାରି କରିଛି । କୌଣସି ଅସୁବିଧାର…

ଭୁବନେଶ୍ୱରରେ ବ୍ରାଉନସୁଗାର ବେପାରୀକୁ ଏନ୍‌କାଉଣ୍ଟର୍

ବିଳମ୍ବିତ ରାତିରେ ଭୁବନେଶ୍ୱରସ୍ଥିତ ପୋଖରୀପୁଟରୁ ଖଣ୍ଡଗିରିକୁ ଯାଉଥିବା ବେଳେ ବ୍ରାଉନସୁଗାର ବେପାରୀ ଶେଖ୍ ଜାମସେଦ୍‌କୁ ଏନ୍‌କାଉଣ୍ଟର୍ କରିଛି ସ୍ପେଶାଲ କ୍ରାଇମ୍ ୟୁନିଟ୍ । ଏନ୍‌କାଉଣ୍ଟର୍‌ରେ ନିଶା ମାଫିଆ ଶେଖ୍ ଜାମସେଦ୍‌ର ଗୋଡ଼ରେ ଦୁଇଟି ଗୁଳି ବାଜିିଛି । ଗୁରୁତର ଅବସ୍ଥାରେ ଜାମସେଦ୍‌କୁ…

ଅପରାଧ ରୋକିବା ପାଇଁ ୩ଟି ଦିଗକୁ ଫୋକସ୍ କରିଛି କମିଶନରେଟ୍‌ ପୋଲିସ

ରାଜ୍ୟରେ ବିଭିନ୍ନ ଅପରାଧ ଘଟୁଥିବା ବେଳେ ଏବେ ଏହାକୁ ରୋକିବା ପାଇଁ ୩ଟି ଦିଗକୁ ଫୋକସ୍‌ କରି କମିଶନରେଟ୍‌ ପୋଲିସର ସ୍ବତନ୍ତ୍ର ଅଭିଯାନ କରାଯାଇଛି । ଏ ସଂମ୍ପର୍କରେ ଆଜି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ।…

‘ପ୍ରବାସୀ ଭାରତୀୟ ଦିବସ’ ପାଇଁ ଟ୍ରାଫିକ କଟକଣା ଜାରି କରିଛି କମିଶନରେଟ୍ ପୁଲିସ

ଜାନୁଆରୀ ୮ ରୁ ୧୦ ତାରିଖ ଯାଏଁ ଭୁବନେଶ୍ୱରରେ ହେବାକୁଥିବା ପ୍ରବାସୀ ଭାରତୀୟ ଦିବସ ପାଇଁ କମିଶନରେଟ୍ ପୁଲିସ ଟ୍ରାଫିକ୍ କଟକଣା ଜାରି କରିବା ସହ ସେହି ଅନୁଯାୟୀ ଯାତ୍ରା ଯୋଜନା କରିବାକୁ ସାଧାରଣ ଜନତାଙ୍କୁ ଅନୁରୋଧ କରିଛନ୍ତି । ଭାରତର…

ନୂଆବର୍ଷରେ ଜିରୋ ନାଇଟ ନେଇ କମିଶନରେଟ ପୋଲିସର ପ୍ରସ୍ତୁତି; ବିଶୃଙ୍ଖଳାକାରୀଙ୍କ ଉପରେ କଡ଼ା ନଜର

ଆଗକୁ ଆସୁଛି ନୂଆବର୍ଷ । ଜିରୋ ନାଇଟ ପାଇଁ ସବୁଠୁ ଜୋରଦାର ପ୍ରସ୍ତୁତି ଚାଲିଛି । ଏହା ସହ ଜିରୋ ନାଇଟ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି କମିଶନରେଟ ପୋଲିସର । ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ ହେବ ଜିରୋ ନାଇଟ୍…