Tag: cold wave

Cold Wave Returns Odisha: ପୁଣି ରାଜ୍ୟରେ ହାଡ଼ଭଙ୍ଗା ଶୀତ; ଝାରସୁଗୁଡ଼ାରେ ୬ ଡ଼ିଗ୍ରୀ ଛୁଇଁଲା ପାରଦ

ରାଜ୍ୟରେ ପୁଣି ଫେରିଲା ଶୀତ । ଆଜି ସକାଳ ୫ଟା ୩୦ ରେ ଝାରସୁଗୁଡ଼ା ସହରରେ ତାପମାତ୍ରା ୬.୮ ଡିଗ୍ରୀ ରେକର୍ଡ କରାଯାଇଛି । ଝାରସୁଗୁଡ଼ାର କେତେକ ଜାଗାରେ ତୁଷାରପାତ ଦେଖାଦେଇଛି । ସେଇଭଳି କେନ୍ଦୁଝରରେ ୯.୪ ଡିଗ୍ରି ଏବଂ ଚାନ୍ଦବାଲିରେ…

Cold Wave: ଖସିଲା ପାରଦ; ରାଜ୍ୟରେ ପୁଣି ବଢ଼ିଲା ଶୀତ

ରାଜ୍ୟରେ ପୁଣି ବଢ଼ିଲା ଶୀତ। ଜାଡ଼ରେ ଥରୁଛି ସମଗ୍ର ଓଡିଶା। ରାଜ୍ୟରେ ଗୋଟିଏ ଦିନ ଶୀତର ପରିମାଣ କମ୍ ଥିବାବେଳେ ଆଜିଠୁ ପୁଣିଥରେ ବଢିବ ସାମାନ୍ୟ ଶୀତ। ଅଧିକ ଶୀତ ଅନୁଭୂତ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି। ଗତ…

Cold Wave: ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ଉପର ମୁହାଁ

ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ଉପର ମୁହାଁ । ଅଧିକାଂଶ ସ୍ଥାନରେ ୫ ରୁ ୭ ଡିଗ୍ରୀ ଯାଏଁ ବଢ଼ିଲା ତାପମାତ୍ରା । ରାଜଧାନୀରେ ୬.୮ ଡିଗ୍ରୀ ବଢ଼ିଲା ତାପମାତ୍ରା । ଆଜି ଭୁବନେଶ୍ୱରର ତାପମାତ୍ରା ୧୭ ଡିଗ୍ରୀ ରେକର୍ଡ କରାଯାଇଛି।…

Similipal Registers Minus 1°C: ଶିମିଳିପାଳରେ ମାଇନସ ୧ ଡିଗ୍ରୀକୁ ଖସିଲା ତାପମାତ୍ରା

ଦିନକୁ ଦିନ ରାଜ୍ୟରେ ଦିନକୁ ଦିନ ଖସୁଛି ପାରଦ, ବଢୁଛି ଶୀତ । ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ଦ୍ରୁତ ଗତିରେ ହ୍ରାସ ପାଇବା ସହିତ ଓଡ଼ିଶାରେ ପ୍ରବଳ ଶୀତ ଲହରୀ ଜାରି ରହିଛି। ପ୍ରବଳ କୁହୁଡି ସାଙ୍ଗକୁ ହାଡ଼ଭଙ୍ଗା…

Cold Wave Alert: ଆଗାମୀ ୨ ସପ୍ତାହ ପର୍ଯ୍ୟନ୍ତ ଶୀତରୁ ମିଳିବ ନାହିଁ ନିସ୍ତାର

ଓଡ଼ିଶାରେ ଶୀତ ଲହରି ଜାରି ରହିଛି । ବିଭିନ୍ନ ସ୍ଥାନରେ ତୁଷାରପାତ ହେଉଥିବାର ଖବର ମିଳିଛି । ରାଜ୍ୟରେ ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ଶୀତରୁ ନିସ୍ତାର ମିଳିବ ନାହିଁ । ଏ ନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା…

Odisha Cold Wave: ଶୀତରେ ଥରୁଛି ଓଡ଼ିଶା; ହାଡ଼ଭଙ୍ଗା ଶୀତରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ

ରାଜ୍ୟରେ ଦିନକୁ ଦିନ ପାରଦ ଖସିବାରେ ଲାଗିଛି। ହାଡ଼ଭଙ୍ଗା ଶୀତରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ । ଏପରିକି ୧୦ ଡିଗ୍ରୀ ତଳେ ୨୩ ସହର ରହିଥିବା ବେଳେ ୩୮ ସହରରେ ରାତି ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଛି। ଶୀତରେ ଥରୁଛି…

Odisha Cold Wave: ଭୁବନେଶ୍ୱରରେ ୭ ଡିଗ୍ରୀ ତଳକୁ ଖସିଲା ପାରଦ

ପ୍ରବଳ ଶୀତରେ ଥରୁଛି ଓଡ଼ିଶା । ଚାରିଆଡେ ପାରଦ ତଳ ମୁହାଁ ହୋଇଛି । ଗତ ୨ଦିନ ହେବ ଶୀତ ସାମାନ୍ୟ କମ୍‌ ଥିବାବେଳେ ମଙ୍ଗଳବାରଠାରୁ ଶୀତ ପ୍ରକୋପ ପୁଣି ବୃଦ୍ଧି ପାଇଛି । ଖାଲି ରାତି ନୁହେଁ, ଦିନ ତାପମାତ୍ରା…

Odisha Cold Wave: ଆହୁରି ୩ରୁ ୪ ଦିନ ରାଜ୍ୟରେ ବଢ଼ିବ ଶୀତ: ମନୋରମା ମହାନ୍ତି

ଜାଡ଼ରେ ଥରୁଛି ଓଡିଶା । ଆହୁରି ୩ରୁ ୪ ଦିନ ରାଜ୍ୟରେ ବଢ଼ିବ ଶୀତ । ତାପମାତ୍ରା ୧ରୁ ଦେଢ଼ ଡିଗ୍ରୀ ପର୍ଯ୍ୟନ୍ତ କମିବା ସମ୍ଭାବନା ରହିଛି । ଏ ନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା…

Dense Fog In Bhubaneswar: ରାଜଧାନୀରେ ଘନ କୁହୁଡ଼ି ଯୋଗୁଁ ବିମାନ ସେବା ବାଧାପ୍ରାପ୍ତ

ରାଜ୍ୟରେ ଜାରି ରହିଛି ଶୀତ ଲହରୀ ସାଙ୍ଗକୁ ଘନ କୁହୁଡି । ଶନିବାର ଦିନ ସକାଳେ ଘନ କୁହୁଡ଼ି ଯୋଗୁଁ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ସେବା କ୍ରମାଗତ ତୃତୀୟ ଦିନ ପାଇଁ ବାଧାପ୍ରାପ୍ତ ହୋଇଛି । ସକାଳୁ…

Cold wave: ହାଡଭଙ୍ଗା ଶୀତରେ ଥରୁଛି ପୂରା ଓଡ଼ିଶା

ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଉପକୂଳରୁ ଉପାନ୍ତ ସବୁଠି ହାଡଭଙ୍ଗା ଶୀତ । ପାରଦ ତଳମୁହାଁ ହେବା ସହ ପ୍ରବଳ ଶୀତକୁ ଜାଡ କଲବଲ କରୁଛି । ସଞ୍ଜ ନଇଁଲେ ଶୀତର ପ୍ରକୋପ ବଢ଼ିବାରେ ଲାଗୁଛି ।…